୨୯ରେ ଓଡ଼ିଶା ଆସିବେ ଖଡ୍‌ଗେ, ୩୦ରେ ରାହୁଲ ଗାନ୍ଧି

ନିର୍ବାଚନ ପ୍ରଚାର ପାଇଁ ପୁଣି ଥରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍‌ ଖଡ୍‌ଗେ ଓ ସାଂସଦ ରାହୁଲ୍‌ ଗାନ୍ଧି। ଖଡ୍‌ଗେ ଦୁଇଟି ସଭା କରିବେ ଓ ରାହୁଲ ଗୋଟିଏ ଜନସଭାରେ ଉଦ୍‌ବୋଧନ ଦେବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ…

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର: ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ। ୨୮ରେ  ଓ ୨୯ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ। ୨୮ରେ  ଶ୍ରୀ ଶାହ ୩ଟି ଜନସଭାକୁ ସମ୍ବୋଧନକୁ କରିବେ। ଚାନ୍ଦବାଲି, କୋରୋଇ ଓ ନିମାପଡ଼ାରେ ନିର୍ବାଚନୀ ସଭାକୁ…

‘ତୃତୀୟ ପର୍ଯ୍ୟାୟ ପରେ ପୁଣି ଥରେ ସରକାର ଗଢିସାରିଲାଣି ବିଜେଡି’

ଭୁବନେଶ୍ବର: ବିଜେପିର ପ୍ରଶ୍ନବାଣକୁ କଡା ଉତ୍ତର ଦେଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ କ’ଣ କରିଛନ୍ତି ତାହା ଓଡିଶାର ଲୋକ ଜାଣିଛନ୍ତି । ବିଜେପି କେବଳ ଅପପ୍ରଚାର କରି କୁମ୍ଭୀର କାନ୍ଦଣା କାନ୍ଦୁଛି । ଶନିବାର ଓଡିଶା ଗସ୍ତରେ…

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ମାମଲା; ଯାଞ୍ଚ ହେବ ସିସିଟିଭି

ଜେଲରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ଇଭିଏମ ଭାଙ୍ଗିବା ଘଟଣାରେ ଗିରଫ ପରେ ତାଙ୍କୁ ଜେଲକୁ ପଠାଇଦିଆଯାଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ଏସପି । ପ୍ରିଜାଇଡିଂ ଅଧିକାରୀଙ୍କ ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।…

ବାରିପଦାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର

ମୟୁରଭଞ୍ଜ: ମୟୁରଭଞ୍ଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜିଲ୍ଲାର ଦୁଇଟି ସ୍ଥାନ ରାଇରଙ୍ଗପୁର ଏବଂ ବାରିପଦାରେ ନିର୍ବାଚନୀ ପ୍ରଚାର  କରିଛନ୍ତି ନବୀନ ପଟ୍ଟନାୟକ। ଜନସାଧାରଣଙ୍କୁ ବିଜେଡି ସରକାରଙ୍କ ବିଭିନ୍ନ ଯୋଜନା ଭଲ କି ବୋଲି…

ଘସିପୁରାରେ ବିଜେଡି ନେତାଙ୍କ ଗାଡିରୁ ଜବତ ହେଲା ୫ ଲକ୍ଷରୁ ଅଧିକ ଟଙ୍କା

ଘସିପୁରା: ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି। ଏହାପୂର୍ବରୁ ଅନ୍ଧାରିବିଜେ ନୁହଁ ବରଂ ଦିନ ଦ୍ବିପ୍ରହରରେ ଶୁକ୍ରବାର କେନ୍ଦୁଝର ଜିଲ୍ଲା ଘସିପୁରା ବିଧାନସଭାରୁ ଜବତ ହୋଇଛି ୫ ଲକ୍ଷ ଟଙ୍କା। ଆଉ ଏହି ଟଙ୍କା ଯିଏ…

ବିଜେଡି ସହଜରେ ହାସଲ କରିବ ସଂଖ୍ୟା ଗରିଷ୍ଠତା : ପାଣ୍ଡିଆନ୍

ଭୁବନେଶ୍ୱର: ଓଡ଼ିଶାରେ ଶେଷ ପର୍ଯ୍ୟାୟ ମତଦାନ ପାଇଁ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ରାଜ୍ୟ ବିଜେପିର ଜୋଶ ବଢ଼ାଇଛି। ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ବିଜେପି ୭୫ ବିଧାନସଭା ଆସନ ଜତିବ ସେହିପରି ୧୫ଟି ଲୋକସଭା ଆସନ ଜିତିବ। ଏହାରି…

ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ କଥା ନେଇ ବିରୋଧୀଙ୍କ ଅପପ୍ରଚାର ନିନ୍ଦନୀୟ : କାର୍ତ୍ତିକ ପାଣ୍ଡିଆନ

ନବୀନ ବାବୁଙ୍କ ସ୍ବାସ୍ଥ୍ୟ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟ ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ। କହିଛନ୍ତି ନବୀନ ବାବୁଙ୍କ ସ୍ବାସ୍ଥ୍ୟ କଥା ନେଇ ଅପପ୍ରଚାର କରୁଛନ୍ତି ବିରୋଧୀ । ନବୀନ ବାବୁଙ୍କ ପରି ମହାନ ଜନନେତାଙ୍କୁ ଅସମ୍ମାନ କରୁଛନ୍ତି…

ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ଆସନ୍ତାକାଲି ହେବ ମତଦାନ

ଭୁବନେଶ୍ୱର: ରାଜ୍ୟର ୬ଟି ଲୋକସଭା କ୍ଷେତ୍ର (ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, ଢେଙ୍କାନାଳ ଓ କେନ୍ଦୁଝର) ସମେତ ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତାକାଲି ମତଦାନ ନିମନ୍ତେ ପୋଲିଂ ପାର୍ଟିମାନେ ଆଜି ଦ୍ୱିତୀୟ ଦିନରେ ବୁଥ୍‌ ଅଭିମୁଖେ ଯାତ୍ରା କରିଛନ୍ତି। ଭୁବନେଶ୍ୱର (ମଧ୍ୟ)ରେ ୨୦୦ଟି…

ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡା ଜବାବ, ମୋ ସ୍ବାସ୍ଥ୍ୟ ବେଶ ଭଲ ଅଛି

ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡା ଜବାବ। ନିଜ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚାଲିଥିବା ଗୁଜବ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବିରୋଧୀଙ୍କ ମିଛ କଥାରେ ସୀମା ରହୁନି। ଯେମିତି ଆପଣ ଦେଖିପାରୁଛନ୍ତି ମୋର ସ୍ବାସ୍ଥ୍ୟବସ୍ଥା ବେଶ ଭଲ ଅଛି। ମାସ ମାସ ଧରି…