ବାଇକକୁ ଧକ୍କା ଦେଇ ଜଳିଗଲା କଣ୍ଟେନର: ୧ ମୃତ, ଜଣେ ଗୁରୁତର
ନୟାଗଡ଼: ହୁତୁହୁତୁ ହୋଇ ଜଳିଗଲା କଣ୍ଟେନର । ବାଇକକୁ ପଛପଟୁ ଧକ୍କା ଦେଇ ଜଳିଗଲା ଦ୍ରୁତଗାମୀ କଣ୍ଟେନର। ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଚମ୍ପାଗଡ଼ NH ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର । କୃଷ୍ଣଚନ୍ଦ୍ରପୁରର ଦୁଇ…
