ସପ୍ତାହାନ୍ତରେ ସାରା ଦିନ ଖୋଲା ରହିବ BDA ପାର୍କ
ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ଏହାର ପାର୍କଗୁଡ଼ିକର କାର୍ଯ୍ୟ ସମୟର ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛି । ପ୍ରାତଃଭ୍ରମଣକାରୀ, ଫିଟନେସ୍ ଉତ୍ସାହୀ ଏବଂ ପରିଦର୍ଶକଙ୍କ ବାରମ୍ବାର ଅନୁରୋଧକୁ ଦୃଷ୍ଟିରେ ରଖି, BDA ସପ୍ତାହାନ୍ତରେ ଏହାର ସମସ୍ତ ପାର୍କଗୁଡ଼ିକୁ ଅପରାହ୍ନରେ…
