ମାତା ବୈଷ୍ଣୋ ଦେବୀ ଯାତ୍ରା ସ୍ଥଗିତ, ତୁଷାରପାତ ଯୋଗୁଁ ବାତିଲ ହେଲା ବିମାନ ସେବା
ଜମ୍ମୁ କାଶ୍ମୀର : ପ୍ରବଳ ତୁଷାରପାତ ଯୋଗୁଁ ଜମ୍ମୁରେ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ସମେତ ଅନ୍ୟ ରାସ୍ତାରେ ଯାତାୟାତ ବନ୍ଦ ରହିଛି । ଏଥିସହ ଆଜି ପାହାଡ଼ି ଜିଲ୍ଲାଗୁଡ଼ିକରେ…
