ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର : ରାଉରକେଲାରେ ହେଉ ରେଳବାଇ ଡିଭିଜନ, ଷ୍ଟିଲ ପ୍ଲାଣ୍ଟର ସମ୍ପ୍ରସାରଣ କାର୍ଯ୍ୟକୁ ତ୍ବରିତ କରାଯାଉ ଏବଂ ଏୟାରପୋର୍ଟର ଉନ୍ନତିକରଣ ଓ ସମ୍ପ୍ରସାରଣ କରାଯାଉ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏହି ତିନିଟି ଦାବି ରଖିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା…

ଚହଲ ଏବଂ ଧନଶ୍ରୀଙ୍କ ଛାଡ଼ପତ୍ର ମାମଲାକୁ ନେଇ ଆସିଲା କୋର୍ଟ ନିଷ୍ପତ୍ତି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଡିସେମ୍ବର ୨୦୨୨ରେ ବିବାହ କରିଥିଲେ। ବିବାହର ପ୍ରାୟ ଚାରି ବର୍ଷ ପରେ ଦୁହେଁ ଆନୁଷ୍ଠାନିକ ଭାବରେ ଅଲଗା ହୋଇଯାଇଛନ୍ତି। ଧନଶ୍ରୀ ଏବଂ ଚହଲଙ୍କ ଛାଡପତ୍ର ମାମଲା ବାନ୍ଦ୍ରା ପରିବାର…

ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ମାଓବାଦୀ ନିହତ, ଜଣେ ଯବାନ ସହିଦ

ମାଲକାନଗିରି: ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା । ଓଡ଼ିଶା ସୀମାନ୍ତ ଛତିଶଗଡ଼ର ବିଜାପୁର ଓ ଦାନ୍ତେୱାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହି ଅପରେସନ ବେଳେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି ।…

ପୋଲିସ ବାବୁଙ୍କ ଘରେ ଭଡ଼ାରେ ଚାଲିଥିଲା ବେଆଇନ ବାଣ ଗୋଦାମ, ବିପୁଳ ପରିମାଣର ବାଣ, ବାରୁଦ ଜବତ

ପୁରୀ : ପୋଲିସ ବାବୁଙ୍କ ଘରେ ଭଡ଼ାରେ ଚାଲିଥିଲା ବେଆଇନ ବାଣ ଗୋଦାମ । ଦୀର୍ଘ ୨ ବର୍ଷ ହେବ ଚାଲିଥିଲା ବାଣ ଗୋଦାମ । ଏକଥାର ଟେର ପାଇନଥିଲେ କେହି । ପୁରୀ କୁମ୍ଭାରପଡ଼ା ବାଡା ସାହି କନକଦୁର୍ଗା ଲେନ୍…

ଆୟୁଷ ଡାକ୍ତରଙ୍କ କଳାବ୍ୟାଜ୍‌ ଧାରଣ, ୨୭ରୁ କାର୍ଯ୍ୟବନ୍ଦ କରି ଦେବେ ଧାରଣା

ଭୁବନେଶ୍ବର: ଆସନ୍ତା ୨୬ ତାରିଖ ମଧ୍ୟରେ ସରକାର ଆୟୁଷ ଡାକ୍ତରଙ୍କ ଦାବି ପୂରଣ ନକଲେ ୨୭ରୁ ରାଜ୍ୟବ୍ୟାପୀ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ୧୪୮୫ ଆୟୁଷ ଡାକ୍ତର। ଏହି ପରିପ୍ରେକ୍ଷୀରେ ଆଜିଠୁ ୨୬ ତାରିଖ ପର୍ଯ୍ୟନ୍ତ ସମସ୍ତ ଡାକ୍ତର କଳାବ୍ୟାଜ୍‌ ପିନ୍ଧି…

ଭାରତ ସରକାରଙ୍କ ବିରୋଧରେ ମାମଲା ରୁଜ୍ଜୁ କଲା ‘ଏକ୍ସ’

