June 2026

ଖୋଲିବ ହର୍ମୁଜ, ରବିବାର ଜେନେଭାରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସମ୍ଭାବନା

ନୂଆଦିଲ୍ଲୀ: ପଶ୍ଚିମ ଏସିଆ ଯୁଦ୍ଧକୁ ବନ୍ଦ କରିବା ପାଇଁ ଆମେରିକା ଏବଂ ଇରାନ ମଧ୍ୟରେ ଆସନ୍ତା ରବିବାର ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇପାରେ । ଜେନେଭାରେ ଏହି ଚୁକ୍ତି ହେବା ନେଇ ଅନୁମାନ କରାଯାଉଛି । ସୂତ୍ର ଅନୁସାରେ, ବୁଝାମଣାର…

ଲଞ୍ଚ ହେଲା ଦୁନିଆର ସବୁଠାରୁ ବଡ଼ IPO, ପ୍ରଥମ ଟ୍ରିଲିୟନିୟର ଏଲନ୍ ମସ୍କ

ନୂଆଦିଲ୍ଲୀ: ଦୁନିଆକୁ ମିଳିଛି ଟ୍ରିଲିୟନ ଡଲାର ସମ୍ପତ୍ତି ଥିବା ପ୍ରଥମ ମାଲିକ । ଏଲନ୍ ମସ୍କଙ୍କ କମ୍ପାନି ସ୍ପେସଏକ୍ସର ସେୟାର ଆମେରିକା ବଜାରରେ ଚହଳ ପକାଇବା ସହିତ ତାଙ୍କ ସମ୍ପତ୍ତି ମୂଲ୍ୟ ୧.୧ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ଏହା ବିଶ୍ୱର…

୧୫ ଜୁନରୁ ରାଜ୍ୟରେ ମହିଳାଙ୍କ ପାଇଁ ବସ ଯାତ୍ରା ଫ୍ରି: ଛାତ୍ରୀଙ୍କ ଠାରୁ କର୍ମଜୀବୀ ମହିଳା ସମସ୍ତେ ମାଗଣାରେ ଯିବେ

ଥିରୁଅନନ୍ତପୁରମ: କେରଳ ସରକାର ମହିଳାମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ଜୁନ୍ ୧୫ ତାରିଖରୁ ରାଜ୍ୟରେ ‘ପ୍ରିୟଦର୍ଶିନୀ ଯୋଜନା’ (Priyadarshini scheme) ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନା ଅଧୀନରେ ରାଜ୍ୟର ସମସ୍ତ ମହିଳା କେରଳ ରାଜ୍ୟ ସଡ଼କ…

LIC ବିରୋଧରେ ଜଣେ ମାଆ କୋର୍ଟରେ ଲଢିଲେ ଦୀର୍ଘ ୧୨ ବର୍ଷ ଲଢେଇ, ଶେଷରେ ଜିତିଲେ କୋଟିଏ ୨୬ଲକ୍ଷ ଟଙ୍କା

ମୁମ୍ବାଇ: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ବିରୋଧରେ ଜଣେ ମହିଳା ଦୀର୍ଘ ୧୨ ବର୍ଷ କାଳ କୋର୍ଟରେ ଲଢି ବିଜୟୀ ହୋଇଛନ୍ତି। ଜାତୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନସିଡିଆରସି) ତାଙ୍କ ରାୟରେ ବୀମା କମ୍ପାନୀ ମହିଳାଙ୍କ ପରଲୋକଗତ ପୁଅଙ୍କ…

ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର,ନିଟ୍‌-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି

ନୂଆଦିଲ୍ଲୀ : ନିଟ୍‌-ୟୁଜି ପରୀକ୍ଷାର୍ଥୀମାନଙ୍କ ପାଇଁ ଖୁସିର ଖବର। ନିଟ୍‌-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି। ଏ ନେଇ ବଡ ଘୋଷଣା କରିଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ (ଏନଟିଏ)।ନିଟ୍‌ ପରୀକ୍ଷା ସମୟ ଅବଧି ୧୯୫ ମିନିଟ୍‌କୁ ବୃଦ୍ଧି। ଆସନ୍ତା ୨୧ ତାରିଖରେ…

ବଢିଲା ଅଡୁଆ ; ମମତାଙ୍କ ବିରୋଧରେ ମାମଲା ରୁଜୁ

କଲକାତା : ବଢିଲା ମମତାଙ୍କ ଅଡୁଆ। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ସମସ୍ୟା ବଢି ଚାଲିଛି। ଗୋଟିଏ ପଟେ ବିଧାନସଭା ନିର୍ବାଚନରେ ଏକ ବଡ଼ ପରାଜୟ ପରେ ଦଳ ଭିତରେ ଏକ ବଡ଼ ବିଭାଜନ ହୋଇଥିଲା…

ଖାଦ୍ୟରେ ପୋକ ବାହାରିବା ଅଭିଯୋଗରେ କେଏଫସି, ନେସ୍ଲି ଓ ଫ୍ଲିପକାର୍ଟକୁ ନୋଟିସ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମ ଅଭିଯୋଗରେ ସ୍ୱଚ୍ଛତା ତ୍ରୁଟି ଏବଂ ପ୍ରଦୂଷଣକୁ ଚିହ୍ନଟ କରିବା ପରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଵା FSSAI ନେସ୍ଲି, କେଏଫସି ଏବଂ ଫ୍ଲିପକାର୍ଟକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। ଯାହାଦ୍ଵାରା…

ପାଞ୍ଚ ମାସରେ ଖାଦ୍ୟ, ପାନୀୟ ଠାରୁ ଆରମ୍ଭ କରି ପରିବହନ ସବୁ କିଛି ହୋଇଛି ମହଙ୍ଗା

ନୂଆଦିଲ୍ଲୀ : ପାଞ୍ଚ ମାସରେ ଖାଦ୍ୟ, ପାନୀୟ ଠାରୁ ଆରମ୍ଭ କରି ପରିବହନ ପର୍ଯ୍ୟନ୍ତ ସବୁ କିଛି ମହଙ୍ଗା ହୋଇଛି। ଖୁଚୁରା ମୁଦ୍ରାସ୍ଫୀତି ପାଞ୍ଚ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଖାଦ୍ୟ ଏବଂ ପାନୀୟ ଠାରୁ ପରିବହନ ପର୍ଯ୍ୟନ୍ତ ସବୁକିଛି…

କାଳବୈଶାଖୀ ପ୍ରଭାବ ; ବାଦ ପଡ଼ିଲେନି ଭଗବାନ

ଆଠଗଡ : କାଳବୈଶାଖୀ ତାଣ୍ଡବରେ ବାଦ ପଡ଼ିଲେ ନାହିଁ ଭଗବାନ। ଗଛ ପଡ଼ି ଭାଙ୍ଗିଲା ମନ୍ଦିର ଗୃହ। କଟକ ଜିଲ୍ଲା ଆଠଗଡ ବ୍ଲକ କନ୍ଦରପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ। ଦୁଇଦିନ ତଳେ ହଠାତ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଥିଲା।…

ଏକାସଙ୍ଗେ ମିଳିବ ୩ ମାସର ଭତ୍ତା ଟଙ୍କା – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ମୋହନ ସରକାରକୁ ପୂରିଲା ୨ ବର୍ଷ। ଏଥିପାଇଁ ଲୋକସେବା ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନେକ ବଡ ଘୋଷଣା କରିଛନ୍ତି। ଭତ୍ତା ସମସ୍ୟା ତଥା ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ବଡ…