ରାଉରକେଲାରୁ ଅଯୋଧ୍ୟା ଅଭିମୁଖେ ବାହାରିଲା ସୁନାର ଧନୁ

ରାଉରକେଲା: ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ନିକଟକୁ ଭେଟି ଦେବା ଉଦ୍ଦେଶ୍ୟରେ ରାଉରକେଲା ସହରରୁ ବାହାରିଛି ଏହି ବିଶାଳ ସ୍ୱର୍ଣ୍ଣ ଧନୁଷ । ରାଉରକେଲା ସନାତନ ଜାଗରଣ ମଞ୍ଚ ପକ୍ଷରୁ ଏହି ବିଶାଳ ଆଠ ଫୁଟ ଲମ୍ବ ଏବଂ ତିନି ଫୁଟ ଉଚ୍ଚତା…

ବସ-ବାଇକ ମୁହାଁମୁହିଁ ଧକ୍କା , ୩ ମୃତ

ରାଇରଙ୍ଗପୁର : ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ୨୨୦ ନମ୍ୱର ଜାତୀୟ ରାଜପଥ ରାନିବନ୍ଧ ନିକଟରେ ଏକ ଯାତ୍ରୀବାହୀ ବସ ସହ ବାଇକର ମୁହାଁମୁହିଁ ଧକ୍କା । ୩ ଜଣ ବାଇକ ଆରୋହୀଙ୍କ…

ଦିନ ୧୧ଟା ଯାଏଁ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ

ଚିଲିକା : ଚିଲିକାରେ ଦିନ ୧୧ଟା ଯାଏ ଡଙ୍ଗା ଚଳାଚଳ ବନ୍ଦ । ପ୍ରବଳ କୁହୁଡ଼ି ଯୋଗୁ କଟକଣା ଲଗାଇଲେ ପୁରୀ ଜିଲ୍ଲାପାଳ । ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନତା କମ୍ ରହୁଛି। ବାରମ୍ବାର ଦୁର୍ଘଟଣା ଘଟୁଥିବା ଯୋଗୁ ଜିଲ୍ଲାପାଳ ଏହି ନିଷ୍ପତ୍ତି…

ଭେଣ୍ଡିଂଜୋନରେ ଜଳିଗଲା ୫ରୁ ଅଧିକ ଦୋକାନ; ଯାତାୟାତ ବାଧାପ୍ରାପ୍ତ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ଏକାଧିକ ଦୋକାନ । ଅଗ୍ନିକାଣ୍ଡ ଯୋଗୁଁ ସହରରେ ଚକ ଅଖ ଜାମ୍। ବ୍ରହ୍ମପୁର ସହରା ଫାଷ୍ଟଗେଟ ସ୍ଥିତ ଧୋବାବନ୍ଧ ଭେଣ୍ଡିଂଜୋନରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି । ଫଳରେ ୫ରୁ…

ଆସନ୍ତାକାଲି ପୌଷ ପୂର୍ଣ୍ଣମୀରେ ଦେଖାଯିବ ସୁପରମୁନ୍‌

ଭୁବନେଶ୍ୱର: ଆସନ୍ତକାଲି ଅର୍ଥାତ ଜାନୁଆରୀ ୩ତାରିଖ ଦିନ ପୌଷ ପୂର୍ଣ୍ଣମୀରେ ଦେଖାଯିବ ସୁପରମୁନ୍‌ । ପୂର୍ଣ୍ଣମୀ ସମୟରେ ଚନ୍ଦ୍ର ପ୍ରାୟ ୩ଲକ୍ଷ ୬୨ହଜାର କିମି ନିକଟରେ ରହିବ ଓ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ର ଠାରୁ ପ୍ରାୟ ୧୪ପ୍ରତିଶତ ବଡ ସହ…

