State

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, FM କଲେଜରେ UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

ବାଲେଶ୍ୱର : ବାଲେଶ୍ବର FM କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ତଦନ୍ତ ଜୋର । FM କଲେଜରେ UGCର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ପ୍ରଫେସର ରାଜ କୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ୪ଜଣିଆ ଟିମ କଲେଜରେ ପହଞ୍ଚିଛନ୍ତି । ଟିମରେ ଅଛନ୍ତି…

ଯୁବତୀଙ୍କୁ ଅସଦାଚରଣ ଓ ଧମକ ଦେବା ଅଭିଯୋଗରେ ଯୁବ ନେତା ଗିରଫ

ଅନୁଗୁଳ: ଯୁବତୀଙ୍କୁ ଅସଦାଚରଣ ଓ ଧମକ ଚମକ ଦେବା ଅଭିଯୋଗରେ ଯୁବ ନେତା ଗିରଫ । ଗିରଫ ଯୁବକ ଜଣକ ହେଲେ ଯୁବ ନେତା ସୁଦୀପ୍ତ କୁମାର ସ୍ୱାଇଁ । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ପୋଲିସ ତାଙ୍କୁ ଗିରଫ କରି…

ସୋସିଆଲ ମିଡିଆରେ ମୃତ ଛାତ୍ରୀଙ୍କ ବିଷୟରେ ଅଶାଳୀନ ମନ୍ତବ୍ୟ, ଜଣେ ଯୁବକ ଗିରଫ

ଜଳେଶ୍ୱର: ଏଫ୍ଏମ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ଏବେ ଉଠୁଛି ପଡୁଛି ସାରା ଓଡ଼ିଶା । ବିଶେଷ କରି ଉପକୂଳ ଅଞ୍ଚଳରେ ବେଶି ତାତି । କାରଣ ରାଜନୀତି ଚାଲିଛି ଘଟଣାକୁ ନେଇ । ତେବେ ଏସବୁ ଭିତରେ କିନ୍ତୁ ସୋସିଆଲ…

ପୁଣି ଏକ ଅନୁସୂଚିତ ବିଦ୍ୟାଳୟର ଛାତ୍ରୀ ଗର୍ଭବତୀ

ରାୟଗଡ଼ା: ମଙ୍ଗଳ ବିଭାଗର ଆବାସିକ ବିଦ୍ୟାଳୟମାନଙ୍କରେ ଛାତ୍ରୀମାନେ ବାରମ୍ବାର ଦୁଷ୍କର୍ମ ସାଙ୍ଗକୁ ଗର୍ଭବତୀ ହେବା ଭଳି ଚିତ୍ର ସାମ୍ନାକୁ ଆସୁଛି। ପୁଣି ବିଷମକଟକରେ ଦେଖିବାକୁ ମିଳିଛି ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଭଳି ଏକ ଲଜ୍ଜା ଜନକ ଘଟଣା । ରାୟଗଡା…

ରେଭେନ୍ସା ବିଶ୍ୱବିଦ୍ୟାଳୟରେ କଟକଣା ପ୍ରତ୍ୟାହୃତ, ଆସିବ ନୂଆ ବିଜ୍ଞପ୍ତି

କଟକ : ବାଲେଶ୍ୱର ଏଫଏମ୍ କଲେଜରେ ଛାତ୍ରୀ ଜୀବନ ହାରିବା ଘଟଣା ପରେ ମହିଳା ସୁରକ୍ଷାକୁ ଗୁରୁତ୍ବ ଦିଆଯାଉଛି । ଏହାରି ଭିତରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି ହୋଇଥିଲା । ବିଶ୍ୱ ବିଦ୍ୟାଳୟ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ…

ଜିଏମ୍‌ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାରଣ ଘଟଣା: କୁଳପତି ଜାରି କଲେ ଆଡଭାଇଜରି

ସମ୍ବଲପୁର:ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରେ ଛାତ୍ରୀ ଅସଦାଚରଣ ପରେ କୁଳପତି ଜାରି କଲେ ଆଡଭାଇଜରି । ଏଥିସହ ଅପରାହ୍ନ ୪ଟାରେ ବସିବ ଆଭ୍ୟନ୍ତରୀଣ କମିଟି ବୈଠକ । ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପାଇଁ ମାର୍ଗଦର୍ଶିକାରେ କୁହାଯାଇଛି ଯେ, କାର୍ଯ୍ଯକ୍ଷେତ୍ରରେ ପ୍ରଫେସନାଲ…

ରାଜଧାନୀରେ ଚୋରି କରିବାକୁ ଆସି ଘର ମାଲିକଙ୍କୁ ହତ୍ୟା

ଭୁବନେଶ୍ବର : ଚୋରି କରିବାକୁ ଆସି ଘର ମାଲିକଙ୍କୁ ହତ୍ୟା । ଚୋରକୁ ଅଟକାଇବାରୁ ଛୁରାମାଡ଼ ସହ ପିଟିପିଟି ଘର ମାଲିକଙ୍କୁ ହତ୍ୟା କଲେ । ଭୁବନେଶ୍ବର ଭରତପୁର ମସଜିଦ ବସ୍ତିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ସୂଚନା ଅନୁସାରେ…

ଆସନ୍ତାକାଲିଠାରୁ ଆରମ୍ଭ ହେବ ଚାଷୀ ପଞ୍ଜୀକରଣ

ଭୁବନେଶ୍ୱର: ୧୯ ତାରିଖ (ଆସନ୍ତାକାଲି)ରୁ ଆରମ୍ଭ ହେବ ଚାଷୀ ପଞ୍ଜିକରଣ। ଏନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୫-୨୬ ବର୍ଷର ଖରିଫ ଧାନ ଫସଲ ପାଇଁ ୧୯ରୁ ଏହି ପଞ୍ଜୀକରଣ କରାଯିବ। ଏନେଇ ଡିଆରସି ଓ ଏଆରସି ମାନଙ୍କୁ…

ନ୍ୟାୟ ପାଇଁ ବନ୍ଦ, ହେଲେ ଯାତ୍ରୀ ହନ୍ତସନ୍ତ: ସାକ୍ଷୀଗୋପାଳରେ ରାସ୍ତାରୋକ ଯୋଗୁଁ ଜନ ଅସନ୍ତୋଷ

କଟକ (ନିରଞ୍ଜନ ପଟ୍ଟନାୟକ) : ବାଲେଶ୍ଵର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅକାଳ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ପ୍ରତିବାଦର ନିଆଁ ଜଳୁଛି। ତାଙ୍କୁ ନ୍ୟାୟ ଦେବା ଦାବିରେ ଗତକାଲି କଂଗ୍ରେସ ଓ ଅନ୍ୟ ସହଯୋଗୀ ଦଳ ପକ୍ଷରୁ…

ସୌମ୍ୟାଶ୍ରୀଙ୍କ ପାଇଁ ଜଳିଲା ନ୍ୟାୟର ଦୀପ: ଜୟପୁରରେ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା

ଜୟପୁର : ବାଲେଶ୍ଵର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅକାଳ ବିୟୋଗରେ ଜୟପୁର ସହର ସ୍ତବ୍ଧ ହୋଇଯାଇଛି । ତାଙ୍କୁ ନ୍ୟାୟ ଦେବା ଦାବିରେ ବୁଧବାର ସନ୍ଧ୍ୟାରେ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି…