ଏୟାର ଇଣ୍ଡିଆର ଇନ୍ଧନ ସ୍ବିଚରେ ତ୍ରୁଟି, ବୋଇଂ ୭୮୭ ବିମାନର ଯାଞ୍ଚ ଆରମ୍ଭ
ନୂଆଦିଲ୍ଲୀ : ଗତକାଲି ଲଣ୍ଡନରୁ ବାଙ୍ଗାଲୋର ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଏୟାର ଇଣ୍ଡିଆର ଜଣେ ପାଇଲଟ୍ ବୋଇଂ ୭୮୭ ଡ୍ରିମଲାଇନର ବିମାନର ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ରେ ତ୍ରୁଟି ଥିବା ଅଭିଯୋଗ କରିଥିଲେ । ଯାହା ଫଳରେ ବିମାନ ଉଡ଼ାଣକୁ ବାତିଲ କରାଯାଇଥିଲା…
