June 2026

ବାଣପୁରରେ ଭିଡ଼ ହିଂସା, ଯୁବକଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

ବାଲୁଗାଁ : ବାଣପୁରରେ ଭିଡ଼ ହିଂସା । ଯୁବକଙ୍କୁ ପିଟି ପିଟି ମାରିଥିବା ଅଭିଯୋଗ । ବାଣପୁର ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ । ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ଖୋର୍ଦ୍ଧା…

ଭିଜିଲାନ୍ସ ଜାଲରେ VIMSAR ବୁର୍ଲାର ଦୁଇ ଅଧିକାରୀ

କଟକ : ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିମସାର, ବୁର୍ଲାର ଦୁଇ ସରକାରୀ ବାବୁଙ୍କ ଏକାଧିକ ସ୍ଥାନରେ ଚଢ଼ଉ କରିଛି ଭିଜିଲାନ୍ସ । ସ୍ବମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ଜାରି କରିଥିବା…

ଅଣସର ଘରେ ବିଶ୍ରାମ ନେଉଛନ୍ତି ଚତୁର୍ଦ୍ଧାବିଗ୍ରହ, ପୂଜା ପାଉଛନ୍ତି ପଟି ଦିଅଁ

ପୁରୀ : ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହୋଇ ଅଣସର ଘରେ ବିଶ୍ରାମ ନେଉଛନ୍ତି ଚତୁର୍ଦ୍ଧାବିଗ୍ରହ । ଆଜି ଠାରୁ ମହାପ୍ରଭୁଙ୍କ ଅଣସରର ଗୁପ୍ତନୀତି ଆରମ୍ଭ ହୋଇଛି ।…

୬ ବନ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ

ବଲାଙ୍ଗୀର : ବନ କର୍ମଚାରୀଙ୍କୁ ଆକ୍ରମଣ । ୬ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗାଁଲୋକ । ଭିଡିଓ ଭାଇରାଲ ପରେ ସାମ୍ନାକୁ ଆସିଲା ଘଟଣା । ବଲାଙ୍ଗୀର ବଙ୍ଗୋମୁଣ୍ଡା ରେଞ୍ଜ ତଥା ତୁରେକେଲା ଥାନା ଯୁବାମାଲ ଗାଁରେ ଘଟିଛି ଘଟଣା…

ବର୍ଷାରେ ଭିଜିଲା ସାରା ଓଡ଼ିଶା, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ବର୍ଷାରେ ଭିଜୁଛି ସାରା ଓଡ଼ିଶା । ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ । ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ଣ୍ଣ ମାତ୍ରାରେ ସକ୍ରିୟ ହୋଇଉଠିଛି । ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ଅନେକ ସ୍ଥାନରେ…

ମାର୍କେଟ ବିଲ୍ଡିଂରେ ଅଗ୍ନିକାଣ୍ଡ, ଜଳିଗଲା ୧୫ରୁ ଅଧିକ ଲୁଗା ଦୋକାନ

ଭୁବନେଶ୍ୱର : ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଲା କପଡ଼ା ଦୋକାନ। ଜଳିଗଲା ୧୫ରୁ ଅଧିକ ଲୁଗା ଦୋକାନ । ଦୀର୍ଘ ସମୟ ଉଦ୍ୟମ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହୀନି । ଆଜି ଭୋରରୁ…

ଖଣ୍ଡଗିରି ଡବଲ ମର୍ଡର ଘଟଣାରେ ୨ ଗିରଫ, ପୂର୍ବ ଶତ୍ରୁତାରୁ ପ୍ରତିଶୋଧ ନେଲା ନାବାଳକ

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଖଣ୍ଡଗିରି ଥାନା ଅଞ୍ଚଳର ଡବଲ ମର୍ଡର ଘଟଣାର ରହସ୍ୟ ଉପରୁ ପରଦା ହଟାଇଛି ପୋଲିସ। ଭଉଣୀ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେବାକୁ ଯାଇ ଜଣେ ନାବାଳକ ନିଜ ସହଯୋଗୀ ସହ ମିଶି ଏହି…

ବଢିଲା ରବି ଧାନ ସଂଗ୍ରହ ଅବଧି, ଚାଷୀଙ୍କୁ ଆଶ୍ୱସ୍ତୀ

ଭୁବନେଶ୍ୱର: ରବି ଧାନ ସଂଗ୍ରହ ଅବଧି ଜୁଲାଇ ୩ ତାରିଖ ଯାଏ ବୃଦ୍ଧି କରିଛନ୍ତି ସରକାର। ଅବଧି ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ୨୦ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ…

ପେଟ୍ରୋଲ ଢାଳି ନାବାଳିକାକୁ ପୋଡିବାକୁ ଉଦ୍ୟମ

ଭଦ୍ରକ: ଧୂଷୁରୀ ଥାନା ଅଧୀନ ଫତେପୁର ପଞ୍ଚାୟତରେ ଅଭାବନୀୟ ଘଟଣା। ବିବାହିତ ପୁରୁଷର ଏକତରଫା ପ୍ରେମରୁ ଉନ୍ମତ୍ତ କାଣ୍ଡ। ନାବାଳିକାକୁ ପେଟ୍ରୋଲ ଢାଳି ପୋଡିବାକୁ ଉଦ୍ୟମ। ଉକ୍ତ ଯୁବକକୁ ଧରି ପୋଲିସରେ ଜିମା ଦେଲେ ଗ୍ରାମବାସୀ। ଜଣେ ୩୩ ବର୍ଷୀୟ ଯୁବକ…

କମିଲା ସୁନା ଓ ରୁପା ଦର

ଭୁବନେଶ୍ୱର: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଗତ କିଛି ମାସ ଧରି ଲଗାତାର ସୁନା ଓ ରୁପାର ମୂଲ୍ୟ ବଢିଚାଲିଥିଲା। ଗ୍ରାହକଙ୍କ ଚିନ୍ତାର ବିଷୟ ପାଲଟିଥିଲା ସୁନା ଦର। ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। କିଛିଦିନ ପୂର୍ବରୁ…