ଜାତିଆଣ ଆକ୍ଷେପ ଓ ଆକ୍ରମଣ ପରେ ଆତ୍ମଦାହ ଉଦ୍ୟମ କଲେ ଦଳିତ ଯୁବକ
ମୁଜାଫରନଗର: ଉତ୍ତର ପ୍ରଦେଶର ମୁଜାଫରନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଦଳିତ ଯୁବକଙ୍କୁ ଉଚ୍ଚ ଜାତିର ଯୁବକ ଆକ୍ରମଣ କରିବା ଓ ଜାତିଗତ ଆକ୍ଷେପ କରିବା ପରେ ସେ ଆତ୍ମଦାହ ଉଦ୍ୟମ କରିଛନ୍ତି। ତାଙ୍କ ଶରୀରର ୩୦ ପ୍ରତିଶତରୁ ଅଧିକ…
ମୁଜାଫରନଗର: ଉତ୍ତର ପ୍ରଦେଶର ମୁଜାଫରନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଦଳିତ ଯୁବକଙ୍କୁ ଉଚ୍ଚ ଜାତିର ଯୁବକ ଆକ୍ରମଣ କରିବା ଓ ଜାତିଗତ ଆକ୍ଷେପ କରିବା ପରେ ସେ ଆତ୍ମଦାହ ଉଦ୍ୟମ କରିଛନ୍ତି। ତାଙ୍କ ଶରୀରର ୩୦ ପ୍ରତିଶତରୁ ଅଧିକ…
ନୂଆଦିଲ୍ଲୀ: ଫିରୋଜାବାଦର ଶିକୋହାବାଦ ସହରରେ ଥିବା ଏଗକ ପନିପରିବା ଏବଂ କପଡ଼ା ବଜାରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ୫୦ରୁ ୬୦ ଦୋକାନ ଜଳିପୋଡି ପାଉଁଶ ହେବା ସହିତ ଲକ୍ଷାଧିକ ଜିନିଷ ପୋଡି ଛାରଖାର ହୋଇଯାଇଛି । ବଜାରରେ ପାର୍କିଂ ହୋଇଥିବା…
କଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲକତା ପୁଲିସ୍ ଡେପୁଟି କମିଶନର ଶାନ୍ତନୁ ସିହ୍ନା ବିଶ୍ୱାସଙ୍କ ବାସଭବନରେ ଚଢାଉ କରିଛି। ଇଡି ଆଜି ସକାଳ ପ୍ରାୟ ୭ଟା ସମୟରେ ବାଲିଗଞ୍ଜର ଫର୍ଣ୍ଣ ରୋଡରେ ଥିବା ତାଙ୍କ ଘରେ ପହଞ୍ଚି…
ନୂଆଦିଲ୍ଲୀ : ସୁପରଷ୍ଟାର ତଥା ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପଓ୍ବନ୍ କଲ୍ୟାଣ ସ୍ୱାସ୍ଥ୍ୟାବସ୍ଥା ଖରାପ ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ହାଇଦ୍ରାବାଦର ଜୁବଲି ହିଲ୍ସ ସ୍ଥିତ ଏକ ଘରୋଇ ହସପିଟାଲରେ ତାଙ୍କର ସର୍ଜରୀ କରାଯାଇଛି । ଆଉ ଆଗାମୀ ୧୦ ଦିନ ଯାଏଁ…
କଲକତା: ଝାଡ଼ଗ୍ରାମରେ ଝାଲମୁଢି ଖାଇଲେ ପ୍ରଧାନମନ୍ତ୍ରୀ । ପଶ୍ଚିମବଙ୍ଗରେ ମାରାଥନ ନିର୍ବାଚନ ପ୍ରଚାର ବେଳେ ଜଙ୍ଗଲମହଲର ଏକ ରାସ୍ତାକଡ଼ ଦୋକାନରୁ ଝାଲମୁଢି କିଣି ଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଝାଡଗ୍ରାମରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ହେଲିପ୍ୟାଡକୁ ଫେରିବା ବେଳେ, ହଠାତ…
ନୂଆଦିଲ୍ଲୀ: ନିର୍ବାଚନୀ ଲଢ଼େଇ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପଶ୍ଚିମବଙ୍ଗର ବାଙ୍କୁରାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ସେ ଟିଏମସି ଦଳକୁ ଟାର୍ଗେଟ କରି କହିଛନ୍ତି ଯେ ର “ନିର୍ଦ୍ଦୟ ସରକାର” ବିରୁଦ୍ଧରେ ଲୋକଙ୍କ କ୍ରୋଧ ତୀବ୍ର ହେବାରେ ହେଉଛି।…
ତାମିଲନାଡୁ : ତାମିଲନାଡୁ ବିରୁଧନଗର ବାଣ କାରଖାନାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ରହିଛନ୍ତି । କାରଖାନା ଭିତରେ ଅନେକ କର୍ମଚାରୀ ଫସିଥିବା ଆଶଙ୍କା କରାଯାଉଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ…
ଜମ୍ମୁ କଶ୍ମୀର : ଶ୍ରୀନଗର ଏୟାରପୋର୍ଟରୁ ୨ ଜଣ ଆମେରିକୀୟ ନାଗରିକଙ୍କୁ ପୋଲିସ ଗିରଫ କରିଛି । ଏମାନଙ୍କ ଠାରୁ ଜିନିଷ ଯାଞ୍ଚ ବେଳେ ସାଟେଲାଇଟ ଫୋନ ମିଳିଛି । ଏୟାରପୋର୍ଟ ସିକ୍ୟୁରିଟି ପ୍ରଥମେ ପଚରାଉଚରା କରିବା ପରେ ପୋଲିସକୁ ହସ୍ତାନ୍ତର କରିଛି…
ଆଜମେର : ରାଜସ୍ଥାନ ଆଜମେର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜମେର ଜିଲ୍ଲା ସ୍ଥିତ ପ୍ରସିଦ୍ଧ ତୀର୍ଥ ସ୍ଥଳ ପୁଷ୍କର ପାହାଡରୁ ଅନିୟନ୍ତ୍ରିତ ହୋଇ ଖସିଲା ବସ୍ । ଫଳରେ ଦୁଇ ଜଣକ ଜୀବନ ଚାଲିଯାଇଥିବା ବେଳେ ୧୨ରୁ ଅଧିକ ଆହତ…
ନୂଆଦିଲ୍ଲୀ: ଇଟାଲୀରେ ୨ ଜଣ ଭାରତୀୟଙ୍କୁ ହତ୍ୟା । ଇଟାଲୀର ବେରଗାମୋ ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ବିଳମ୍ବିତ ରାତିରେ ବୈଶାଖୀ ପର୍ବ ପାଇଁ ଗୁରୁଦ୍ୱାରରେ ଏକତ୍ରିତ ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଗୁଳି କରି…