ଆମେରିକା-ଇରାନ ମଧ୍ୟରେ ଚୁକ୍ତି ଘୋଷଣା, କମୁଛି ଅଶୋଧିତ ତେଲ ଦର
ଆମେରିକା : ହୁ ହୁ ହୋଇ କମୁଛି ତେଲ ଦର । ଆମେରିକା ଓ ଇରାନ ମଧ୍ୟରେ ସାମରିକ ତିକ୍ତତା କମିବା ପାଇଁ ହୋଇଥିବା ଚୁକ୍ତିନାମା ପରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ବଡ଼ ହ୍ରାସ ରେକର୍ଡ ହୋଇଛି ।…
ଆମେରିକା : ହୁ ହୁ ହୋଇ କମୁଛି ତେଲ ଦର । ଆମେରିକା ଓ ଇରାନ ମଧ୍ୟରେ ସାମରିକ ତିକ୍ତତା କମିବା ପାଇଁ ହୋଇଥିବା ଚୁକ୍ତିନାମା ପରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ବଡ଼ ହ୍ରାସ ରେକର୍ଡ ହୋଇଛି ।…
ଭୁବନେଶ୍ୱର : ଅନୁଭବ-ବର୍ଷା ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ !। ପୂର୍ବତନ ସାଂସଦଙ୍କ ଆବେଦନ ଉପରେ ଜବାବ ମାଗିଲେ ସର୍ବୋଚ୍ଚ ଅଦାଲତ । ବର୍ଷାଙ୍କ ନିର୍ଯାତନା ମାମଲା ରଦ୍ଦ କରିବାକୁ ହୋଇଥିଲା ଆବେଦନ । ଓଲିଉଡ ଅଭିନେତା ତଥା ପୂର୍ବତନ…
ନବରଙ୍ଗପୁର : ରଜ ରାତିରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଘଟଣାରେ ତଦନ୍ତ କଲେ ନବରଙ୍ଗପୁର ଏସ୍ ପି । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡା ଗ୍ରାମରେ ରଜ ରାତିରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ…
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ସ୍ୱତନ୍ତ୍ର “ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬” । ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୧୦୦ରୁ ଅଧିକ ଶ୍ରଦ୍ଧାଳୁ ଗୁଜୁରାଟସ୍ଥିତ ପ୍ରସିଦ୍ଧ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ଏକ…
ଭୁବନେଶ୍ୱର : ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିନିକିଆ ଓଡ଼ିଶା ଗସ୍ତ ସୂଚୀ । ୨୦ ତାରିଖ ପୂର୍ବାହ୍ନ ୧୧ଟା ୫ରେ ପାହାଡ଼ପୁର ହେଲିପ୍ୟାଡ୍ ରେ ଓହ୍ଲାଇବେ । ୧୧ଟା ୧୫ରେ ଗୋଷାଣୀ ପୀଠରେ ପହଞ୍ଚିବେ । ଘଣ୍ଟାଏ ପାହାଡ଼ପୁରରେ ରହିବେ…
ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ନାବାଳିକାଙ୍କ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଅଭିଯୋଗ ମୁତାବକ, ଦୁଇ ଭଉଣୀ ଗାଁ ପୋଖରୀକୁ ଶୌଚ ହେବା ପାଇଁ…
ନୀଳଗିରି : ପୁଣି ଜୀବନ ନେଲା ପରକୀୟା ପ୍ରୀତି । ଅପହରଣ ପରେ ଯୁବକଙ୍କୁ ହତ୍ୟା । ମାଟିତଳେ ପୋତିଦେଲା ଅଭିଯୁକ୍ତ । ୨୦ ଦିନ ପରେ ମିଳିଲା ମୃତଦେହ । ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜାମୁନା ଗାଁର ଘଟଣା…
ଯୋଡ଼ା : ବଡ଼ବିଲ ଝାଡଗାଁରେ ପ୍ରେମିକାକୁ ହତ୍ୟା କରି ଜଙ୍ଗଲରେ ପୋତିବା ଘଟଣାରେ ଦୁଇ ଗିରଫ। ମୁଖ୍ୟ ଅଭିଯୁକ୍ତ ସଂଗ୍ରାମର ୨ ସହଯୋଗୀଙ୍କୁ ଗିରଫ କରିଛି ବଡ଼ବିଲ ପୋଲିସ । ଘଟଣାରେ ବ୍ୟବହୃତ ବାଇକ ଜବତ ହୋଇଛି। ଗିରଫ ଦୁଇ ଅଭିଯୁକ୍ତ…
ଭୁବନେଶ୍ୱର : ସରିଲା ପିଲାଙ୍କ ଖରାଛୁଟି । ଖୁବଶୀଘ୍ର ସ୍କୁଲ ଖୋଲିବାକୁ ଯାଉଛି । ଆସନ୍ତା ଜୁନ୧୮ରୁ ଖୋଲିବ ସ୍କୁଲ। ରାଜ୍ୟରେ ଏବେ ଗ୍ରୀଷ୍ମ ଛୁଟି ଅବଧି ବଢ଼ିବ ନାହିଁ ସୂଚନା ମିଳିଛି । ରାଜ୍ୟରେ ୧୮ ତାରିଖରୁ ଖୋଲିବ ସମସ୍ତ…
ଆନନ୍ଦପୁର : ପଥର ଖାଦାନରେ ବୁଡିଗଲା ପୁଅ । ଏଯାବତ ହୋଇପାରୁନି ଉଦ୍ଧାର। ପରିବାର ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ ହୋଇଛି । ଗତକାଲି ପ୍ରଥମ ରଜରେ ଘସିପୁରା ଥାନା ଖାଳିଆମେଣ୍ଟା ଗାଁର ଯୁବକ ନିହାର ରଞ୍ଜନ ବେହେରା ଓ…