ସୁରକ୍ଷିତ ଭାବେ ହର୍ମୁଜ ଅତିକ୍ରମ କଲା ଭାରତୀୟ ଜାହାଜ ‘ଦିଶା’
ନୂଆଦିଲ୍ଲୀ : ଭାରତୀୟ ଏଲ୍ଏନ୍ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଛି। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ବୁଝାମଣା ହେବା ପରେ ଏହା ପ୍ରଥମ ଭାରତୀୟ ପତାକାଧାରୀ ବାଣିଜ୍ୟିକ ଜାହାଜ ଯାହାକି ହର୍ମୁଜ ପ୍ରଣାଳୀ ଅତିକ୍ରମ…