କୃଷକ, ରେଳବାଇ ପାଇଁ କ୍ୟାବିନେଟରେ ବଡ଼ ଘୋଷଣା
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି । ସରକାରୀ ଯୋଜନାର ବଜେଟ୍ ବଢ଼ାଇବାଠୁ ଆରମ୍ଭ କରି ଭାରତୀୟ ରେଳର ଅନେକ ପ୍ରକଳ୍ପକୁ ମୋଦୀ କ୍ୟାବିନେଟର ମଞ୍ଜୁରୀ ମିଳିଛି । ଏହାସହ ଏହି ବୈଠକରେ ଅନେକ ବଡ଼ ବଡ଼ ନିଷ୍ପତ୍ତି…