July 2026

ଘରେ ପଶି ବୃଦ୍ଧାଙ୍କୁ ବିଭତ୍ସ ହତ୍ୟା

ଭୁବନେଶ୍ୱର : ଜଟଣୀରେ ବୃଦ୍ଧାଙ୍କୁ ବିଭତ୍ସ ହତ୍ୟା । ଘରେ ପଶି ହତ୍ୟା କଲେ ଦୁର୍ବୃତ୍ତ । ଜଟଣୀ ଉପରବସ୍ଥରେ ଘଟିଛି ଘଟଣା । ମହିଳାଙ୍କ ମୁଣ୍ଡକୁ ଆକ୍ରମଣ କରି ହତ୍ୟା । ମହିଳାଙ୍କ ମୁଣ୍ଡରେ ରକ୍ତସ୍ରାବ ଅବସ୍ଥାରେ ମିଳିଛି ମୃତଦେହ।…

ରଥଯାତ୍ରା ଲାଗି ପୁରୀକୁ ନିୟମିତ ଗଡୁଛି ୧୧୬ଟି ଟ୍ରେନ୍‌

ନୂଆଦିଲ୍ଲୀ: ରଥଯାତ୍ରା ଏବଂ ଅନ୍ୟାନ୍ୟ ପ୍ରମୁଖ ପର୍ବପର୍ବାଣି ସମୟରେ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ପରିଚାଳନା, ବର୍ତ୍ତମାନର ଟ୍ରେନ୍‌ରେ ଅତିରିକ୍ତ କୋଚ୍ ସଂଯୋଜନ ଏବଂ ସେବାର ସମ୍ପ୍ରସାରଣ କରାଯାଉଛି। ବର୍ତ୍ତମାନ ପୁରୀକୁ ୧୧୬ଟି ନିୟମିତ ଟ୍ରେନ୍…

୩ ମାସକୁ ବୃଦ୍ଧି ପାଇଲା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପରାମର୍ଶଦାତାଙ୍କ ପାରିଶ୍ରମିକ ଅବଧି

ଭୁବନେଶ୍ବର: ପରାମର୍ଶଦାତାଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଆଶ୍ୱସ୍ତି । ବିଭିନ୍ନ ବିଭାଗରେ କାର୍ଯ୍ୟରତ ପରାମର୍ଶଦାତା, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍ ଓ ଟେକ୍ନିକାଲ ସପୋର୍ଟ ୟୁନିଟରେ କାର୍ଯ୍ୟରତ ପରାମର୍ଶଦାତାଙ୍କ ପାରିଶ୍ରମିକର ଅବଧି ୩ ମାସକୁ ବୃଦ୍ଧି ଗରାଗଲା । ଏହି ବ୍ୟବସ୍ଥାର ଅବଧିକୁ…

ସ୍ବାଭିମାନ ଅଞ୍ଚଳରେ ମାଓ ଡମ୍ପ୍ ଠାବ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ସଫଳତା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଯୋଡାଆମ୍ବ ଥାନା ଅର୍ନ୍ତଗତ ଓରାପଦର ଜଙ୍ଗଲରେ ପୁଣି ଠାବ ହେଲା ମାଓ ଡମ୍ପ୍‌ । ବିଏସଏଫ ଓ ଡିଭିଏଫ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀଙ୍କ…

ମହଣ ମହଣ ସୁନାରେ ସଜେଇ ହେଲେ ଶ୍ରୀବିଗ୍ରହ, ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାରି ରହିବ ଦିବ୍ୟ ଦର୍ଶନ

ପୁରୀ : ଦାରୁବ୍ରହ୍ମ ଆଜି ମହଣ ମହଣ ସୁନାରେ ଛାଉଣି ହୋଇଛନ୍ତି। ଆଷାଢ଼ ଶୁକ୍ଳ ଏକାଦଶୀ ତିଥି (ଶନିବାର) ବଡ଼ତଢ଼ାଉ ତଥା ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ। ଗୁଣ୍ଡିଚା ଲୀଳା ସାରି ବାହୁଡ଼ିବା ପରେ ମହାପ୍ରଭୁ ସିଂହଦ୍ବାରରେ ବିଶ୍ରାମ ନେଇଛନ୍ତି। ରତ୍ନବେଦିକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ତଦନ୍ତ ଆରମ୍ଭ କଲା OSCPCR

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ତଥା ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଶିକ୍ଷା ଓ ସୁରକ୍ଷା ପାଇଁ ଦିବ୍ୟାଙ୍ଗ ଛାତ୍ରୀମାନଙ୍କୁ ଛଡ଼ାଯାଇଥିଲା, ସେଠାରେ ହିଁ ସେମାନଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବ୍ୟକ୍ତି ନିଜେ ଭକ୍ଷକ ସାଜିଥିବା ଅଭିଯୋଗ…

ହାଇଓ୍ବା ଧକ୍କାରେ ବାପ-ଝିଅ ମୃତ, ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଖୋର୍ଦ୍ଧା : ଖୋର୍ଦ୍ଧା ଗଙ୍ଗପଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟରକୁ ଧକ୍କା ଦେଲା ହାଇୱା । ଦୁର୍ଘଟଣା ଫଳରେ ସ୍କୁଟରରେ ଯାଉଥିବା ବାପା ଏବଂ ଝିଅଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକ ୧୬ନଂ ଜାତୀୟ…

ଇନଷ୍ଟାଗ୍ରାମରେ ସକ୍ରିୟ ରହି ଯୁବପିଢ଼ିଙ୍କ ସହ ଯୋଡ଼ି ହେବାକୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଲେ ମୋଦୀ

ନୂଆଦିଲ୍ଲୀ:କେନ୍ଦ୍ର ମନ୍ତ୍ରୀମାନେ ସୋସିଆଲ ମିଡିଆ, ବିଶେଷକରି ଇନଷ୍ଟାଗ୍ରାମରେ ଅଧିକ ସକ୍ରିୟ ରହି ଯୁବପିଢ଼ିଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରାମର୍ଶ ଦେଇଛନ୍ତି। ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସେ ମନ୍ତ୍ରୀମାନଙ୍କୁ ସରକାରୀ କାର୍ଯ୍ୟକ୍ରମର ସୂଚନା…

ଇରାନର ସାମରିକ ଘାଟି ଉପରେ ଆମେରିକାର ଆକ୍ରମଣ ; ହର୍ମୁଜକୁ ନେଇ ସଂଘର୍ଷ ଜାରି

ତେହରାନ : ମଧ୍ୟପ୍ରାଚ୍ୟର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ବି ଆହୁରି ଗମ୍ଭୀର ରୂପ ନେଉଛି। ଏହି ଯୁଦ୍ଧରେ ପ୍ରଥମ ଥର ପାଇଁ ଆମେରିକା ନିଜର ଶକ୍ତିଶାଳୀ ବି-୧ ଲାନ୍ସର…

ଇସ୍ତଫା ଦେଲେ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶହାବୁଦ୍ଦିନ

ବାଂଲାଦେଶ : ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶହାବୁଦ୍ଦିନ ସମ୍ବିଧାନର ଧାରା ୫୦(୩) ଅଧିନରେ ସଂସଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ କର୍ଯ୍ୟକାଳ ୨୦୨୮ରେ ସମାପ୍ତ ହେବାର ଥିଲା । କିନ୍ତୁ ଏହାପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ବଙ୍ଗାଳୀ…