Crime

DNA ରିପୋର୍ଟ ଧରି ଧାରଣାରେ ବସିଲେ ଦୀପିକା, ଦାବି କଲେ ମୋ ପିଲାର ବାପା ଦୀନେଶ

ବ୍ରହ୍ମପୁର : ଆସିଲା ଦୀପିକା-ଦିନେଶଙ୍କ ଡିଏନଏ ରିପୋର୍ଟ। ଜନ୍ମିତ ଶିଶୁର ବାୟୋଲୋଜିକାଲ ପ୍ୟାରେଣ୍ଟ କେ. ଦିନେଶ କୁମାର ଓ କେ. ଦୀପିକା ବୋଲି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଗତକାଲି ଥାନାରୁ ସାର୍ଟିଫାଏଡ୍ କପି ଆଣିଥିଲେ ଦୀପିକା। ୨୦୨୨ରେ ଏହି ତଥ୍ୟ…

ବାପାର କୋଦାଳ ଚୋଟରେ ପୁଅର ମୃତ୍ୟୁ: ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ

ଉମରକୋଟ: ବାପାର କୋଦାଳ ଚୋଟରେ ପୁଅର ମୃତ୍ୟୁ। ଅଭିଯୁକ୍ତର ଥାନାରେ ଆତ୍ମସମର୍ପଣ। ଏପରି ଏକ ଅଭାବନୀୟ ଘଟଣା ବିଳମ୍ୱିତ ରାତିରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଙ୍ଗୀୟ ଖ।ଣ୍ଡା ଗ୍ରାମରେ ଘଟିଛି। ସୂଚନା ଅନୁସାରେ ସମୀର ରାୟ(୨୫) ପ୍ରତିଦିନ ପ୍ରଚୁର…

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ମହିଳା କମିଶନଙ୍କ ଉଦବେଗ: ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଦୀପାଲି ବାରରେ ବାର ଡ୍ୟାନ୍ସର ଭାବେ କାମ କରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ। ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ…

ସାନ ଜ୍ୱାଇଁର ଛୁରାମାଡ଼ରେ ଜଣଙ୍କ ମୃତ୍ୟୁ, ୪ ଗୁରୁତର ଆହତ

ପୁରୀ: ପାରିବାରିକ କଳହକୁ ନେଇ ସାନ ଜ୍ୱାଇଁର ଆକ୍ରମଣରେ ପରିବାରର ଜଣେ ମୃତ ଓ ୪ ଗୁରୁତର ଆହତ। ଏଭଳି ଅଭାବନାୟ ଘଟଣା ଘଟିଛି ପୁରୀ ଜିଲ୍ଲା ମାଳିଯାଗା ନିକଟରେ। ମୃତକ ହେଲେ ପୁତୁରା ସୌମ୍ୟ ରଞ୍ଜନ ପ୍ରଧାନ। ଆହତମାନେ ହେଲେ…

ମିଟର ରିଡିଂ କର୍ମଚାରୀଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ

ଭଂଜନଗର : ଗାଲେରୀ ଫାଣ୍ଡି କୁପାଟୀ ଗାଁରେ ମିଟର ରିଡିଂ କର୍ମଚାରୀ ଲକ୍ଷ୍ମୀ ନାରାୟଣଙ୍କ ହତ୍ୟା ଘଟଣା। ଅଭିଯୁକ୍ତ ଗୋବିନ୍ଦ ସେଠୀକୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ । ଏନେଇ ଗାଲେରୀ ଫାଣ୍ଡି ପକ୍ଷରୁ ସୂଚନା ମିଳିଛି। ଗତ…

