ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ: ତଦନ୍ତ କମିସନର ରିପୋର୍ଟକୁ ରାଜ୍ୟ ସରକାର କାହିଁକି ସାର୍ବଜନୀନ କରୁ ନାହାନ୍ତି? – ବିଜେପି

ଭୁବନେଶ୍ବର: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଘେରିଛି। ବସିଥିବା ତଦନ୍ତ କମିସନର ରିପୋର୍ଟକୁ ରାଜ୍ୟ ସରକାର କାହିଁକି ସାର୍ବଜନୀନ କରୁ ନାହାନ୍ତି ବୋଲି କହିଛି। ଏହି ରିପୋର୍ଟକୁ ସରକାର ବିଧାନସଭାରେ କାହିଁକି ଉପସ୍ଥାପନ କରୁନାହାନ୍ତି ?…

୩ ବିଜେଡି ବିଧାୟକଙ୍କୁ କଂଗ୍ରେସର ଜୋରଦାର ବିରୋଧ ଅଣ୍ଡା ମାଡ

ଭବାନୀପାଟଣା: ବିଜେଡି ବିଧାୟକଙ୍କୁ ଜୋରଦାର ବିରୋଧ  ।  ଗାଡିକୁ   ଅଣ୍ଡାମାଡ ସହ କଳା ପତାକା ଦେଖାଇଲେ କଂଗ୍ରେସ କର୍ମୀ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମଙ୍ଗଳବାର କଳାହାଣ୍ଡି ଜିଲ୍ଲାରେ । ନର୍ଲାରେ ବିଧାୟକ ଦିବ୍ୟଶଙ୍କର ମିଶ୍ର ଗୁରୁଦିବସ କାର୍ଯ୍ୟକ୍ରମକୁ ଅତିଥି…

କଂଗ୍ରେସରେ ମିଶିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର: କଂଗ୍ରେସରେ ମିଶିଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । ହକି ଷ୍ଟିକ ଛାଡି ହାତ ଧରିଲେ । କଂଗ୍ରେସ ଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଆନୁଷ୍ଠିକ ଭାବେ ଦଳରେ ସାମିଲ ହୋଇଛନ୍ତି ଏଇ ହକି…

ପ୍ରିୟବ୍ରତ ମାଝୀଙ୍କୁ ବିଜେଡିର ନୂଆ ମିଡ଼ିଆ ସଂଯୋଜକ ଭାବେ ଦାୟିତ୍ୱ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଘୋଷଣା ହେଲା ବିଜେଡିର ନୂଆ ମିଡ଼ିଆ ସଂଯୋଜକଙ୍କ ନାମ। ରାଜ୍ୟରେ ଆଗୁଆ ନିର୍ବାଚନ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ନିକଟରେ ତିନି ପ୍ରମୁଖ ରାଜନୈତିକ ଦଳ ନିଜ ସଂଗଠନରେ ନୂଆ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ତେବେ…

ସରକାରୀ କାମ ନୁହେଁ, ବାହାଘର ଭୋଜି ଖାଇବା ପାଇଁ ହେଲିକପ୍ଟରରେ ଉଡୁଛନ୍ତି ପାଣ୍ଡିଆନ- ବିଜେପି

ଭୁବନେଶ୍ୱର: ସରକାରୀ କାମ ନୁହେଁ, ପାରିବାରିକ ଆମୋଦ ପ୍ରମୋଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ହେଲିକପ୍ଟରରେ ଯାଉଛନ୍ତି । କେତେବେଳେ ବାହାଘର ଭୋଜି ଖାଇବା ପାଇଁ ତ କେତେବେଳେ ପାରିବାରିକ ଭୋଜିରେ ଯୋଗ ଦେବା ପାଇଁ ୫ଟି ସଚିବ ହେଲିକପ୍ଟର ବ୍ୟବହାର…

