State

ଗୋପାଳପୁର ଗଣଦୁଷ୍କର୍ମ ମାମଲା ; ନିଜ ଆଡୁ ମାମଲା ରୁଜୁ କରିଛି ଏନଏଚଆରସି

ଭୁବନେଶ୍ୱର : ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲାରେ ସୋମବାର ନିଜ ଆଡୁ ମାମଲା ରୁଜୁ କରିଛି ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) । ୨ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।…

ରାଜ୍ୟପାଳଙ୍କ ଉଦ୍‌ବେଗ: କହିଲେ ଅଫିସର ବି ଜାଣୁନାହାନ୍ତି ଯୋଜନା

ଭୁବନେଶ୍ୱର,୨୩ା୬: ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ରାଜ୍ୟପାଳ ହରିବାବୁ କମ୍ଭମ୍‌ପତି ଉଦ୍‌ବେଗ ପ୍ରକାଶ କରିଛନ୍ତି। ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ରାଜ୍ୟର ୫ ପ୍ରତିଶ୍ରତ ଲୋକ ବିଭିନ୍ନ ସାମାଜିକ ଯୋଜନା ଜାଣିଥିବାବେଳେ…

୨୫ରେ ବିଜେଡି ଯୁବ ଛାତ୍ର ସଂଗଠନର ଆନ୍ଦୋଳନ

ଭୁବନେଶ୍ୱର: ରାଜ୍ୟରେ ଛାତ୍ରୀମାନଙ୍କୁ ଅସଦାଚରଣ, ଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବାବେଳେ ରାଜ୍ୟ ବିଜେପି ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଅଭିଯୋଗ କରିଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ। ଏହାର ପ୍ରତିବାଦରେ ଜୁନ୍ ୨୫ ତାରିଖ…

ଗାଜାରୁ ମିଳିଲା ୩ ଇସ୍ରାଏଲୀ ବନ୍ଧକଙ୍କ ମୃତଦେହ

ଗାଜା: ଇରାନ ସହିତ ଯୁଦ୍ଧ ମଧ୍ୟରେ, ଇସ୍ରାଏଲୀ ସେନା ଗାଜାରେ ବନ୍ଧକ ରଖାଯାଇଥିବା ଆଉ ତିନି ଜଣଙ୍କ ମୃତଦେହ ଉଦ୍ଧାର କରିଛି। ସେନା ଅନୁଯାୟୀ, ମୃତ ବନ୍ଧକମାନେ ହେଲେ ଜୋନାଥନ ସାମେରାନୋ (୨୧), ଓଫ୍ରା କେଦାର (୭୦) ଏବଂ ସେ ଲେଭିନସନ…

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ବିଜେପିକୁ ଘେରିଲା ବିଜେଡି: ‘ଡବଲ୍‌ ଇଞ୍ଜିନ୍‌ ଡବଲ୍‌ ବିକାଶ ନୁହେଁ, ଡବଲ୍‌ ଧୋକା’

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଯୋଗଦେଇ କହିଥିଲେ, ଡବଲ୍‌ ଇଞ୍ଜିନ୍‌ ସରକାରରେ ଡବଲ୍‌ ବିକାଶ ହେଉଛି। ପୂର୍ବ ସରକାରରେ ଗରିବ, କୃଷକ କେନ୍ଦ୍ରୀୟ ଯୋଜନାର ଲାଭ ପାଉନଥିଲେ। ଆଜି ଏହାର ଜବାବ ଦେଇ ବିଜେଡି…

ଜ୍ବରରେ ପୀଡ଼ିତ ମହାପ୍ରଭୁ ସୁସ୍ଥ ହେଲେ; ଶ୍ରୀନଅରରେ ପହଞ୍ଚିଲା ଖବର

ପୁରୀ: ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ସ୍ନାନ ବେଦୀରେ ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡ଼ିତ ମହାପ୍ରଭୁ ଆଜି ସମ୍ପୂର୍ଣ୍ଣ ସୁସ୍ଥ ହେବା ଖବର ଶ୍ରୀନଅରରେ ପହଞ୍ଚିଛି। ଆଜି ଦ୍ବାଦଶୀ ତିଥିରେ ଦଇତା ଓ ପତି ମହାପାତ୍ର ସେବାୟତମାନେ ଶ୍ରୀନଅର…

ବଢ଼ିଲା ସୁବର୍ଣ୍ଣରେଖା -୪ଟି ବ୍ଲକର ୧୩୫ ଗାଁ ପ୍ରଭାବିତ

ବାଲେଶ୍ବର : ଓଡ଼ିଶାରେ ସେଭଳି ବଡ଼ ବର୍ଷା ନାହିଁ। ମାତ୍ର ପଡୋଶୀ ଝାଡ଼ଖଣ୍ଡ ପାଣି ଛାଡ଼ିଦେବାରୁ ଉତ୍ତର ବାଲେଶ୍ବରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଝାଡ଼ଖଣ୍ଡର ଚାନ୍ଦିଲି ବନ୍ଧ ଫାଟକ ଖୋଲି ଦିଆଯିବା ଓ ଗାଲୁଡିହି ବ୍ୟା​‌େ​‌ରଜରୁ ହଠାତ ପାଣି ଛଡ଼ା…

ଜୁଲାଇ ୧୫ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ

ଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ (ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ମାଗଣାରେ…

ପିଜିଆଇ ରିପୋର୍ଟ; ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଓଡ଼ିଶା

ଭୁବନେଶ୍ବର: ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାର ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଶିକ୍ଷାର ପ୍ରବେଶ ଏବଂ ଶିକ୍ଷଣ ଫଳାଫଳରେ ଉନ୍ନତି ପରିଲକ୍ଷିତ ହୋଇଛି। ୨୦୨୨-୨୩ ଏବଂ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଦର୍ଶନ ମାନକ…

ପ୍ରେମୀ ଜୋଡା ସ୍ଥାନ ଭାବେ ବେଶ ପରିଚିତ ଥିଲା ଗୋପାଳପୁର ଗଣଦୁଷ୍କର୍ମ ଅଞ୍ଚଳ

ଗୋପାଳପୁର: ଗୋପାଳପୁରକୁ ସାରା ଭାରତ ତଥା ବିଶ୍ବରେ ନିନ୍ଦିତ କରିଥିବା ଘଟଣା ନେଇ ଏବେ ନୂଆ ତଥ୍ୟ ଲୋକଲୋଚନକୁ ଆସିବାରେ ଲାଗିଛି। ଏହି ଅଞ୍ଚଳ ବିଭିନ୍ନ ସ୍ଥାନରୁ ଆସୁଥିବା ପ୍ରେମୀ ଜୋଡାଙ୍କ ଏକ ଲଭର୍ସ ପଏଣ୍ଟ ଭାବେ ବେଶ ପରିଚିତ ରହିଥିଲା।…