2026

କଟକ କଂଗ୍ରେସକୁ ବଡ଼ ବଳ: ଦଳକୁ ଫେରିଲେ ପୂର୍ବତନ କର୍ପୋରେଟର ରମଜାନ ଖାନ୍

କଟକ: କଟକ କଂଗ୍ରେସ ସଂଗଠନକୁ ମିଳିଛି ବଡ଼ ସଫଳତା। ବିଜେଡି ଛାଡ଼ି ପୁଣି ଥରେ କଂଗ୍ରେସ ଶିବିରକୁ ଫେରିଛନ୍ତି ପୂର୍ବତନ କର୍ପୋରେଟର ରମଜାନ ଖାନ୍। ରାଜ୍ୟ କଂଗ୍ରେସ ପ୍ରଭାରୀ ଲାଲଜି ଦେଶାଇ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ…

ନିଜ ସରକାରଙ୍କୁ କାଠଗଡ଼ାରେ ଠିଆ କଲେ ୩ ସାଂସଦ, ବିକାଶମୂଳକ କାର୍ଯ୍ୟର ମାନ ଓ ଗତିକୁ ନେଇ ଉଠାଇଲେ ପ୍ରଶ୍ନ

ଭୁବନେଶ୍ଵର: ଓଡ଼ିଶାରେ ବିଭିନ୍ନ ବିକାଶମୂଳକ ତଥା ଭିତ୍ତିଭୂମି କାର୍ଯ୍ୟର ଗତି ମନ୍ଥର | ଚାଲିଥିବା ଏବଂ କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି| ଏ ଅଭିଯୋଗ ଆଉ କେହି ନୁହେଁ ବରଂ ଆଣିଛନ୍ତି ଶାସକ ଦଳର ତିନି ସାଂସଦ…

ମୋବାଇଲରେ ଉଚ୍ଚସ୍ୱରରେ କଥା ହେବାକୁ ନେଇ ବୋମାମାଡ଼ ; ବଡ଼ ଭାଇ ମୃତ, ସାନ ଗୁରୁତର

ଭୁବନେଶ୍ବର ୧୬।୯: ମୋବାଇଲକୁ ନେଇ ମର୍ଡର। ଭାଇକୁ ବୋମା ଫିଙ୍ଗିଲା ଭାଇ। ବଡ଼ ଭାଇ ମୃତ, ସାନ ଗୁରୁତର। ଘରେ ଥିଲା ହାତବୋମା। ସାମାନ୍ୟ ବଚସାରୁ ଘଟିଛି ବୋମାମାଡ଼। ରାତିରେ ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ମହୁଲ ଗାଁରେ ହଠାତ୍ ଶୁଣାଗଲା…

ସୃଷ୍ଟି ହେଲାଣି ଘୂର୍ଣ୍ଣିବଳୟ, ୨୪ ବେଳକୁ ଛୁଇଁପାରେ ଉପକୂଳ ; ପୁରୀରୁ ଜଗତସିଂହପୁର ଯାଏଁ ବାତ୍ୟା ଭୟ

ଭୁବନେଶ୍ବର ୧୬।୯: ସାବଧାନ ମାଡ଼ି ଆସୁଛି ବାତ୍ୟା ! ୨୪ ତାରିଖ ବେଳକୁ ଉପକୂଳ ଛୁଇଁପାରେ। ପୁରୀରୁ ଜଗତସିଂହପୁର ମଧ୍ୟରେ ସ୍ଥଳଭାଗ ଛୁଇଁବା ଆଶଙ୍କା। ସେପ୍ଟେମ୍ବରରେ ରାଜ୍ୟରେ ବାତ୍ୟା ସମ୍ଭାବନା କମ୍ ଥାଏ। ତଥାପି ବାତ୍ୟା ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡାଇ ଦେବ…

PF ଲିମିଟ୍ ବଢ଼ିଲା, ବଢ଼ିବ ଆପଣଙ୍କ ଦରମା ଓ ପେନସନ

ନୂଆଦିଲ୍ଲୀ: କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର କ୍ୟାବିନେଟ ବୈଠକରେ ଇପିଏଫ (EPF) ଏବଂ ଇପିଏସ (EPS)ର ମାସିକ ବେସିକ ସାଲାରି ଲିମିଟକୁ ବୃଦ୍ଧି କରାଯାଇଛି। ଦୀର୍ଘ ୧୨ ବର୍ଷ ପରେ ସରକାର ଏହି ନିୟମରେ ଏକ ବଡ଼ ପରିବର୍ତ୍ତନ…

