2026

ଜନ ଅଭିଯୋଗ ଶୁଣାଣି ବେଳେ ଶିବିର ଆଗରେ ପରିବାର ସହ ବିଷ ବୋତଲ ଧରି ବସିଲେ ଅଭିଯୋଗକାରୀ

ରାୟଗଡା : ଜନ ଅଭିଯୋଗ ଶୁଣାଣିରେ ଅଭାବନୀୟ ଦୃଶ୍ୟ। ଶିବିର ଆଗରେ ବିଷ ବୋତଲ ଧରି ବସିଲେ ପରିବାର। ଜମିବାଡ଼ି ଘଟଣାକୁ ନେଇ ପରିବାରକୁ ନିର୍ଯାତନା ଅଭିଯୋଗରେ ଏହି ପଦକ୍ଷେପ ନେଇଛନ୍ତି ପରିବାର। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଅଞ୍ଚଳରେ…

ସୁପ୍ରିମକୋର୍ଟରେ ପୁଣି ଘୁଞ୍ଚିଲା ଡିଜିପି ନିଯୁକ୍ତି ଶୁଣାଣି, ଆସନ୍ତା ୧୬ରେ ରାୟ

ଭୁବନେଶ୍ବର: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଲାଗିରହିଛି ଦ୍ୱନ୍ଦ । ଏହାରି ଭିତରେ ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ଶୁଣାଣି ପୁଣି ଘୁଞ୍ଚିଲା । ଆସନ୍ତା ୧୬ ତାରିଖରେ ଶୁଣାଣି ପାଇଁ ଦିନଧାର୍ଯ୍ୟ । ଏନେଇ ସୂଚନା ଦେଲେ…

ଚଳିତ ବର୍ଷ ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ

ଭୁବନେଶ୍ୱର : ଚଳିତ ବର୍ଷ ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ଚାଷୀ ପଞ୍ଜୀକରଣ କରିଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୨୧.୪୨ ଲକ୍ଷ ଚାଷୀ ଧାନ ବିକ୍ରି ପାଇଁ ନିଜ ନାମ ପଞ୍ଜୀକରଣ କରିଥିବା ସୂଚନା ମିଳିଛି । ଧାନ…

ଶିକ୍ଷା ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ, ଦଶମ-ଦ୍ବାଦଶ ହେବ ଗୋଟିଏ ବୋର୍ଡ

ଭୁବନେଶ୍ୱର : ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଆସିବ ବଡ଼ ପରିବର୍ତ୍ତନ । ବଦଳିବ ଦଶମ ପାଠ୍ୟକ୍ରମ । ଦଶମ-ଦ୍ବାଦଶ ହେବ ଗୋଟିଏ ବୋର୍ଡ । ମୁକ୍ତ ବିଦ୍ୟାଳୟରେ ହେବ ଯୁକ୍ତ ୨ ପାଠ୍ୟକ୍ରମ । ୧୮ ବର୍ଷ ଯାଏ ମୁକ୍ତ ବିଦ୍ୟାଳୟରେ…

ପୁଣି ଉପରମୁହାଁ ପିଆଜ ଦର, ଖୁଚୁରା ବଜାରରେ ୭୦ ଛୁଇଁଲା ରେଟ

କଟକ : ପିଆଜ ଦରରେ ନିଆଁ ! ଖୁଚୁରା ବଜାରରେ ଦର ୭୦ ଛୁଇଁଲା । ପିଆଜ ପୁଣି ଉପରମୁହାଁ । ୬୦ରୁ ୭୦ ଟଙ୍କା ଛୁଇଁଲାଣି । ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର କିଲୋଗ୍ରାମ୍ ପିଛା ବୃଦ୍ଧି…

