April 17, 2026

ଲୋକସଭାରେ ପାରିତ ହୋଇପାରିଲାନି ସମ୍ବିଧାନ ସଂଶୋଧନ ବିଲ୍

ନୂଆଦିଲ୍ଲୀ : କାଟ ଖାଇଲା ସମ୍ବିଧାନ ସଂଶୋଧନ ବିଲ୍ । ଲୋକସଭାରେ ପାରିତ ହୋଇପାରିଲାନି ସମ୍ବିଧାନ ସଂଶୋଧନ ବିଲ୍ । ବିଲ୍ ବିରୋଧରେ ୨୩୦ ଭୋଟ ପଡିଥିଲା। ସପକ୍ଷରେ ପଡିଥିଲା ୨୯୮ ଭୋଟ। ଭୋଟିଂରେ ମୋଟ ୫୨୮ ସଦସ୍ୟ ସାମିଲ ହୋଇଥିଲେ।…

ଗ୍ରୀଷ୍ମ ଋତୁରେ ପିକ୍‌ ଆୱାର୍‌ ସମୟରେ ଜଳବିଦ୍ୟୁତ୍‌ ଉତ୍ପାଦନ ସର୍ବାଧିକ କରିବାକୁ ଗୁରୁତ୍ବ

ଭୁବନେଶ୍ବର: ଆଗାମୀ ଗ୍ରୀଷ୍ମ ମାସଗୁଡ଼ିକରେ ପିକ୍ ଆଓ୍ବାର ସମୟରେ ରାଜ୍ୟର ହାଇଡ୍ରୋ ପାଓ୍ବାର ଜେନେରେସନ୍ ସର୍ବାଧିକ କରିବା ପାଇଁ ଓଡ଼ିଶା ଜଳବିଦ୍ୟୁତ୍‌ ନିଗମ୍‌ (ଓଏଚ୍‌ପିସି) ସହିତ ଆଲୋଚନା କରାଯାଇଛି ବୋଲି ଶୁକ୍ରବାର ହୋଇଥିବା ଶକ୍ତି ବିଭାଗର ସମୀକ୍ଷା ବୈଠକରୁ ଜଣାଯାଇଛି। ବୈଠକରେ…

ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଖରିଫ ୠତୁ ପାଇଁ ସାର ଉପଲବ୍ଧତା ଓ ସୁଷମ ବଣ୍ଟନ ଉପରେ ସମୀକ୍ଷା କରି ସାରର ଲାଷ୍ଟ ମାଇଲ ଡେଲିଭରୀ ଉପରେ ଗୁରୁତ୍ବ ଆରୋପ କରିଛନ୍ତି।…

କାର-ବସ୍ ଧକ୍କା ହୋଇ ଜଳିଗଲା କାର୍ ; ୬ ଯାତ୍ରୀ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : କର୍ଣ୍ଣାଟକର ୟାଦଗିର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଛଅ ଜଣ ପ୍ରାଣ ହରାଇଛନ୍ତି। ଶୁକ୍ରବାର ଦିନ ଏକ କାର ଏବଂ ଏକ ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କାରଟିରେ ନିଆଁ ଲାଗିଯାଇଥିଲା। ଫଳରେ…

ହର୍ମୁଜ୍ ପ୍ରଣାଳୀ ଖୋଲିଲା ଇରାନ

ନୂଆଦିଲ୍ଲୀ: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ହର୍ମୁଜ୍ ପ୍ରଣାଳୀ ଖୋଲିବା ନେଇ ଘୋଷଣା କରିଛନ୍ତି। ଯୁଦ୍ଧବିରତିର ଅବଶିଷ୍ଟ ସମୟ ପାଇଁ ହର୍ମୁଜ୍ ପ୍ରଣାଳୀ ସମ୍ପୂର୍ଣ୍ଣ ଖୋଲା ରହିବ ବୋଲି ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି। ସେ କହିଛନ୍ତି…

ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂହ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପୁଣି ରାଜ୍ୟସଭାର ଉପାଧ୍ୟକ୍ଷ ହେଲେ ହରିବଂଶ ନାରାୟଣ ସିଂହ। ଶୁକ୍ରବାର ଦିନ ରାଜ୍ୟସଭାରେ ଏକ ଐତିହାସିକ ଘଟଣା ରେକର୍ଡ କରାଯାଇଛି। ପ୍ରଥମ ଥର ପାଇଁ ଜଣେ ମନୋନୀତ ସାଂସଦଙ୍କୁ ଉପାଧ୍ୟକ୍ଷ ପଦର ଦାୟିତ୍ୱ ଦିଆଯାଇଛି। ଏହି ଦାୟିତ୍ୱ ହରିବଂଶ…

ଗ୍ୟାସ୍ ପାଇପଲାଇନ୍ ବିସ୍ଫୋରଣ: ୮ ମୃତ

ପାକିସ୍ତାନ : ପାକିସ୍ତାନର ଖାଇବର ପଖତୁନଖ୍ବାର ପ୍ରଦେଶର ହରିପୁର ଜିଲ୍ଲାର ଏକ ଶିଳ୍ପାଞ୍ଚଳରେ ଗତକାଲି ଏକ ଭୟଙ୍କର ଗ୍ୟାସ୍ ପାଇପଲାଇନ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଯେଉଁଥିରେ ୮ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ହରିପୁର ଜିଲ୍ଲାର ହତ୍ତର…

ଭାରି ପଡ଼ିବ ମହିଳା ବିଲକୁ ବିରୋଧ, ପ୍ରଧାନମନ୍ତ୍ରୀଙ୍କ ଚେତାବନୀ

ନୂଆଦିଲ୍ଲୀ: ଭାରୀ ପଡ଼ିବ ମହିଳା ବିଲ୍ କୁ ବିରୋଧ । ବିରୋଧୀଙ୍କୁ ମୋଦିଙ୍କ ଚେତାବନୀ । ମହିଳା ବିଲ୍ କୁ ବିରୋଧ କରୁଥିବା ନେତାଙ୍କୁ ପ୍ରଧାନମନ୍ତ୍ରୀ ଚେତାବନୀ ଶୁଣାଇଛନ୍ତି । ସଂସଦରେ ଆଗତ ବିଲ୍ ଉପରେ ବିତର୍କ କରି ପ୍ରଧାନମନ୍ତ୍ରୀ କହିଛନ୍ତି,…

ଖୁବ୍ ଶୀଘ୍ର ଇରାନ ସହିତ ହେବ ଚୁକ୍ତି, ଶେଷ ହୋଇପାରେ ଯୁଦ୍ଧ: ଟ୍ରମ୍ପ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ବଡ଼ ବୟାନ। ଇରାନ ସହିତ ଚାଲିଥିବା ଯୁଦ୍ଧ ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଯେ ଏହି ଯୁଦ୍ଧ ବହୁତ ସୁରୁଖୁରୁରେ ଆଗକୁ ବଢୁଛି ଏବଂ ଏହା ଖୁବ୍ ଶୀଘ୍ର…

ଅଗ୍ନିକାଣ୍ଡରେ ଚାଲିଗଲା ବିଏସ୍‌ଏଫ୍ ଅଧିକାରୀଙ୍କ ଜୀବନ

କଲକାତା: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାଂଲାଦେଶ ସୀମାନ୍ତରେ ଏକ ଅଗ୍ନିକାଣ୍ଡ ଘଟି ବିଏସ୍‌ଏଫ୍‌ର ଜଣେ ଅଧିକାରୀ ପ୍ରାଣ ହରାଇଛନ୍ତି। ମୃତ ବିଏସ୍‌ଏଫ୍‌ ଅଧିକାରୀ ହେଲେ ଏଏସ୍‌ଆଇ ଜାଗି ରାମ। ସୀମାର ବାଙ୍କରା ବର୍ଡର ଆଉଟପୋଷ୍ଟରେ ବିଏସ୍‌ଏଫର ଏକ…