ହର୍ମୁଜ ପାର୍ ଉଦ୍ୟମ ବେଳେ ଭାରତୀୟ ଜାହାଜ ଉପରକୁ ଗୁଳିମାଡ଼
ନୂଆଦିଲ୍ଲୀ : ହୋଇପାରୁନି ବୁଝାମଣା। ହର୍ମୁଜ ପ୍ରଣାଳୀରେ ଗୁଳିର ଶଦ୍ଦ। ୨ଟି ଜାହାଜ ହର୍ମୁଜ ପାରି ଉଦ୍ୟମ ବେଳେ ଗୁଳି ଶଦ୍ଦ ଶୁଣିବାକୁ ମିଳିଛି। କିନ୍ତୁ କେଉଁ ଦେଶର ଜାହାଜ ହର୍ମୁଜ ପାର ହେଉଥିଲା, ତାହା ବର୍ତ୍ତମାନ୍ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି…
