ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ସାଢ଼େ ୩ କୋଟିର ମାରିଜୁଆନା ଜବତ
ଭୁବନେଶ୍ୱର: ବିମାନବନ୍ଦର ଏବେ ଡ୍ରଗ୍ସ ମାଫିଆଙ୍କ ନୂଆ ଟ୍ରାଞ୍ଜିଟ୍ ରୁଟ୍ ପାଲଟିଛି। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଧରଣର ନିଶାଦ୍ରବ୍ୟ ଚୋରାଚାଲାଣର ପର୍ଦ୍ଦାଫାଶ ହୋଇଛି। ଏୟାରପୋର୍ଟରୁ ପ୍ରାୟ ସାଢ଼େ ତିନି କୋଟି ଟଙ୍କାର ବିଦେଶୀ ମାରିଜୁଆନା ଜବତ କରିଛି…
