ପୁଣି ଖୋଲିବ ଇନ୍ଦିରା କ୍ୟାଣ୍ଟିନ, ୫ ଟଙ୍କାରେ ଜଳଖିଆ, ୧୦ ଟଙ୍କାରେ ଭୋଜନ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ନେତୃତ୍ୱରେ କଂଗ୍ରେସ ସରକାର ପୁଣିଥରେ ଇନ୍ଦିରା କ୍ୟାଣ୍ଟିନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି | ନିର୍ବାଚନରେ ​​ଜିତିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ପ୍ରଥମ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସେ ବନ୍ଦ ହୋଇପଡିଥିବା ଇନ୍ଦିରା କ୍ୟାଣ୍ଟିନକୁ…

ଆସନ୍ତାକାଲି ଉଦଘାଟିତ ହେବ ନୂତନ ସଂସଦ ଭବନ

ନୂଆଦିଲ୍ଲୀ: ଆସନ୍ତାକାଲି ନୂତନ ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ | ବୈଦିକ ବିଧିବିଧାନ ଅନୁସାରେ ପୂଜା-ହୋମ କରାଯାଇ ସଂସଦ ଭବନର ଉଦଘାଟନ କରାଯିବ | ତେବେ ପ୍ରଧାନମନ୍ତ୍ରୀ ଗତକାଲି ଏହି ସଂସଦ ଭବନର ଏକ ଭିଡିଓ ସେୟାର…

ପ୍ରଥମଥର ପାଇଁ ସାମ୍ନାକୁ ଆସିଲା ଅଯୋଧ୍ୟା ଶ୍ରୀରାମ ମନ୍ଦିରର ଏହି ଫଟୋ; ସରିଲାଣି ୭୦ ପ୍ରତିଶତ କାମ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମାଣଧୀନ ଶ୍ରୀରାମଙ୍କ ମନ୍ଦିରର ଏକ ଫ‌ଟୋ ସାମ୍ନାକୁ ଆସିଛି। ଏହି ଫଟୋ ପ୍ରଥମଥର ପାଇଁ ଲୋକଙ୍କ ଦୃଷ୍ଟିକୁ ଆସିଛି, ଏହାକୁ ଶ୍ରୀରାମ ମନ୍ଦିର ଟ୍ରଷ୍ଟ ସେୟାର କରିଛନ୍ତି। ଏହି ଫଟୋରେ ମନ୍ଦିରର ପ୍ରବେଶ ଦ୍ବାର, ଛାତ ଓ ନିମ୍ନ…

ସଂସଦର ନୂଆ ବିଲଡିଂକୁ ନେଇ ପ୍ରଶ୍ନ ଉଠାଇଲେ ନୀତୀଶ କୁମାର, କାଲି ଜେଡିୟୁ କରିବ ଅନଶନ

ନୂଆଦିଲ୍ଲୀ : ଆସନ୍ତାକାଲି ସଂସଦର ନୂଆ ବିଲଡିଂ ଉଦଘାଟିତ ହେବାକୁ ଯାଉଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହାର ଆବଶ୍ୟକତା ନେଇ ଆଜି ପ୍ରଶ୍ନ ଉଠାଇଛନ୍ତି। ଉଦଘାଟନୀ ଉତ୍ସବକୁ ବୟକଟ କରି ସାରିଥିବା ଜେଡିୟୁ ଆସନ୍ତାକାଲି ଏହାର ପ୍ରତିବାଦରେ ଦିନ…

‘ଆରଏସଏସକୁ ବ୍ୟାନ କରିବାକୁ ଚେଷ୍ଟା କଲେ କଂଗ୍ରେସ ଧ୍ୱଂସ ହୋଇଯିବ’

ମୁମ୍ବାଇ : ଆରଏସଏସ୍‌ ଓ ବଜରଙ୍ଗ ଦଳକୁ ବ୍ୟାନ କରିବା ସମ୍ପର୍କରେ କର୍ଣ୍ଣାଟକା ମନ୍ତ୍ରୀ ପ୍ରିୟଙ୍କ ଖଡଗେ ଦେଇଥିବା ବୟାନକୁ ନେଇ ବିଜେପି ବିବାଦ ସୃଷ୍ଟି କରିଛି। କର୍ଣ୍ଣାଟକା ବିଜେପି ମୁଖ୍ୟ ନଳୀନ କୁମାର କାଟୀଲ ସିଧାସଳଖ ପ୍ରିୟଙ୍କ ଖଡଗେ ଓ…

ଖଡଗେ ଓ କେଜ୍ରିୱାଲଙ୍କ ନାଁରେ ଅଭିଯୋଗ ଦାଖଲ, ରାଷ୍ଟ୍ରପତିଙ୍କ ଜାତିକୁ ନେଇ ଦେଇଥିଲେ ବୟାନ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଅନ୍ୟମାନଙ୍କ ବିରୋଧରେ ଗୋଟିଏ ଅଭିଯୋଗ ଦାଖଲ କରାଯାଇଛି। ଏମାନେ ସଂସଦର ନୂଆ ବିଲଡିଂ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଉଦଘାଟନ କରିବାକୁ ଦାବି କରିଥିଲେ। ଏହି ସମୟରେ…

କର୍ଣ୍ଣାଟକ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ

ବେଙ୍ଗାଲୁରୁ : କର୍ଣ୍ଣାଟକା ମନ୍ତ୍ରିମଣ୍ଡଳରେ ସଦସ୍ୟଙ୍କ ସଂଖ୍ୟା ୩୪ରେ ପହଞ୍ଚିବା ପରେ ଆଜି ବିଭାଗ ଆବଣ୍ଟନ କରାଯାଇଛି। ପୂର୍ବ ଆକଳନ ଅନୁଯାୟୀ କର୍ଣ୍ଣାଟକାର ଅର୍ଥ ବିଭାଗ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜ ପାଖରେ ରଖିଛନ୍ତି। ସେହିପରି ୨୦ ତାରିଖରେ ଶପଥ ନେଇଥିବା ଜି…

ଫେସବୁକରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟ କରି ଆରଟିଆଇ କର୍ମୀ ଗିରଫ

ମୁମ୍ବାଇ : ସୋଶାଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ନେତା କିରିତ ସୋମାୟାଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରିବା ଜଣେ ଆରଟିଆଇ କର୍ମୀଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ମୁମ୍ବାଇ ପୁଲିସ୍‌…

ଅଧ୍ୟାଦେଶ ପ୍ରଦଙ୍ଗରେ କେଜ୍ରିୱାଲଙ୍କୁ ସମର୍ଥନ କଲେ କେସିଆର୍‌

ହାଇଦ୍ରାବାଦ : ଦିଲ୍ଲୀର ପ୍ରଶାସନିକ ପୋଷ୍ଟିଂ ଓ ବଦଳିକୁ ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଗର୍ଜିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଏହି ପ୍ରସଙ୍ଗରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ କରିଥିବା ବେଳେ ଭାରତ…

ମୋଦି ସରକାରଙ୍କୁ ପୂରିଲା ୯ ବର୍ଷ: ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ ପଚାରିଲା କଂଗ୍ରେସ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଆଜି ନରେନ୍ଦ୍ର ମୋଦି ଶାସନ ଗାଦିରେ ୯ ବର୍ଷ ପୂରଣ କରିଛନ୍ତି। ୨୦୧୪ ମସିହା ମେ’ ୨୬ରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପ୍ରଚଣ୍ଡ ଜନମତ ସହ ବିଜେପି କେନ୍ଦ୍ରରେ ସରକାର ଗଠନ କରିଥିଲା।…