ହବିବି ନଗରରେ ବିସ୍ଫୋରଣ, ଗୋଟିଏ ପରିବାରର ୩ ମୃତ, ୨ ଆହତ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲାର ହବିବି ନଗରରେ ବିସ୍ଫୋରଣ ଯୋଗୁଁ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ମଧ୍ୟରେ ଜଣେ ସ୍ବାମୀ ସ୍ତ୍ରୀ ଏବଂ ଜଣେ ପିଲା ରହିଛି । ବିସ୍ଫୋରଣରେ ୨ ଜଣ ଲୋକ ଆହତ ହୋଇଛନ୍ତି…

ଭୁଲ ଇଞ୍ଜେକସନ ଦେଇ ୫୦୦ କୁକୁରଙ୍କୁ ହତ୍ୟା

ହାଇଦ୍ରାବାଦ : ଅମାନବୀୟ, ହୃଦୟବିଦାରକ, ଅବିଶ୍ବସନୀୟ । ବୁଲାକୁକୁରଙ୍କୁ ଭୁଲ ଇଞ୍ଜେକସନ ଦେଇ ମାରିଦେଲେ । ପ୍ରାଣଘାତୀ ଇଞ୍ଜେକସନରେ ୫ଶହ କୁକୁରଙ୍କ ମୃତ୍ୟୁ ହୋଇଛି । ବୁଲା କୁକୁରଙ୍କ ଠାରୁ ରକ୍ଷା ପାଇବା ପାଇଁ ଏଭଳି ନୃଶଂସ ପଦକ୍ଷେପକୁ ନେଇ ଆଲୋଡ଼ନ ସୃଷ୍ଟି…

ଭାରତୀୟଙ୍କୁ ଇରାନ ଛାଡିବାକୁ ପରାମର୍ଶ, ଭାରତୀୟ ଦୂତାବାସ ତରଫରୁ ଆଡଭାଇଜରୀ ଜାରି

ଇରାନ : ଇରାନରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଇରାନରେ ବିରେଶଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଭାରତ ସରକାର ନିଜ ନାଗରିକ ପାଇଁ ଆଡଭାଇଜରୀ ଜାରି କରିଛି । ବିଦେଶ ମନ୍ତ୍ରଣାଳୟ ନିଜ ଆଡଭାଇଜରୀରେ କହିଛି କି, ଇରାନରେ ଥିବା ଛାତ୍ର,…

ଗଙ୍ଗାସାଗର ମେଳା, ପୂଣ୍ୟ ବୁଡ ପକାଇଲେ ୬୦ ଲକ୍ଷ ଶ୍ରଦ୍ଧାଳୁ

କୋଲକାତା: ସମସ୍ତ ତୀର୍ଥ ସ୍ଥାନ ଦର୍ଶନ କଲେ ଯାହା ପୁଣ୍ୟ ମିଳେ ଗଙ୍ଗା ସାଗରରେ ଥରେ ମାତ୍ର ବୁଡ ପକାଇଲେ ସମାନ ପୁଣ୍ୟ ମିଳିଥାଏ । ପୂଣ୍ୟ ତୀର୍ଥ ସ୍ଥାନ ଗଙ୍ଗାସାଗରରେ ମକର ସଂକ୍ରାନ୍ତି ଦିନ ଆଜି ୧ଟା ୧୯ ମିନିଟରୁ…

ଟ୍ରେନ ଉପରେ ଖସିପଡିଲା କ୍ରେନ, ୨୨ ମୃତ

ବ୍ୟାଙ୍କକ : ଥାଇଲାଣ୍ଡରେ ଉତ୍ତର-ପୂର୍ବ ଅଞ୍ଚଳରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୨ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ୩୦ ରୁ ଅଧିକ ଆହତ ହୋଇଛନ୍ତି । ଘଟଣାରେ ଆଉ ମୃତକଙ୍କ ସଂଖ୍ୟା…

‘ଇରାନବାସୀଙ୍କ ପାଇଁ ଟ୍ରମ୍ପ ଓ ନେତାନ୍ୟାହୁ ବଡ଼ ଶତ୍ରୁ’