ଛାତ୍ରାବାସରେ ରାଗିଂ, ଷଷ୍ଠ ଶ୍ରେଣୀ ଛାତ୍ରକୁ ଦଶମ ଶ୍ରେଣୀ ଛାତ୍ର ମାଡ଼ ମାରିଥିବା ଅଭିଯୋଗ

ରାୟଗଡ଼ା: ରାୟଗଡ଼ାରେ ପୁଣି ଛାତ୍ରାବାସରେ ରାଗିଂ । ଜଣେ ଜୁନିୟର ଛାତ୍ରଙ୍କୁ ସିନିୟର୍ ଛାତ୍ର ମାଡ ମାରିଥିବା ଅଭିଯୋଗ ହୋଇଛି । ରାୟଗଡା ଜିଲ୍ଲା ପେଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ଯାଳୟରେ ଘଟିଛି ଘଟଣା । ଭିଡିଓ ଭାଇରାଲ ପରେ ଛାତ୍ରଙ୍କ…

ପାରାଦୀପ ବନ୍ଦରରେ ପ୍ରଥମଥର ଲାଗିଲା ବିଶାଳ Capesize ଜାହାଜ

ପାରାଦୀପ: ପାରାଦୀପ ବନ୍ଦରରେ ନୂଆ ରେକର୍ଡ । ପାରାଦୀପ ବନ୍ଦରରେ Capesize ଜାହାଜ । ପ୍ରଥମଥର ୱେଣ୍ଟର୍ଣ୍ଣ ଡକରେ ଲାଗିଲା ୧୬.୫ ମିଟର ଡ୍ରାଫ୍ଟର ବିଶାଳ Capesize ଜାହାଜ । ପ୍ରଥମଥର ପାଇଁ ୧୬.୫ ମିଟର ଡ୍ରାଫ୍ଟ ଥିବା ଏକ ବିଶାଳ…

ବୁଝିଲାନି ମନ, ସର୍ପାଘାତରେ ମୃତ ପୁଅର ଚିକିତ୍ସା ପାଇଁ ମୃତଦେହକୁ ଧରି ୪ଶହ କିଲୋମିଟର ଆସିଲା ମା’

ଖଇରା : ମାଆ ଯାଇଥିଲା ଏକମାତ୍ର ପୁଅ ଓ ଝିଅକୁ ନେଇ ଭାଇ ହାତରେ ରାଖି ବାନ୍ଧିବା ପାଇଁ। ହସଖୁସିରେ ବାପ ଘରେ କଟି ଥିଲା ସମୟ ହେଲେ ଗତକାଲି ରାତିରେ ଘଟିଥିଲା ଅଘଟଣ ସାପ କାମୁଡାରେ ଚାଲି ଯାଇଥିଲା ପୁଅର…

ଲଗାଣ ବର୍ଷାରେ ମାଟିଘର ଭୁଶୁଡ଼ି ୪ ମୃତ

କାନପୁର: ଉତ୍ତରପ୍ରଦେଶର କାନପୁର ଜିଲ୍ଲା ଘାଟମପୁର ଥାନା ଅନ୍ତର୍ଗତ ହିରଣୀ ଗାଁରେ ରବିବାର ସକାଳେ ମାଟି ଘର ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ୪୫ ବର୍ଷୀୟ ଦିନମଜୁରିଆ ମୁକେଶ ଓ ତାଙ୍କ ୩ ଝିଅ ଅଛନ୍ତି।…

ଦିଲ୍ଲୀରେ ଭୁଶୁଡିଲା ୫ ମହଲା କୋଠା, ଭଗ୍ନାବଶେଷ ତଳେ ଅନେକ ଫସିଥିବା ଆଶଙ୍କା

ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସତ୍ୟ ନିକେତନ ନିକଟରେ ଏକ କୋଠା ଭୁଶୁଡ଼ି ପଡ଼ିଛି । ଯାହା ପିଲାଙ୍କ ହଷ୍ଟେଲ ବୋଲି ସୂଚନା ମିଳିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ଅନେକ ଲୋକ ଭଗ୍ନାବଶେଷ ତଳେ ଫସି…