ସୁନା କିଣି ଦେଲେନି ଟଙ୍କା, ଶେଷରେ ସସପେଣ୍ଡ ହେଲେ SDPO
ଆସିକା: ସୁନା କିଣି ପଇସା ଦେଲେନି SDPO । ଆସିକା ପୋଲିସ ଅଧିକାରୀ ସନ୍ତୋଷ ଜେନା ନିଲମ୍ବିତ। ଖାକିରେ ଦାଗ, ସୁନା କିଣି ଟଙ୍କା ଦେଲେନି, ଶେଷରେ ସସପେଣ୍ଡ ହେଲେ SDPO! । ଜଣେ ପୋଲିସ ଅଧିକାରୀଙ୍କ କାରନାମା ଏବେ ଚର୍ଚ୍ଚାର…
ଆସିକା: ସୁନା କିଣି ପଇସା ଦେଲେନି SDPO । ଆସିକା ପୋଲିସ ଅଧିକାରୀ ସନ୍ତୋଷ ଜେନା ନିଲମ୍ବିତ। ଖାକିରେ ଦାଗ, ସୁନା କିଣି ଟଙ୍କା ଦେଲେନି, ଶେଷରେ ସସପେଣ୍ଡ ହେଲେ SDPO! । ଜଣେ ପୋଲିସ ଅଧିକାରୀଙ୍କ କାରନାମା ଏବେ ଚର୍ଚ୍ଚାର…
ଭଦ୍ରକ: ପେଟ୍ରୋଲ ପମ୍ପ୍ରେ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଗ୍ରାହକ। ଗତ ରାତିଠାରୁ ରାଜ୍ୟର ସମସ୍ତ ଅଞ୍ଚଳରେ ଏପରି ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଅଭାବ ଉତ୍କଟ ରୂପ ନେଇଛି। ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗିବା…
କେନ୍ଦ୍ରାପଡ଼ା: କିଛି ଦିନ ତଳେ ବାଲିଅନ୍ତା ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା। ନେତାଠୁ ଜନତା ସବୁ ମହଲରେ ହୁଲୁସ୍ତୁଲ ହୋଇଥିଲା। ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ କିଛି ଲୋକେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି…
ଭୁବନେଶ୍ଵର : ରାଜ୍ୟରେ ଏବେ ଇନ୍ଧନ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ପେଟ୍ରୋଲ ଓ ଡିଜେଲ ଅଭାବ ଯୋଗୁଁ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ପେଟ୍ରୋଲପମ୍ପରେ ଲାଗିଛି ଲମ୍ବା ଧାଡି।ପେଟ୍ରୋଲପମ୍ପ ଗୁଡିକରେ ଏବେ କୁରୁକ୍ଷେତ୍ର ପାଲଟିଥିବା ବେଳେ ତେଲ ପାଇଁ…
ମଧ୍ୟପ୍ରଦେଶ : ଦେଓ୍ବାସର ଏବି ରୋଡ ସ୍ଥିତ ଟୋଙ୍କକଲାରେ ଥିବା ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବିସ୍ଫୋରଣରେ ଆଖପାଖର ଘର ସବୁ ଦୋହଲିଯାଇଥିଲା । କାରଖାନାରେ କାମ…
ମୁମ୍ବାଇ : ପୁଣି ଗ୍ରାହକଙ୍କୁ ମହଙ୍ଗା ମାଡ଼ । ମୁମ୍ବାଇରେ ପୁଣିଥରେ ସିଏନଜି ଦାମ୍ ବଢିଛି । ମୁମ୍ବାଇ ମେଟ୍ରୋପଲିଟନ ରିଜନରେ ଆଜିଠାରୁ ନୂଆ ସିଏନଜି ଦାମ୍ ଲାଗୁ ହୋଇଛି । ଏବେ ସିଏନଜି କିଲୋ ଦାମ୍ ୮୪ ଟଙ୍କାରେ ମିଳିବ…
ରାଜସ୍ଥାନ : ରାଜସ୍ଥାନ କୋଟପୁତଲୀ ବହରୋଡ ଜିଲ୍ଲାରେ ଚାଞ୍ଚଲ୍ୟକର ଘଟଣା । ସ୍ତ୍ରୀକୁ କୁରାଢୀରେ ହତ୍ୟା କରିବା ପରେ ମୃତଦେହ କୁ ଗରେ ବନ୍ଦ କରିଦେଇଥିଳେ । ଏହାପରେ ଖାଟୁ ଶ୍ୟାମ ମନ୍ଦିର ଦର୍ଶନ ପାଇଁ ଚାଲିଯାଇଥିଲେ । ୩ ଦିନ…
କୋଲକତା : କଳା ଗାଉନ୍ ରେ ‘ଦିଦି’ଙ୍କ ଏଣ୍ଟ୍ରି । କୋଲକାତା ହାଇକୋର୍ଟରେ ଆଇନଜୀବୀ ଅବତାରରେ ପହଞ୍ଚିଲେ ମମତା ବାନାର୍ଜୀ । ନିଜ ଦଳର କର୍ମୀଙ୍କ ଉପରେ ହେଉଥିବା କଥିତ ନିର୍ବାଚନ ପରବର୍ତ୍ତୀ ହିଂସା ବିରୋଧରେ ନିଜେ କୋର୍ଟରେ ପକ୍ଷ ରଖିଛନ୍ତି…
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ତୈଳ ସଂଙ୍କଟ ହେବାର ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ନ ମିଳୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ସଂଙ୍କଟକୁ ନେଇ ଚିନ୍ତାରେ କେନ୍ଦ୍ର ସରକାର।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ ପରେ ଦିଲ୍ଲୀ ସରକାରଙ୍କ…
କେରଳ : କେରଳ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ୧୦ ଦିନ ପରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଘୋଷଣା କରିଛି । ଭିଡି ସତୀଶନଙ୍କ କେରଳମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି କଂଗ୍ରେସ । ଭି.ଡି ସତୀଶନ ୬ ଥର ବିଧାୟକ…