ଓଡ଼ିଶାର ମା’ମାନେ ସମଗ୍ର ଦେଶରେ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି: ପ୍ରଭାତୀ

ଭୁବନେଶ୍ୱର: ଓଡ଼ିଶାର ବୟନ ପରମ୍ପରାକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଗକୁ ନେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମତବ୍ୟକ୍ତ କରିଛନ୍ତି। ଆଜି ମିସନ ଶକ୍ତି ଭବନର ପ୍ରେକ୍ଷାଳୟରେ ଶ୍ରୀମତୀ ପରିଡ଼ାଙ୍କ ଉପସ୍ଥିତିରେ ବୁଣାକାର ମା’ ଓ ଭଉଣୀମାନଙ୍କୁ ସଶକ୍ତ…

କଲେରା ବ୍ୟାପିବା ପ୍ରସଙ୍ଗ: ମେଡିକାଲ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଯାଜପୁର: ଯାଜପୁର ଜିଲ୍ଲାରେ କଲେରା ବ୍ୟାପିବା ପ୍ରସଙ୍ଗରେ ଧର୍ମଶାଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ ଡାକ୍ତର ସୁଧୀର କୁମାର ସାହୁଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। କଲେରା ପରିଚାଳନା ସମୟରେ ସେ ସଠିକ୍ ନିରୀକ୍ଷଣ କରିନଥିଲେ ବୋଲି ନୋଟିସରେ…

ଟ୍ରମ୍ପ୍ ୨୯ ଥର ଅସ୍ତ୍ରବିରତି ଦାବି କରିଛନ୍ତି, ସାହସ ଅଛି ତ ଏହା ମିଛ ବୋଲି କୁହନ୍ତୁ ମୋଦୀ: ରାହୁଲ

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅପରେସନ ସିନ୍ଦୂର ବିତର୍କରେ ଅଂଶଗ୍ରହଣ କରି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର କହୁଛନ୍ତି ଯେ, ସେ ଯୁଦ୍ଧବିରତି କରିଛନ୍ତି।…

ବିରୋଧୀଙ୍କୁ ଶୁଣାଇଲେ ଶାହ- ଯାହାର ଯେମିତି ଚଷମା, ସେମିତି ଦୃଷ୍ଟିଭଙ୍ଗୀ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଲୋକସଭାରେ ମଙ୍ଗଳବାର ଆଲୋଚନା ସମୟରେ ହଙ୍ଗାମା ହୋଇଛି। ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିତର୍କରେ ମନ୍ତବ୍ୟ ରଖୁଥିବା ସମୟରେ ବିରୋଧୀ କିଛି ପ୍ରାମଣ ମାଗିଥିଲେ, ଯାହାକୁ ନେଇ ଶାହ ସେମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଶାହ…

ଦିନେ ନା ଦିନେ ଆପଣଙ୍କ ଅହଂକାର ଭାଙ୍ଗିବା ଲୋକେ ଆସିବେ – ମୋଦିଙ୍କୁ କହିଲେ ଖଡଗେ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେ ସଂସଦରେ କହିଛନ୍ତି, ଅପ‌ରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସର୍ବଦଳୀୟ ବୈଠକରେ ଉପସ୍ଥିତ ହେବାର ଥିଲା। କିନ୍ତୁ ‌ସେ ସେତେବେଳେ ବିହାରରେ ନିର୍ବାଚନୀ ପ୍ରଚାରରେ ବ୍ୟସ୍ତଥିଲେ। ଅହଂକାରୀ ସରକାର ବିରୋ‌ଧୀଙ୍କ ପ୍ରଶ୍ନର ଉତ୍ତର ‌ଦେବାକୁ…

