ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକଙ୍କ ସହ ବହୁ ସମର୍ଥକ ବିଜେପିରେ ଯୋଗଦେଲେ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକ ପ୍ରୀତିରଞ୍ଜନ ସାହୁ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଆନୁଷ୍ଠାନିକଭାବେ ଯୋଗ ଦେଇଛନ୍ତି…

୧୯ ତାରିଖ ସନ୍ଧ୍ୟାରେ ଆସୁଛନ୍ତି ମୋଦି, ୨୦ରେ ପୁରୀରେ କରିବେ ରୋଡ଼ ଶୋ

ଭୁବନେଶ୍ୱର : ପୁଣି ଓଡ଼ିଶା ଆସୁଛନ୍ତି ନିର୍ବାଚନ ପ୍ରଚାରରେ ମୋଦି। ଏହା ମୋଦୀଙ୍କ ତୃତୀୟ ଓଡ଼ିଶା ଗସ୍ତ। 19 ତାରିଖ ସନ୍ଧ୍ୟାରେ ମୋଦି ସ୍ଵତନ୍ତ୍ର ବିମାନରେ ସନ୍ଧ୍ୟା 6.30 ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ସନ୍ଧ୍ୟା…

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ରେ ନାଁ ଲୋକ ଥିଲେ, ନାଁ ଦଳୀୟ ନେତା’; ଅପରାଜିତା

ଭୁବନେଶ୍ବର: ‘ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରାର୍ଥୀ କି ବିଧାୟକ ପ୍ରାର୍ଥୀ ବି ନଥିଲେ । ବଡ଼ବାବୁ ହେବାକୁ ନିଷ୍ଫଳ ପ୍ରୟାସ କରୁଥିବା ସାନ ବାବୁ କେବଳ ଥିଲେ । ନିଜ ଦଳର ପ୍ରାର୍ଥୀଙ୍କୁ ସାଙ୍ଗରେ ନନେଇ ମୁଖ୍ୟମନ୍ତ୍ରୀ ରୋଡ୍‌ ସୋ କଲେ…

ସାଲିଆସାହିରେ ବିଜେପି ପାଇଁ କ୍ୟାମ୍ପେନ କଲେ ହେମା ମାଳିନୀ

ଭୁବନେଶ୍ବର : ଭୁବନେଶ୍ବରରେ ଡ୍ରିମ ଗାର୍ଲ । ଓଡ଼ିଶାରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଡ୍ରିମ ଗାର୍ଲ ହେମା ମାଳିନୀ । ବିଜେପି ପାଇଁ ଆରମ୍ଭ କରିଛନ୍ତି କ୍ୟାମ୍ପେନ। ପ୍ରଥମେ ଭୁବନେଶ୍ବର ସାଲିଆ ସାହିରେ ପ୍ରଚାର କରିଛନ୍ତି । ତାଙ୍କ ସହ ଉତ୍ତର ବିଧାୟକ…

ଯିଏ ରତ୍ନ ଭଣ୍ଡାର ଚାବି ଲୁଚାଇଛନ୍ତି, ଜଗନ୍ନାଥଙ୍କ ଅଭିଶାପ ପଡିବ : ବିଶ୍ବଶର୍ମା

କବିସୂର୍ଯ୍ୟନଗର: ଗତକାଲି ଭଳି ଆଜି ମଧ୍ୟ ସେଇ ସମାନ ‘ରତ୍ନ ଭଣ୍ଡାର’ ପ୍ରସଙ୍ଗ ନେଇ କଡା ଗଣ୍ଡା ହିସାବ ମାଗିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଏଥର ସେ ସିଧା ପାଣ୍ଡିଆନଙ୍କୁ ଟାର୍ଗେଟ କରି ତାଙ୍କ ନାଁରେ ଅଭିଯୋଗ କରିଛନ୍ତି…

ଭୁବନେଶ୍ୱରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ୍‌ ସୋ’

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ୍‌ ସୋ’ । ରୋଡ୍‌ ସୋ’ ରେ ସାମିଲ ହୋଇଛନ୍ତି ଲକ୍ଷ ଲକ୍ଷ ଲୋକ । ଜନସମୁଦ୍ର ପାଲଟିଛି ରାଜଧାନୀ ରାଜରାସ୍ତା । ଗଙ୍ଗନଗର ଛକରୁ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀଙ୍କ…

ଆଜି ଓଡ଼ିଶାର ଲୋକ ଓଡ଼ିଆ ଭାଷା ବୁଝୁଥିବା ଜଣେ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି: ନଡ୍ଡା

ପଦ୍ମପୁର ସଭାରେ ବିଜେପି ସଭାପତି ଜେପି ନଡ୍ଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ରାଜନୀତିର ପରିଭାଷା ବଖାଣୀବା ସହ ବିଜେଡି ସରକାରଙ୍କ ଉପରେ ଘୋର ବର୍ଷିଛନ୍ତି ।  ସେ କହିଛନ୍ତି ୨୦୧୪ ପୂର୍ବରୁ ଧାରଣା ଥିଲା ଭାରତରେ କିଛି ବଦଳିବନି । ୨୦୧୪…

ଶସ୍ତାରେ ଶ୍ରମିକ ମିଳୁଥିବା ରାଜ୍ୟ ଭାବେ ଓଡ଼ିଶା ଭଲଭାବରେ ଏବେ ଜଣାଶୁଣା: ମଲ୍ଲିକାର୍ଜୁନ ଖଡ଼ଗେ

ଭୁ‌ବନେଶ୍ବର: ବେରୋଜଗାରୀ ଦୂର କରିବାକୁ ଉଭୟ ବିଜେପି ଓ ବିଜେଡି ସରକାର ଧ୍ୟାନ ଦେଉନାହାନ୍ତି। ଓଡ଼ିଶାର ୪୧% ଲୋକ ବେରୋଜଗାର ରହିଛନ୍ତି। ବିଜେଡି ୨୪ ବର୍ଷ ସରକାରରେ ରହିବା ପରେ ମଧ୍ୟ ଜଣେ ଯଦି ଲୋକଙ୍କ ଚିନ୍ତା କରିବେନି ତେବେ ସମର୍ଥନ…

‘ବିଜେପି ସରକାର ଆସିଲେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦିଆଯିବ’

ଭୁବନେଶ୍ବର: ଆଜି ଅର୍ଥାତ ଗୁରୁବାର କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଫଗନ ସିଂ ଭୁବନେଶ୍ବରରେ ଏକ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।  ଓଡ଼ିଶାରେ ମିଳିମିଶି ସରକାର ବଦଳାଇବାକୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ । ‘ବିଜେପି ସରକାର ଆସିଲେ ସ୍ଥାନୀୟ ନିଯୁକ୍ତିକୁ…

ମୁଁ ନିଜକୁ ଅସୁରକ୍ଷିତ ମଣୁଛି: ମତେ ସୁରକ୍ଷା ଦିଅନ୍ତୁ, ପ୍ରଧାନମନ୍ତ୍ରୀଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ଚିଠି

ବ୍ରହ୍ମପୁର: ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ମ‌ୋ ଜୀବନ ପ୍ରତି ବିପଦ ରହିଛି। ମୁଁ ନିଜକୁ ଅସୁରକ୍ଷିତ ମଣୁଛି। ମତେ ସୁରକ୍ଷା ଯୋଗାଇ ଦିଅନ୍ତୁ। ଗଞ୍ଜାମରେ…