2026

ବସ ଓଲଟି ଜଣେ ମୃତ, ୧୫ରୁ ଊର୍ଦ୍ଧ୍ବ ଆହତ

ଭବାନୀପାଟଣା : କୋରାପୁଟ ସୁଙ୍କି ଘାଟିରେ ବସ ଦୁର୍ଘଟଣାରେ କଳାହାଣ୍ଡିର ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବରଣ କରିଛନ୍ତି। ମୃତକ ଜଣକ ହେଲେ କଳାହାଣ୍ଡି କଲମପୁର ବ୍ଲକ ଭେଲା ଗାଁର ଜାମ୍ବବ ବିହାରୀ (୪୫)। ସୂଚନାନୁଯାୟୀ…

ସିଜିମାଳିରେ ଆଦିବାସୀଙ୍କ ପ୍ରତି ପୁଲିସର ଅତ୍ୟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜୁଏଲଙ୍କୁ ସସ୍ମିତଙ୍କ ଚିଠି

ଭୁବନେଶ୍ୱର : ଓଡିଶାର ସିଜିମାଳିରେ ଯେଉଁ ପ୍ରକାରେ ଆଦିବାସୀ ଭାଇ ଉଭଣୀଙ୍କ ପ୍ରତି ପୁଲିସ ଅତ୍ୟାଚାର କରିଛି, ଆଦିବାସୀ ଭାଇଭଉଣୀଙ୍କ ସହ ଏପରି ଅତ୍ୟାଚାର କାହିଁକି ହେଉଛି ଓ ଏହାକୁ କିପରି ଭାବରେ ରୋକା ଯାଇ ପାରିବ। ଯେଉଁପ୍ରକାରେ ଆଦିବାସୀ ଭାଇଭଉଣୀଙ୍କ…

କାଠ ଫାଳିଆରେ ପିଟି ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ବଣାଇ : ଘରୋଇ କଳିରୁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ଏଭଳି ଅଭିଯୋଗ ଆସିଛି ସୁନ୍ଦରଗଡ ଲହୁଣୀପଡା ଥାନା ବରଶୁଆଁ ନିକଟ ଶସ୍ୟକଳା ଗାଁରୁ । ସୂଚନା ଅନୁଯାୟୀ, ଶସ୍ୟକଳା ଗାଁର ସାରଫିନା ମିଞ୍ଜ ଏବଂ ସ୍ୱାମୀ ଜୁଲୁ ମିଞ୍ଜ ମଧ୍ୟରେ…

ଅଫିସରେ କାମ କରୁଥିବା ବେଳେ ହୃଦଘାତ: ଟଳିପଡ଼ିଲେ ଡ଼ିଏଫଓ

ଭଦ୍ରକ: ଅଫିସରେ କାମ କରୁଥିବା ସମୟରେ ଡ଼ିଏଫଓଙ୍କ ମୃତ୍ୟୁ । ହୃଦଘାତରେ କାର୍ଯ୍ୟରତ ଡ଼ିଏଫଓଙ୍କ ମୃତ୍ୟୁ । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ କାର୍ଯ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସୌଭାଗ୍ୟ ରଞ୍ଜନ ସାହୁଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତାଙ୍କ…

ଟ୍ରକ ପଛରେ ପିଟିଲା ଆମ୍ବୁଲାନ୍ସ, ଆଟେଣ୍ଡାଣ୍ଟ ମୃତ

ଢେଙ୍କାନାଳ: ଭାରସାମ୍ୟ ହରାଇ ଟ୍ରକ ପଛରେ ପିଟିଲା ଆମ୍ବୁଲାନ୍ସ, ଜଣେ ଆଟେଣ୍ଡାଣ୍ଟ ମୃତ । ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର । ଆମ୍ବୁଲାନ୍ସଟି ଭୁବନେଶ୍ଵରରୁ ଅନୁଗୁଳ ଫେରୁଥିଲା । ଢେଙ୍କାନାଳ ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳ ନିକଟରେ ଘଟିଛି…

ରାଜଧାନୀରେ ହଣାକଟା, ଭାଇକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଭାଇ

ଭୁବନେଶ୍ୱର : ଭୁବନେଶ୍ୱର ସାଲିଆ ସାହିରେ ପୁଣି ହଣାକଟା । ଭାଇକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଭାଇ । ବଡ ଭାଇ ଭୁଜାଲି ଚୋଟରେ ସାନ ଭାଇ ଗୁରୁତର । ମୈତ୍ରୀ ବିହାର ପୋଲିସ ପହଞ୍ଚି ଆରମ୍ଭ କରିଛି ତଦନ୍ତ ।…

୨୦୨୭ ଜାନୁଆରୀ ଯାଏଁ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ୍ କାର୍ଯ୍ୟକାଳ

କଟକ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲର ଅବଧି । ୨୦୨୭ ଜାନୁଆରୀ ଯାଏଁ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ୍ କାର୍ଯ୍ୟକାଳ । ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ପାଇଁ…

ଦୁଇ ବସ ଧକ୍କା: ୩୦ରୁ ଅଧିକ ଯାତ୍ରୀ ଆହତ

ସାଲେପୁର: ସାଲେପୁର ନନ୍ଦୋଳଗଡ଼ା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ବିଲକୁ ଖସିଲେ ଦୁଇ ବସ୍ । ଦୁର୍ଘଟଣାରେ ଉଭୟ ବସରେ ୩୦ରୁ ଅଧିକ ଯାତ୍ରୀ…

ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଭୁବନେଶ୍ୱରରୁ ଯୁବକଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରରୁ ଆତଙ୍କବାଦୀ ଲିଙ୍କ ଅଭିଯୋଗରେ ଜଣେ ଯୁବକ ଗିରଫ । ମହମ୍ମଦ ଇମ୍ରାନକୁ ଗିରଫ କଲା ଦିଲ୍ଲୀ ପୋଲିସର ସ୍ପେସାଲ୍ ବ୍ରାଞ୍ଚ । ୟୁନିଟ୍ ୬ଅଞ୍ଚଳରୁ କମିଶନରେଟ ପୋଲିସ ସହାୟତାରେ ଇମ୍ରାନକୁ ଦିଲ୍ଲୀ ପୋଲିସ ଗିରଫ କରିଛି । ଭୁବନେଶ୍ୱର…

ହିଟୱେଭ୍‌ ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଏପ୍ରିଲ୍ ଦ୍ୱିତୀୟ ସପ୍ତାହ ଆରମ୍ଭ ହେବା ସହିତ ପାଗ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଛି। ସୂର୍ଯ୍ୟ ଏବେ ଉତ୍ତର ଭାରତରେ ସିଧାସଳଖ ଉପର ମୁଣ୍ଡରେ ଅଛି ଏବଂ ଅପରାହ୍ନର ଗରମ ଲୋକଙ୍କୁ ଜ୍ୱଳାଉଛନ୍ତି। ଅଜିଠୁ କଲବଲ କରିବ ତାତି। ପଶ୍ଚିମରେ ତାତି,…