ରିଲ୍ସ ଦେଖିବାରେ ବିହାର ନମ୍ବର-୧, ମହାରାଷ୍ଟ୍ର ଦ୍ୱିତୀୟ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ଏବଂ ଆଇପ୍ୟାଡ୍ ସ୍କ୍ରିନ୍ରେ ଘଣ୍ଟା ଘଣ୍ଟା ଧରି ସ୍କ୍ରୋଲିଂ, ଭିଡିଓ ଷ୍ଟ୍ରିମିଂ ଏବଂ ସୋସିଆଲ ମିଡିଆର ବୃଦ୍ଧି ପାଉଥିବା ସକ୍ରିୟତା ଦେଶରେ ଇଣ୍ଟରନେଟ୍ ବ୍ୟବହାରକୁ ଏକ ନୂଆ ସ୍ତରକୁ ନେଇଯାଇଛି । ସର୍କଲୱାରୀ ଡାଟା ବ୍ୟବହାର ଆକଳନକୁ ଦେଖିଲେ,…

UPI ପେମେଣ୍ଟ ଉପରେ ଚାର୍ଜକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବୁଧବାର ୟୁପିଆଇ ଟ୍ରାଞ୍ଜାକ୍ସନ ନିମନ୍ତେ କେନ୍ଦ୍ର ସରକାରଙ୍କ ନୂଆ ମର୍ଚ୍ଚାଣ୍ଟ ଡିସ୍କାଉଣ୍ଟ ରେଟ୍ (ଏମଡିଆର) ଫ୍ରେମ ୱାର୍କକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ସେ ସରକାର ଆମେରିକା…

ଆରମ୍ଭ ହେବ କି ଅପରେସନ ସିନ୍ଦୂର 2.0 ! ଭାରତୀୟ ଯୁଦ୍ଧପୋତକୁ ଧକ୍କା ଦେଇ ବିନାଶକୁ ଡାକିଲା ପାକ୍ ନୌସେନା

ନୂଆଦିଲ୍ଲୀ : ଉତ୍ତର ଆରବ ସାଗରରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଛି ଏକ ଗୁରୁତର ଘଟଣା । ଆରବ ସାଗରରେ ଭାରତ ଓ ପାକିସ୍ତାନ ନୌସେନା ମଧ୍ୟରେ ହୋଇଥିଲା ବଡ଼ ଟକ୍କର । ପାକିସ୍ତାନ ନୌସେନାର ଏକ ଜାହାଜ ଭାରତୀୟ ନୌସେନାର ଏକ…

ସ୍କୁଲ୍‌ ବ୍ୟାଗ୍‌ରୁ ୩୮ କିଲୋ ଗଞ୍ଜେଇ ଜବତ, ୩ ନାବାଳକଙ୍କ ସମେତ ୫ ଗିରଫ

ବୈଶାଳୀ: ବିହାରର ହାଜିପୁରରେ ସ୍କୁଲ୍‌ ଛାତ୍ରମାନଙ୍କ ବ୍ୟାଗ୍‌ରୁ ୩୮ କିଲୋଗ୍ରାମ୍‌ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ୩ ଜଣ ନାବାଳକଙ୍କ ସମେତ ୫ ଜଣ ଗିରଫ ହୋଇଛନ୍ତି। ଛାତ୍ରମାନଙ୍କ ସ୍କୁଲ୍‌ ବ୍ୟାଗ୍‌ରେ ଏହି ଗଞ୍ଜେଇ ଚୋରାଚାଲାଣ କରାଯାଉଥିଲା। ବୈଶାଳୀ ବରିଷ୍ଠ…

ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା: ୩ ଦିନ ପାଇଁ ରାସ୍ତା ମଝିରୁ ଫେରିବ ଏକାଧିକ ମେମୁ ଟ୍ରେନ୍

ଭୁବନେଶ୍ୱର: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଏକ ଜରୁରୀ ଖବର। ଯଦି ଆପଣ ଆଗାମୀ ଦିନରେ ମେମୁ ଟ୍ରେନ୍ ଯୋଗେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଘରୁ ବାହାରିବା ପୂର୍ବରୁ ରେଳ ବିଭାଗର ନୂଆ ସୂଚନା ଉପରେ ନଜର ପକାଇ ନିଅନ୍ତୁ।…