ଆମେରିକା : ଇରାନ ଆନ୍ଦୋଳନକାରୀଙ୍କୁ ଟ୍ରମ୍ପଙ୍କ ବଡ଼ ବାର୍ତ୍ତା । ସରକାରୀ ଅନୁଷ୍ଠାନକୁ ଦଖଲ କରନ୍ତୁ, ଆମେ ସାହାଯ୍ୟ ପଠାଉଛୁ । ଟ୍ରମ୍ପଙ୍କ ଏହି ବିସ୍ଫୋରକ ବୟାନ ପରେ ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ…

ମେଳାକୁ ଯାଉଥିବା ବେଳେ ଦୁର୍ଘଟଣା, ଚାଲିଗଲା ୨ ଜୀବନ

ରାଇଘର : ପଡ଼ୋଶୀ ଛତିଶଗଡ଼ ଅନ୍ତର୍ଗତ ପାଖଞ୍ଜର ଠାରେ ଆୟୋଜିତ ମେଳାକୁ ଯାଉଥିବା ଏକ ଯାତ୍ରୀବାହୀ ଗାଡ଼ି କୋମଲପୁର ନିକଟରେ ଦୁର୍ଘଟଣାର ସାମ୍ନା କରିଛି। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ଜଣେ ମହିଳାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛିl ମୃତକମାନେ ହେଲେ ମାଳତୀ…

’ଓଡ଼ିଶାର ବୌଦ୍ଧ ଐତିହ୍ୟ ଓ ପର୍ଯ୍ୟଟନ ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି ସରକାର’

ଯାଜପୁର: ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ମାଧ୍ୟମରେ ବୌଦ୍ଧ ପର୍ଯ୍ୟଟନର ବିକାଶ ହେବା ସହ ଶାନ୍ତି ଏବଂ କରୁଣାର ବାର୍ତ୍ତା ସାରା ବିଶ୍ୱରେ ପହଞ୍ଚିପାରିବ। ଏଇ ଓଡ଼ିଶା ମାଟି ସର୍ବଦା ଆଧ୍ୟାତ୍ମିକତାର ପଥରେ ଅଗ୍ରସର ହୋଇଆସିଛି। ଓଡ଼ିଶା ସରକାର ଏଦିଗରେ ଅନେକ ପ୍ରୟାସ…

ମାଞ୍ଜା ସୂତା ଲାଗି କଟିଲା ବେକ, ଅବସ୍ଥା ଗୁରୁତର

ବାଲେଶ୍ୱର: ମକର ସଂକ୍ରାନ୍ତିରେ ଗୁଡ଼ିର ମାଞ୍ଜା ସୂତା ଲାଗି କଟିଲା ବେକ । ଢେଙ୍କାନାଳ ପରେ ବାଲେଶ୍ୱର ଜିଲ୍ଲାରୁ ସାମ୍ନାକୁ ଆସିଲା ବଡ଼ ଅଘଟଣ । ମକର ସଂକ୍ରାନ୍ତିରେ ଘାତକ ସାଜିଲା ଗୁଡ଼ିରେ ମାଞ୍ଜା ସୂତା ବ୍ୟବହାର । ମାଞ୍ଜା ସୂତା…

ଡକାୟତି ଉଦ୍ୟମ ପଣ୍ଡ, ଗ୍ୟାଙ୍ଗ ଗିରଫ, ମାରଣାସ୍ତ୍ର ସହ ନଗଦ ଟଙ୍କା ଜବତ

ବଣାଇ: ବଡ଼ଧରଣର ଡକାୟତ ଗ୍ୟାଙ୍ଗ ଗିରଫ ।  ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ୩ ଆନ୍ତଃରାଜ୍ୟ ଡକାୟତ ଗିରଫ ।  ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଆଉ ୬ରୁ ୭ ଡକାୟତ ।  ସୁନ୍ଦରଗଡ ଜିଲ୍ଲା ଟିକାୟତପାଲି ଥାନା ଚନ୍ଦ୍ରପୁର ଗାଁରୁ ୩…