ପରିବହନ କମିସନରଙ୍କ ପ୍ରତିଶ୍ରୁତି ପରେ ଜଗତସିଂହପୁରରେ ଗଡ଼ିଲା ବସ୍
ଜଗତସିଂହପୁର: ଜଗତସିଂହପୁରରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ। ପରିବହନ କମିସନରଙ୍କ ପ୍ରତିଶ୍ରୁତି ପରେ ଗଡ଼ିଲା ବସ୍। ମୁଖ୍ୟମନ୍ତ୍ରୀ ବସ୍ ସେବା ଚଳାଚଳକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ସ୍ଥଗିତ। ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ ସହ ହେବ ଆଲୋଚନା। ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ…
