ନବୀନ ସରକାରଙ୍କୁ ଆପ୍‌ର ଟାର୍ଗେଟ, ଫିରିଙ୍ଗିଆ ଥାନା ପୋଡ଼ିର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ଏପର୍ଯ୍ୟନ୍ତ ୧୯ଜଣ ଗିରଫ ହୋଇଥିବା ବେଳେ ଫିରିଙ୍ଗିଆ ଥାନା ପୋଡ଼ିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଆପ୍ ପକ୍ଷରୁ ଦାବି କରାଯାଇଛି। ଆପ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣାରେ…

ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ କଟକ ମହିଳା ଥାନାରେ ହାଜର ହେଲେ ସୌରିନ ଭଟ୍ଟ

କଟକ: ମହିଳା ଥାନାରେ ସୌରିନ ଭଟ୍ଟ । ଯୁବତୀଙ୍କୁ ଯୌନ ଶୋଷଣ ମାମଲାରେ କଟକ ମହିଳା ଥାନାରେ ହାଜର ହୋଇଛନ୍ତି କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ହାଜର ହୋଇଛନ୍ତି ସୌରିନ। ପୀଡିତା ଯୁବତୀଙ୍କ ଏତଲା ଆଧାରରେ ଅଧିକ ପଚରାଉଚରା…

ନୂଆ ଟିମ ଘୋଷଣା କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ତାଙ୍କର ନୂଆ ଟିମ ଘୋଷଣା କରିଛନ୍ତି | ଆଜି ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରାଯାଇଛି | ବିଜେପି ରାଜ୍ୟ ସଭାପତି ୩୫ ଜଣିଆ ତାଲିକା ଜାରି…

ବିଜେଡିର ମହିଳା ବିରୋଧୀ ଚେହେରା ପାର୍ଲିଆମେଣ୍ଟରେ ସ୍ପଷ୍ଟ ହୋଇଛି-ଆପ୍

ଭୁବନେଶ୍ୱର: ଘରେ କଳି । ବାହାରେ ମେଳି । ବିଜୁ ଜନତା ଦଳର ଏପରି ନୀତିକୁ ତୀବ୍ର ସମାଲୋଚନା କରିଛି ଆପ । ଦିଲ୍ଲୀ ବିଲ ଓ ଅନାସ୍ଥା ପ୍ରସ୍ତାବ ବିଲରେ କେନ୍ଦ୍ରରେ ବିଜେପିକୁ ସମର୍ଥନ କରୁଥିବାରୁ ବିଜେଡି ସରକାର ଉପରେ…

୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ନିଯୁକ୍ତ ହେଲେ ଅଧ୍ୟକ୍ଷ

ଭୁବନେଶ୍ୱର: ରାଜ୍ୟର ୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି । ୧୪ ଜିଲ୍ଲାରେ ନୂତନ ଅଧ୍ୟକ୍ଷ ଅନୁଗୁଳ: ସଦାଶିବ ନାୟକ ବାଲେଶ୍ୱର:…

ବିଜେଡିର ‘ମାଆଙ୍କୁ ସମ୍ମାନ’ ନାରାକୁ ମିଛ କହି ସମାଲୋଚନା କଲା କଂଗ୍ରେସ

ଭୁବନେଶ୍ୱର: ଦିଲ୍ଲୀ ଅଧ୍ୟାଦେଶକୁ ସମର୍ଥନ ଓ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବା ନେଇ ନିଷ୍ପତ୍ତି ନେବା ପରେ ବର୍ଷିଛି କଂଗ୍ରେସ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରକୁ ସମାଲୋଚନା କରିଛନ୍ତି ଓଡ଼ିଶା କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ…

ଅନାସ୍ଥାକୁ ବିରୋଧ ଓ ଦିଲ୍ଲୀ ବିଲ୍‌କୁ ସମର୍ଥନ କରିବ ବିଜେଡି

କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରକୁ ବିଜୁ ଜନତା ଦଳ ପୁଣିଥରେ ନିଃସର୍ତ୍ତ ସମର୍ଥନ ଦେଇ ନିଜର ଏନଡିଏ ପ୍ରୀତିକୁ ପ୍ରମାଣିତ କରିଛି । ବହୁଚର୍ଚ୍ଚିତ ଦିଲ୍ଲୀ ଅଧ୍ୟାଦେଶ(ଦିଲ୍ଲୀ ସର୍ଭିସ ବିଲ)କୁ ସମର୍ଥନ କରିବା ସହ ଏନଡିଏ ସରକାର ବିରୁଦ୍ଧରେ…

ବରିଷ୍ଠ କଂଗ୍ରେସ ନେତାଙ୍କୁ ଭେଟିଲେ ଦଳରୁ ନିଲମ୍ବିତ ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ ନିଲମ୍ବିତ ହୋଇଥିବା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଦଳର ବରିଷ୍ଠ ନେତାଙ୍କୁ ଭେଟିଛନ୍ତି । ସୋମବାର ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଓ ଶରତ ରାଉତଙ୍କୁ ଭେଟି ଆଲୋଚନା କରିଛନ୍ତି ଚିରଞ୍ଜୀବ ବିଶ୍ୱାଳ…

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ପ୍ରଦେଶ କଂଗ୍ରେସ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍

କିଛିଦିନର ନିରବତା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଆଜି ପ୍ରଦେଶ କଂଗ୍ରେସ ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି । ରତ୍ନଭଣ୍ଡାରର ନକଲି ଚାବି ହଜିବାର ତଦନ୍ତ ପାଇଁ ଟିମ୍ ଗଠନ କରିଥିବା ରାଜ୍ୟ ସରକାର ଅସଲି ଚାବି…

ରାଜ୍ୟ ସରକାର ସବୁଜ ପତ୍ରିକାଧାରୀଙ୍କ ପ୍ରତି ପ୍ରତାରଣା କରିଛନ୍ତି: ମନମୋହନ

ଭୁବନେଶ୍ୱର: ଦେଶର ଜନସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ୧୯୮୩ ମସିହାରେ ତତ୍କାଳୀନ କେନ୍ଦ୍ର ସରକାର ‘ଆମେ ଦୁଇ, ଆମର ଦୁଇ’ର ନାରା ଦେଇ ‘ସବୁଜ ପତ୍ରିକା’ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନାକୁ ସଫଳ କରିବା ଏବଂ ଅସ୍ତ୍ରୋପଚାର ହେଉଥିବା…