ଛାତ୍ର ସଂସଦ ନିର୍ବାଚନ ନେଇ ପିପିଲିରେ ହିିଂସା: ସଭାପତି ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ
ପିପିଲି: କଲେଜ ଛାତ୍ର ସଂସଦ ନିର୍ବାଚନୀ ପ୍ରଚାରକୁ ନେଇ ରବିବାର ପିପିଲିରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଇନ୍ଦିରା ମଇଦାନଠାରେ ଭୋଟ୍ ପ୍ରଚାର ପାଇଁ ବୈଠକ ଚାଲିଥିବା ବେଳେ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ କଲେଜର ଛାତ୍ରସଂସଦ ନିର୍ବାଚନରେ ସଭାପତି ପଦବୀରେ…