ବିଞ୍ଝାରପୁରରେ ଲୁଟେରାଙ୍କ ଦୌରାତ୍ମ୍ୟ; ଡାଲା ଅଟୋରେ ଲୁଟି ନେଲେ ଟଙ୍କା ବୋଝେଇ ଏଟିଏମ୍‌

ବିଞ୍ଝାରପୁର: ବର୍ଷ ଆରମ୍ଭରୁ ଯାଜପୁର ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ । ଲୁଟି ନେଲେ ଟଙ୍କା ବୋଝେଇ ଏଟିଏମ୍‌ । ଯାଞ୍ଜପୁର ଜିଲ୍ଲା ବିଞ୍ଝାରପୁର ଥାନା ମଇଁଦା ବଜାରରୁ ଏକ ଡାଲା ଅଟୋରେ ଏଟିଏମ୍‌ ଲୁଟ ହୋଇଥିବା ସିସିଟିଭିରେ କଏଦ ହୋଇଛି…

ଜାନୁଆରୀ ୪ରୁ ସାତକୋଶିଆରେ କୁମ୍ଭୀର ଓ ପକ୍ଷୀଗଣନା

ଅନୁଗୁଳ: ଏବେ ଚାଲିଛି ଶୀତ ଋତୁ । ଦେଶ ବିଦେଶରୁ ବହୁ ପକ୍ଷୀଙ୍କ ଆଗମନ ହୋଇଛି ଓଡିଶାକୁ । ଏହି ଅବସରରେ ଅନୁଗୁଳ ଜିଲ୍ଲାର ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ଥିବା ୫ଟି ବନାଞ୍ଚଳରେ ପକ୍ଷୀ ସହ କୁମ୍ଭୀର ଗଣନା ହେବ ।…

ସେୟାର ଟେଡ୍ରିଂ ଆଳରେ ୪୦ କୋଟି ଠକେଇ; ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସେୟାର ବଜାର ସହ ଜଡ଼ିତ ୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଠକେଇର ମୁଖ୍ୟ ସନ୍ଦିଗ୍ଧକୁ ବାନ୍ଧିଲା ଇଓଡବ୍ଲୁ। ଅଭିଯୁକ୍ତଙ୍କ ନାମ ଅମିତ ମଣ୍ଡଳ ବୋଲି ଜଣାପଡ଼ିଛି। ଡିସେମ୍ବର ୩୧ ତାରିଖ ଦିନ ପଶ୍ଚିମବଙ୍ଗର ବାଙ୍କୁରାରୁ ଉକ୍ତ ବ୍ୟକ୍ତିଙ୍କୁ ଗିରଫ…

ପୁରୀ ଦୁର୍ଘଟଣା: ମୃତ ନାବାଳକର ପରିବାରକୁ ୪ ଲକ୍ଷ ଅନୁକମ୍ପା ରାଶି

ପୁରୀ: ପୁରୀ ବଳଗଣ୍ଡି ଛକରେ ସଡ଼କ ଦୁର୍ଘଟଣାରେ ବୋଲେରୋ ଓ ସ୍କଟି ଧକ୍କାରେ ଜଣେ ନାବାଳକ ମୃତ୍ୟୁ ହୋଇଛି । ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର…

ଆସନ୍ତା ୧୦ରୁ PUCC ପାଇଁ ମିଳିବ ଗ୍ରୀନ୍ ଷ୍ଟିକର୍

ଭୁବନେଶ୍ବର: ଓଡ଼ିଶା ପରିବହନ ବିଭାଗ ଜାନୁଆରୀ ୧୦ ତାରିଖରୁ ରାଜ୍ୟବ୍ୟାପୀ ‘ଗ୍ରୀନ୍ ଷ୍ଟିକର’ ବ୍ୟବସ୍ଥା ଲାଗୁ କରିବାକୁ ଘୋଷଣା କରିଛି। ଜାନୁଆରୀ ୧୦ ତାରିଖ ପୂର୍ବରୁ PUCC ପାଇଥିବା ଯାନଗୁଡ଼ିକ ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ରେ ସ୍ୱତନ୍ତ୍ର କାଉଣ୍ଟର…