June 2026

୮ ମାସର ଗର୍ଭବତୀଙ୍କୁ ଗାଁ ଦାଣ୍ଡରେ ମାଡ଼

ଉଦଳା : ଏକ ସାଙ୍ଗେ ୩୦ ରୁ ଅଧିକ ଆସିଲେ, ଘରୁ ଯୁବକଙ୍କୁ ନେଇ ଗଛରେ ବାନ୍ଧି ନିର୍ଘାତ ବାଡେ଼ଇଲେ । ଏହାକୁ ବିରୋଧ କରିବାରୁ ୮ ମାସର ଗର୍ଭବତୀ ମହିଳାଙ୍କୁ ମଧ୍ୟ ଗାଁ ଦାଣ୍ଡରେ ନିର୍ଘାତ ବାଡେ଼ଇଲେ । ଯେଉଁଥିରେ…

ଉନ୍ନତମାନର ଖାଦ୍ୟ ଓ ପରିବାର ସଦସ୍ୟଙ୍କୁ ଭେଟିବା ଦାବିରେ ୧୦୦ କଏଦୀଙ୍କ ଧାରଣା

ପଦ୍ମପୁର : ଜେଲରେ କଏଦୀଙ୍କ ଧାରଣା । ପଦ୍ମପୁର ଉପକାରାଗାରରେ ଉନ୍ନତ ଖାଦ୍ୟ ଓ ମୌଳିକ ସୁବିଧା ଦାବି ନେଇ ପ୍ରାୟ ୧୦୦ ଜଣ କଏଦୀ ଆମରଣ ଅନଶନରେ ବସିଛନ୍ତି । ଜେଲ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର…

ଯୁବକଙ୍କୁ ଗଳାକାଟି ହତ୍ୟା

ରାଉରକେଲା : ଯୁବକଙ୍କ ଗଳାକାଟି ମାରିଦେଲେ । ମଦ୍ୟପାନ ପରେ ଯୁବକଙ୍କ ଗଳାକାଟି ମାରିଦେଲେ ଦୁର୍ବୃତ୍ତ । ରାଉରକେଲା ସେକ୍ଟର ୬ ବସ୍ତି ଅଞ୍ଚଳରେ ଘଟିଛି ଏହି ଅଭାବନୀୟ କାଣ୍ଡ । ମୃତ ଯୁବକଙ୍କ ନାଁ ତୋଫାନ । କୌଣସି କାରଣରୁ…

ଏଲ୍ ନିନୋ ସତର୍କତା: ଜଳସେଚନ ପ୍ରକଳ୍ପର ସୁରକ୍ଷା ପାଇଁ ଟାସ୍କ ଫୋର୍ସ ଗଠିତ

ଭୁବନେଶ୍ୱର: ଆଗାମୀ ଦିନରେ ଏଲ୍ ନିନୋର ପ୍ରଭାବକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସଜାଗ ହୋଇଉଠିଛନ୍ତି। ରାଜ୍ୟରେ ଚାଷଜମିକୁ ପାଣି ସଙ୍କଟ ଏଡ଼ାଇବା ଏବଂ ଜଳସେଚନ ପ୍ରକଳ୍ପଗୁଡ଼ିକର ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରାଯାଇଛି।…

ଛାତ୍ରୀଙ୍କ ଫଟୋ ଓ ଭିଡିଓ ଭାଇରାଲ କରି ଜେଲ୍ ଗଲେ ପ୍ରଫେସର

ଭୁବନେଶ୍ୱର: ସୋସିଆଲ ମିଡିଆରେ ଜଣେ ଛାତ୍ରୀଙ୍କ ଫଟୋ, ଭିଡିଓ ଭାଇରାଲ କରିବା ସହ ମାନସିକ ନିର୍ଯାତନା ଦେବା ଅଭିଯାଗରେ ବନ୍ଧା ହେଲେ ପ୍ରଫେସର । ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନର ପ୍ରଫେସର ଭାବେ କାମ କରୁଥିବା ଅଜିତ କୁମାର ଗୁପ୍ତାଙ୍କୁ ଗିରଫ…

ସୈନିକ ସ୍କୁଲ୍‌ ରାସ୍ତାରେ ସିରିଜ୍ ଦୁର୍ଘଟଣା; ୩ ମୃତ

ଭୁବନେଶ୍ୱର: ଭୁବନେଶ୍ୱରର ସୈନିକ ସ୍କୁଲ୍‌ ରାସ୍ତାରେ ସିରିଜ୍‌ ଦୁର୍ଘଟଣା ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ୍ୟୁବରଣ କରିଛନ୍ତି। ଫଳରେ ମୃତ୍ୟୁ ସଂଖ୍ୟା ୩କୁ…

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଟିମ୍, ଅର୍ଥ ହେରଫେର ମାମଲାରେ ତନାଘନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଜିଲାନ୍ସ ଟିମ୍ । କନିଷ୍ଠ କିରାଣୀ ସୁବ୍ରତ ବେହେରାଙ୍କ ଦ୍ୱାରା ଅର୍ଥ ହେରଫେର ମାମଲାରେ ଚାଲିଛି ତନାଘନା । ଡାକ୍ତର, ନର୍ସ, କିରାଣୀ ଓ କର୍ମଚାରୀଙ୍କୁ ହେବ ମାରାଥନ୍ ଜେରା । ଦୁଇ ଦିନ…

ବିଇଡି କରେଇ ଦେବା ନାଁରେ ଠକେଇ, ଥାନାର ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ

କଣ୍ଟାବାଞ୍ଜି : ବିଇଡି ନାଁରେ ଟଙ୍କା ହଡ଼ପ ଅଭିଯୋଗ । ଥାନାର ଦ୍ୱାରସ୍ଥ ହେଲେ ଛାତ୍ରଛାତ୍ରୀ । ଆନ୍ଧ୍ରା ବିଇଡି କରେଇ ଦେବା ନାଁରେ ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ ହୋଇଛି । କଣ୍ଟାବାଞ୍ଜି ରିଏମ୍ସ ଇଷ୍ଟିଟ୍ୟୁଚରୁ ଆସିଛି…

ଟ୍ରକ ପଛରେ ପିଟି ହେଲା ବାଇକ୍, ୨ ମୃତ

ବରଗଡ଼ : ଟ୍ରକ ପଛପଟେ ପିଟି ହୋଇଗଲା ବାଇକ୍ । ମର୍ମନ୍ତୁଦ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ବରଗଡ଼ ଅତାବିରା ଥାନା ସରଣ୍ଡା ଗେଟ ପାଖ ୫୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି । ମୃତକ ଦୁଇ…

ଦୁଇ ୧୮ ଚକିଆ ଟ୍ରଲର ମୁହାଁମୁହିଁ ଧକ୍କା, ୨ ଡ୍ରାଇଭର ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼: ଜୀଅନ୍ତା ଜଳିଗଲେ ଦୁଇ ଟ୍ରକ ଡ୍ରାଇଭର । ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା କଇଁତରା ବିଜୁ ଏକ୍ସପ୍ରେସ ୱେରେ ଭୟଙ୍କର ଦୁର୍ଘଟଣା ଘଟିଛି । ଦୁଇଟି ୧୮ ଚକିଆ ଟ୍ରଲର ମୁହାଁମୁହିଁ ଧକ୍କା ହେବାରୁ ଟ୍ରକରେ ନିଆଁ ଲାଗିଯାଇଥିଲା ।…