ପଦାରେ ପଡିଲା ବିଜେଡିର ଗୋଷ୍ଠି କନ୍ଦଳ: ମହେଶ୍ୱର ଓ ଶୁଭାଶିଷ ଗୋଷ୍ଠି ମୁହାଁମୁହିଁ

ପୁରୀ : ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଚାଲିଥିବା ବେଳେ ବିଜୁ ଜନତା ଦଳର ଦୁଇ ଗୋଷ୍ଟିର ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ମିଳୁଥିବା ସୂଚନା ଅନୁଯାୟୀ, ପୁରୀ ପୈାରସଂସ୍ଥା ଅନ୍ତର୍ଗତ ୨୧…

ବିଜେଡିରୁ ବିଦା ହେଲେ ଜିଲ୍ଲା ପରିଷଦ ସଭ୍ୟ ବିପିନ ପ୍ରଧାନ

ବ୍ରହ୍ମପୁର:  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଜିଲ୍ଲା ପରିଷଦ ସଭ୍ୟ ବିପିନ ଚନ୍ଦ୍ର ପ୍ରଧାନଙ୍କୁ ଦଳରୁ ବହିଷ୍କୃତ କରାଯାଇଛି । ଦଳୀୟ ବିଶୃଙ୍ଖଳା ସୃଷ୍ଟି କରୁଥିବା  ତଥା ଦଳ ବିରୋଧୀ କାମ କରୁଥିବା ଅଭିଯୋରେ ତାଙ୍କୁ ବହିଷ୍କାର କରାଯାଇଛି । ମୁଖ୍ୟମନ୍ତ୍ରୀ…

ପ୍ରଫୁଲ୍ଲ ବାବୁ ନିଜେ ସୁକିନ୍ଦାରେ ବିଧାୟକ ସହ ମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି: ଗୌତମ ରାୟ

ଭୁବନେଶ୍ୱର: ଆଜି ବି ପ୍ରଫୁଲ୍ଲ ବାବୁ ନିଜେ ସୁକିନ୍ଦାରେ ବିଧାୟକ ସହ ମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି। କିଛି ଦିନ ତଳେ ସେ ନିଜେ ଏହି କଥା ପ୍ରକାଶ କରିଛନ୍ତି ଯେ ସୁଯୋଗ ମିଳିଲେ ହିଁ ଚିନ୍ତା କରିବେ। ତେଣୁ ଏହା…

ଓଡ଼ିଶାରେ ‘ବ୍ୟବସ୍ଥାପିକା’ର କୌଣସି ଭୂମିକା ନାହିଁ, କାର୍ଯ୍ୟନିର୍ବାହୀ ସର୍ବେସର୍ବା

ଭୁବନେଶ୍ୱର:  ରାଜ୍ୟରେ ଓଲଟା ଗଣତନ୍ତ୍ର ଚାଲିଛି  । ଏଠାରେ  ‘ବ୍ୟବସ୍ଥାପିକା’ର କୌଣସି ଭୂମିକା ନାହିଁ । କାର୍ଯ୍ୟନିର୍ବାହୀ ସର୍ବେସର୍ବା ।  ୨୩ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ଗୋଟିଏ ଦିନବି ଅଭିଯୋଗ ପ୍ରକୋଷ୍ଠରେ ବସି ଓଡ଼ିଆ ଲୋକଙ୍କଠାରୁ ଦରଖାସ୍ତ କାଗଜ ନେବାର ନଜିର ନାହିଁ…

ବ୍ଳକ ଅଧ୍ୟକ୍ଷ ଉପ ନିର୍ବାଚନକୁ କେନ୍ଦ୍ର କରି ଦିଗପହଣ୍ଡିରେ ଉତ୍ତେଜନା; ବିଜେଡି ଦୁଇ ଗୋଷ୍ଠୀ ମୁହାଁମୁହିଁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ  ଉପ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା । ଉପ ନିର୍ବାଚନ ବାତିଲ ସୁଚନା ପାଇବା ପରେ ଉତେଜନା ସୃଷ୍ଟି ହୋଇଛି । ମୁହାଁମୁହିଁ ହୋଇଛନ୍ତି ବିଜେଡି ଦୁଇ ଗୋଷ୍ଠୀ ।  ଦାଣ୍ଡରେ ପଡିଛି…