ଭଦ୍ରକ: ଭଦ୍ରକ ଜିଲ୍ଲାରେ ହୋମଗାର୍ଡ ନିଯୁକ୍ତିର ଫାଇନାଲ ଲିଷ୍ଟ ଗତକାଲି ରାତିରେ ପ୍ରକାଶ ପାଇଛି । ଏହି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ନ ଥିବା ଛାତ୍ରଛାତ୍ରୀ ମାନେ ଆଜି ଭଦ୍ରକ ଆରକ୍ଷୀ ଅଧକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନୀ କରିଛନ୍ତି । ପୂର୍ବରୁ ସ୍ୱଛତାର ସହ ପରୀକ୍ଷା କରାଯାଇଥିବା ନେଇ ଭଦ୍ରକ ଏସପି ସୂଚନା ଦେଇଥିବା ବେଳେ, ଆଜି ଛାତ୍ରଛାତ୍ରୀ ମାନେ ଏହି ପରୀକ୍ଷାରେ ନିଯୁକ୍ତିରେ ସ୍ୱଛତା ହୋଇନାହିଁ ବୋଲି ଅଭିଯୋଗ ଆଣିଛନ୍ତି ।