ଅପରେସନ୍‌ ମହାଦେବରେ ନିହତ ଦୁଇ ପହଲଗାମ୍‌ ଆକ୍ରମଣକାରୀଙ୍କ ପ୍ରଥମ ଫଟୋ ଜାରି ହେଲା

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ୯୭ ଦିନ ପରେ, ଭାରତୀୟ ସେନା ଶେଷରେ ଏକ ବଡ଼ ସଫଳତା ପାଇଛି। ସେନା ‘ଅପରେସନ୍ ମହାଦେବ’ ଅଧୀନରେ ପ୍ରତିଶୋଧ ନେଇ ତିନି ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ସଫା କରିଛି। ଏପ୍ରିଲ୍‌ ୨୨…

୨୨ ଏପ୍ରିଲର ବଦଲା ୨୨ ମିନିଟରେ ନିଆଯାଇଥିଲା, ପାକିସ୍ତାନର ପରମାଣୁ ଧମକ କାମ କରିନଥିଲା : ମୋଦୀ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂର ସଂପର୍କରେ ଲୋକସଭାରେ ଚାଲିଥିବା ବିତର୍କର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଛନ୍ତି ଯେ ଆତଙ୍କବାଦୀ ଓ ସେମାନଙ୍କ ମାଲିକମାନଙ୍କୁ ଭାରତୀୟ ସେନା ଦଣ୍ଡ ଦେଇଥିଲା । ୨୨ ଏପ୍ରିଲର ବଦଲା ୨୨ ମିନିଟରେ…

ନ୍ୟୁୟର୍କରେ ଅତର୍କିତ ଗୁଳିକାଣ୍ଡ: ଚାହୁଁ ଚାହୁଁ ଚାଲିକଲା ୫ ଜୀବନ

ନ୍ୟୁୟର୍କ: ଆମେରିକାର ନ୍ୟୁୟର୍କରେ ଭୟଙ୍କର ଗୁଳିକାଣ୍ଡ, ଏହି ଭୟଙ୍କର ଗୁଳିକାଣ୍ଡରେ ୫ଜଣଙ୍କ ମୃତ୍ୟୁ ହୋଇଛି । ସର୍ବସାଧାରଣ ସ୍ଥାନରେ ଆଖିବୁଜା ଗୁଳି ଚଳାଇଲେ ବନ୍ଧୁକଧାରୀ । ଏଥିରେ ଜଣେ ପୁଲିସ ଅଧିକାରୀଙ୍କ ସହ ୪ ଜଣଙ୍କ ମୃ୍ତ୍ୟୁ ହୋଇଛି । ପାଲଟା…

ଜୁଲାଇ ୩୦ରେ ଉତକ୍ଷେପଣ ହେବ ନାସା-ଇସ୍ରୋ ମିଳିତ ଉପଗ୍ରହ ନିସାର

ନୂଆଦିଲ୍ଲୀ : ନାସା ଓ ଇସ୍ରୋ ଦ୍ୱାରା ମିଳିତ ଭାବରେ ବିକଶିତ ଏକ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ‘ନିସାର’, ଜୁଲାଇ ୩୦ରେ ସନ୍ଧ୍ୟା ୫.୪୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ ହେବ। ୨ ହଜାର ୩୯୨ କିଲୋଗ୍ରାମ ଓଜନ ବିଶିଷ୍ଟ, ନିସାର ଏକ…

ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମନ୍ଦିର ପ୍ରଶାସନକୁ ସମ୍ପୂର୍ଣ୍ଣ ସ୍ୱାଧୀନତା – ଆଇନ ମନ୍ତ୍ରୀ

ପୁରୀ/ଭୁବନେଶ୍ୱର: ଶ୍ରୀମନ୍ଦିରର ସୁରକ୍ଷା ଏବଂ ପବିତ୍ରତାକୁ ନେଇ ବାରମ୍ବାର ଉଠୁଥିବା ପ୍ରଶ୍ନବାଚୀ ମଧ୍ୟରେ ରାଜ୍ୟ ସରକାର ଦୃଢ଼ ମନୋଭାବ ପୋଷଣ କରିଛନ୍ତି। ବିଶେଷକରି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଦ୍ୱାରା ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା,…