July 2026

ଅବପାତ ସକ୍ରିୟ, ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋପସାଗରରେ ସକ୍ରିୟ ରହିଛି ସୃଷ୍ଟି ହୋଇଥିବା ଅବପାତ । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏହାର କେନ୍ଦ୍ରସ୍ଥଳ ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରୁ ପ୍ରାୟ ୫୦ କିମି ଏବଂ ଚାନ୍ଦବାଲିର ଉତ୍ତରପୂର୍ବ ଦିଗରୁ ପ୍ରାୟ ୬୦ କିମି ଦୂରରେ…

ବାଲୁଗାଁ କଂସାରୀ ନଈ ପାଖରେ ବୁଲୁଛି ବାଘ, ଗ୍ରାମବାସୀ ଭୟଭୀତ

ବାଲୁଗାଁ: ବାଲୁଗାଁ ଅଞ୍ଚଳରେ ବାଘ ଆତଙ୍କ । କିମ୍ଭିରିପଡା ନିକଟସ୍ଥ କଂସାରୀ ନଈ ପାଖରେ ବୁଲୁଛି ବାଘ । ମାଆ ବାଘ ସହିତ ଦୁଇଟି ଛୁଆ ବାଘ ବୁଲୁଥିବା ସୂଚନା । ଆଜି ସକାଳେ କଂସାରୀ ନଈ ପାଖରେ ୩ଟି ବାଘ…

କାନ୍ଥ ପଡ଼ି ସ୍ବାମୀ ମୃତ ଓ ସ୍ତ୍ରୀ ଗୁରୁତର

ବଲାଙ୍ଗିର: ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ଜିଲ୍ଲାରେ ଏକ ଦୁଃଖଦ ଅଘଟଣ ଘଟିଛି । ଲଗାଣ ବର୍ଷା ହେଲା କାଳ । କାନ୍ଥ ଭୁଶୁଡ଼ି ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଳକ ପଥର୍ଲା ପଂଚାୟତ ଲୁହୁରେନପାଲି…

ଆଜିଠୁ ମହାପ୍ରଭୁଙ୍କୁ ଓଷ ଲାଗି, ଜ୍ୱରରୁ ଶ୍ରୀଜୀଉଙ୍କୁ ମିଳିବ ଉପଶମ

ପୁରୀ: ଫୁଲୁରୀ ତେଲ ଲାଗି ପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଅଣସର ଘରେ ଜ୍ବରରେ ପୀଡ଼ିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଚିକିତ୍ସା ଚାଲିଛି । ଗତକାଲି ଫୁଲୁରୀ ତେଲ ଲାଗିପରେ ଆଜିଠୁ ନବମୀ ତିଥି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଠାରେ ଓଷ…

ଲଗାଣ ବର୍ଷାରେ ମାଟି ଧସି ପୋତି ହେଲା ରେଳ ଟନେଲ, କାମ ବାଧାପ୍ରାପ୍ତ

ହରଭଙ୍ଗା: ଟନେଲ ଭିତରେ ପଶିଲା ପାଣି । ରାଜ୍ୟର ସବୁଠାରୁ ବଡ଼ ରେଳ ଟନେଲ ଭିତରେ ପଶିଲା ପାଣି, ନିର୍ମାଣଧୀନ ରେଳ ଟନେଲର କିଛି ସ୍ଥାନରେ ଧସିଲା ମାଟି, ପୋତି ହେଲା ରେଳ ଟନେଲ । କିଛି ସ୍ଥାନରେ ପାଣିରେ ରେଳ…

ମିଳିଲାନି ସ୍ବର୍ଗ ରଥ, ସ୍ତ୍ରୀଙ୍କ ମୃତଦେହ ବାଇକରେ ବୋହିଲେ ସ୍ୱାମୀ

ଝାରସୁଗୁଡ଼ା: ପୁଣି ବାଇକରେ ବୁହା ହେଲା ମୃତଦେହ । ମୃତଦେହ ବାହକ ଗାଡ଼ି ନମିଳିବାରୁ ବାଇକରେ ସ୍ତ୍ରୀଙ୍କ ମୃତଦେହ ବୋହିକି ନେଲେ ସ୍ବାମୀ । ଝାରସୁଗୁଡ଼ା ଲଇକେରାରୁ ଆସିଲା ହୃଦୟ ବିଦାରକ ଘଟଣା । ମୃତକ ଲ ଇକେରା ବ୍ଲକ ଉଡିଆପାଲି…

ରାଜଧାନୀରେ ପ୍ରବଳ ବର୍ଷା, ୨୪ ଘଣ୍ଟାରେ ୧୧୨.୩ ମିମି ରେକର୍ଡ

ଭୁବନେଶ୍ବର: ଭୁବନେଶ୍ବରରେ ୧୧୨.୩ ମିମି ବର୍ଷା । ରାଜଧାନୀ ଭୁବନେଶ୍ବରରେ ୧୦୦ ମିମି ଅତିକ୍ରମ କଲା ବର୍ଷା । ୨୪ ଘଣ୍ଟାରେ ୧୧୨.୩ ମିମି ବର୍ଷା ରେକର୍ଡ । ଏଥିସହ ଜାଣିରଖନ୍ତୁ ଯେ, ଚାନ୍ଦବାଲିରେ ୬୪.୬ ମିମି, ପୁରୀରେ ୫୫.୭ ମିମି…

ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ହ୍ୟାକ୍

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସାଇବର ଅପରାଧୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଥିବା ବେଳେ ଏବେ ସେମାନଙ୍କ ଟାର୍ଗେଟକୁ ଆସିଛନ୍ତି ବଡ଼ ବଡ଼ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତିବିଶେଷ। ଏହି କ୍ରମରେ ପୁରୀ ଲୋକସଭା ସାଂସଦ ତଥା ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ରଙ୍କ…

ବମ୍ପା ଅନ୍ଧାରି ପୀଠ ନିକଟରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର

ହିନ୍ଦୋଳ: ପୁଣି ଦନ୍ତା ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବମ୍ପା ଅନ୍ଧାରି ପୀଠ ନିକଟରେ ଏକ ହାତୀର ମୃତ୍ୟୁ ହୋଇଛି । ହାତୀ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ଶିକାରୀର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

ରଥଯାତ୍ରାରେ ମାର୍କେଟ ଛକରୁ ଶରଧାବାଲି ଭିତରେ ଦିଆଯିବ ରନ୍ଧା ଓ ଶୁଖିଲା ଖାଦ୍ୟ

ପୁରୀ:ପୁଣି ବଦଳିଲା ନିଷ୍ପତ୍ତି । ପ୍ରଶାସନ ନିଷ୍ପତ୍ତି ନେଇଛି ରଥଯାତ୍ରାରେ ବଡ଼ଦାଣ୍ଡ ମାର୍କେଟ ଛକରୁ ଶରଧାବାଲି ଭିତରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟାଯିବ । ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିବିଶେଷ ପ୍ରାଶାସନଙ୍କ ଠାରୁ ଅନୁମତି ନେଇ ମାର୍କେଟ ଛକଠାରୁ ଗୁଣ୍ଡିଚା…