ଛାତ୍ରୀ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା: ସିବିଏସ୍ଇ ମଡେଲ୍ ଆପଣାଇବେ ରାଜ୍ୟ ସରକାର, ସ୍କୁଲରେ ଲାଗିବ ସିସିଟିଭି
ଭୁବନେଶ୍ବର: ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ଛାତ୍ରୀମାନଙ୍କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ୱାରା ଅନୁସରଣ କରାଯାଉଥିବା ସୁରକ୍ଷା ମାନଦଣ୍ଡ ଭଳି ଓଡ଼ିଶାର ସ୍କୁଲମାନଙ୍କରେ ମଧ୍ୟ…