୧୯୮ ଅଧିକାରୀଙ୍କ ବଦଳି, ଅଗଷ୍ଟ ପହିଲା ସୁଦ୍ଧା କାର୍ଯ୍ୟରେ ଯୋଗ ନ ଦେଲେ ଦରମା ବନ୍ଦ
ଭୁବନେଶ୍ବର: ଓଡ଼ିଶା ଟିକସ ଓ ଆକାଉଣ୍ଟ ସେବା (ଓଟିଆଣ୍ଡଏଏସ୍) କ୍ୟାଡର୍ରେ ୧୯୮ ଅଧିକାରୀଙ୍କ ବଦଳି କରାଯାଇଛି। ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧିକାରୀମାନେ ବିଭିନ୍ନ ଜିଲାରେ ବ୍ଲକ୍ ଫାଇନାନ୍ସ ଅଫିସର୍, ସିଟି ଆଣ୍ଡ ଜିଏସ୍ଟି ଅଫିସର୍,…