ବେଙ୍ଗାଲୁରୁ: ଏଲୋନ ମସ୍କଙ୍କ କମ୍ପାନୀ ଏକ୍ସ କର୍ପୋରେସନ କର୍ଣ୍ଣାଟକ ହାଇକୋର୍ଟରେ ଭାରତ ସରକାରଙ୍କ ବିରୁଦ୍ଧରେ ଏକ ପିଟିସନ ଦାଖଲ କରିଛି। ସେ ଭାରତ ସରକାରଙ୍କ ଆଇଟି ଆଇନର ଧାରା ୭୯(୩)(ଖ) ଉପରେ ପ୍ରଶ୍ନ ଉଠାଇଛନ୍ତି। କମ୍ପାନୀ କହିଛି ଯେ ଏହି ନିୟମ…

ଆବାସ ସର୍ଭେ କରିବାକୁ ଗାଁକୁ ଯାଇଥିଲେ ଡବ୍ଲୁଇଓ, ମରଣାନ୍ତକ ଆକ୍ରମଣ କଲେ ୨ ଯୁବକ

ଉଦଳା: ଗାଁକୁ ଆବାସ ସର୍ଭେ କରିବାକୁ ଯାଇଥିଲେ ସରକାରୀ ଅଧିକାରୀ । ହେଲେ ତାଙ୍କ ସହ ଗାଁରେ ଏମିତି କିଛି ଘଟିବ ସେ ଭାବିନଥିଲେ । ଡବ୍ଲୁଇଓଙ୍କ ଉପରେ ଅଶାଳୀନ ଗାଳିଗୁଲଜ ସହ ନିର୍ଘାତ ମାଡ଼ ବର୍ଷିଥିଲା । ଠୋ ଠୋ…

ନବ ଦାସ ହତ୍ୟା ମାମଲା, କ୍ରାଇମ ସ୍ପଟ୍‌ରେ କ୍ରାଇମବ୍ରାଞ୍ଚ ଟିମ୍‌ର ଅନୁଧ୍ୟାନ

ଝାରସୁଗୁଡା: ନବ ଦାସ ହତ୍ୟା ମାମଲାରେ ଚାଲିଛି କ୍ରାଇମବ୍ରାଞ୍ଚର ଖୋଳତାଡ଼ । କ୍ରାଇମ ସ୍ପଟ୍‌ରେ କ୍ରାଇମବ୍ରାଞ୍ଚ ଟିମ୍‌ ଅନୁଧ୍ୟାନ ଆରମ୍ଭ କରିଛି । ବ୍ରଜରାଜନଗର ଗାନ୍ଧୀ ଛକରେ କ୍ରାଇମ ସ୍ପଟ୍‌ ଦେଖି ତଦନ୍ତ କରିଛି ଟିମ୍‌ । ସେପଟେ ଗତକାଲି ଝାରସୁଗୁଡ଼ା…

ମହିଳା ନିର୍ଯାତନା ପ୍ରସଙ୍ଗକୁ ନେଇ ହୋହାଲ୍ଲା, ଗୃହରେ ହୁଇସିଲ ବଜାଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ

ଭୁବନେଶ୍ୱର : ବିଧାନସଭାରେ ହୁଇସିଲ ବଜାଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ । ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ଗୃହ ମଧ୍ୟଭାଗରେ ନାରାବାଜି । ମହିଳା ନିର୍ଯାତନା ପ୍ରସଙ୍ଗକୁ ନେଇ ହୋହାଲ୍ଲା । ପ୍ରଶ୍ନକାଳରେ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ କଂଗ୍ରେସ ସଦସ୍ୟମାନେ…

ଦିଲ୍ଲୀର ୩ ମନ୍ଦିର ଉପରେ ବୁଲଡୋଜର ଆକ୍ସନ ବନ୍ଦ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀର ତିନିଟି ମନ୍ଦିର ଉପରେ ବୁଲଡୋଜର ଚଳାଇବା ବିରୋଧରେ ଆଗତ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ଦିଲ୍ଲୀ ହାଇକୋର୍ଟ ଯିବାକୁ କହିଛନ୍ତି। ବିଳମ୍ବିତ ରାତିରେ ଦାୟର କରାଯାଇଥିବା ଆବେଦନକୁ ଏକ ସ୍ୱତନ୍ତ୍ର…