ଚୁନାଘାଟିରେ ଓଲଟିଲା ଟ୍ରକ୍, ଜଣେ ମୃତ

କୋଇଡ଼ା: ପୁଣି ଚୁନାଘାଟିରେ ଦୁର୍ଘଟଣା। ଟ୍ରକ୍ ଏବଂ ହାଇୱା ମୁହାଁମୁହିଁ ଧକ୍କା ହେବା ଫଳରେ ଓଲଟିଲା ଟ୍ରକ୍ । ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ମୃତ । ଗତକାଲି ରାତି ପ୍ରାୟ ୧୧ଟାରେ ଦୁର୍ଘଟଣାଟି ଘଟିଥିବା ବେଳେ ପ୍ରାୟ ୮ ଘଣ୍ଟାର ପରିଶ୍ରମ…

ଉଦ୍ଧାର ହେଲା ଗର୍ଭବତୀ ନାବାଳିକା: ଦୁଷ୍କର୍ମକାରୀ ହାତରେ ସମର୍ପି ଦେଇଥିଲା ବାପା

କେନ୍ଦୁଝର: ଦୁଷ୍କର୍ମର ଶିକାର ହୋଇ ୭ ମାସର ଗର୍ଭବତୀ ହୋଇଥିବା ନାବାଳିକାଙ୍କୁ ତାଙ୍କ ବାପା ଦୁ‌ର୍ଷ୍କମକାରୀଙ୍କ ଘରେ ଛାଡ଼ି ଦେଇଥିଲେ। ଏ ସଂପର୍କରେ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ସକାଳେ…

୩ ଜଣଙ୍କୁ ହତ୍ୟା ମାମଲାରେ ବାପାଙ୍କୁ ଫାଶୀଦଣ୍ଡ, ପୁଅକୁ ଆଜୀବନ ଜେଲ୍

ସମ୍ବଲପୁର: ବାପାକୁ ଫାଶୀ, ପୁଅକୁ ଆଜୀବନ ଜେଲ୍ । ଲପଡ଼ା ଗାଁରେ ତିନିଜଣଙ୍କୁ ହତ୍ୟା ମାମଲାରେ ସମ୍ବଲପୁର ଜିଲ୍ଲା କୋର୍ଟ ବାପାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବା ବେଳେ ପୁଅକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୨୦୨୦ ମହୁଲପାଲି ଥାନା ଲପଡ଼ା ଗାଁରେ…

ଝାରସୁଗୁଡ଼ା ADJ କୋର୍ଟରେ ହାଜର ହେଲା ଗୋପାଳ ଦାସ

କୋର୍ଟରେ ଗୋପାଳ ଦାସ। ଝାରସୁଗୁଡ଼ା ADJ କୋର୍ଟରେ ହାଜର ହେଲା ଗୋପାଳ ଦାସ। କଡ଼ା ସୁରକ୍ଷା ମଧ୍ୟରେ କଟକ ଚୌଦ୍ବାର ଜେଲ୍ ରୁ ଝାରସୁଗୁଡ଼ା ଅଣାଯାଇଥିଲା। ନବ ଦାସ ହତ୍ୟା ମାମଲାରେ ଗୋପାଳ ବିରୋଧରେ ଚାର୍ଜଫ୍ରେମ ଦାଖଲ ହୋଇନି। ଗୋପାଳ ପକ୍ଷରୁ…

ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲା; ସାମ୍ନାକୁ ଆସିଲା କଲ୍ ଡିଟେଲ ରିପାେର୍ଟ

ଭୁବନେଶ୍ୱର: ବାର ଗର୍ଲ ଶୁଭଲକ୍ଷ୍ମୀ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ । ଏପଟେ ଶୁଭଲକ୍ଷ୍ମୀର କଲ ଡିଟେଲ୍ସ ପୋଲିସର ହସ୍ତଗତ ହୋଇଥିବାବେଳେ ୨ୟ ବୟଫ୍ରେଣ୍ଡକୁ ଥାନାକୁ ଡାକି ଜେରା କରିଛି। ଶୁଭଲକ୍ଷ୍ମୀର ମୃତ୍ୟୁକୁ ନେଇ ପୋଲିସ ଅଡୁଆ ଜାଲରେ ଛନ୍ଦି ହୋଇପଡିଥିବାବେଳେ…