ମା’ କାଳୀଙ୍କୁ ଅପମାନ କରି କ୍ଷମା ମାଗିଲା ୟୁକ୍ରେନ

ମା' କାଳୀଙ୍କୁ ଅପମାନ କରି କ୍ଷମା ମାଗିଛି ଯୁଦ୍ଧ ଦ୍ୱାରା ପ୍ରଭାବିତ ୟୁକ୍ରେନ। ରବିବାର ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ମା’ କାଳୀଙ୍କ ଏକ ଆପତ୍ତିଜନକ ଫଟୋ ପୋଷ୍ଟ କରାଯାଇଥିଲା। ୟୁକ୍ରେନର ଉପ ପ୍ରତିରକ୍ଷା ମନ୍ତ୍ରୀ ଏପରି ପୋଷ୍ଟ କରିଥିଲେ। ତେବେ ତାଙ୍କର ଏପରି ପୋଷ୍ଟକୁ…

ଏନସିପିର ସଭାପତି ପଦରୁ ଶରଦ ପାୱାରଙ୍କ ଇସ୍ତଫା

ନୂଆଦିଲ୍ଲୀ : ବରିଷ୍ଠ ରାଜନେତା ତଥା ଏନସିପିର ସଭାପତି ଶରଦ ପାୱାର ସଭାପତି ପଦରୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ଦଳର ସଭାପତି ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ସେ ଏହି…

ଆମେରିକାରେ ବ୍ୟାଙ୍କ ସଂକଟ : ବନ୍ଦ ହେଲା ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କ୍

ସାନ୍ ଫ୍ରାନସିସକୋ : ଆମେରିକାର ଗୋଟିକ ପରେ ଗୋଟିଏ ବ୍ୟାଙ୍କ ବିଫଳ ହେବାରେ ଲାଗିଛି । ଫାଷ୍ଟ ରିପବ୍ଲିକ ନାମକ ବ୍ୟାଙ୍କ ଦେବା​ଳିଆ ଘୋଷିତ ହୋଇଛି । ଏହା ପରେ ଆମେରିକାର ଆର୍ଥିକ କର୍ତ୍ତୃପକ୍ଷ କାଲିଫର୍ଣ୍ଣିଆର ଏହି ବ୍ୟାଙ୍କକୁ ନିୟନ୍ତ୍ରଣକୁ ନେଇଛନ୍ତି…

କର୍ଣ୍ଣାଟକ ନିର୍ବାଚନ ଇସ୍ତାହାର ପ୍ରକାଶ କଲା ବିଜେପି

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ଜାରି । ସୋମବାର ରାଷ୍ଟ୍ରିୟ ସଭାପତି ଜେପି ନଡ୍ଡା ବେଙ୍ଗାଲୁରୁରେ ଦଳର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପା…

ଆମ ସେନା ପାଖରେ ଏପରି ଟ୍ୟାଙ୍କ ନାହିଁ ଯାହା ଭାରତକୁ ସାମ୍ନା କରିପାରିବ: ପୂର୍ବତନ ପାକ୍ ସେନାମୁଖ୍ୟ ବାଜୱା

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ନଥିବା ବେଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦୁଇ ପାକିସ୍ତାନୀ ସାମ୍ବାଦିକ ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ କମର ଜାଭେଦ୍ ବାଜୱାଙ୍କ ବିଷୟରେ…

ଜନ୍ତର ମନ୍ତରରେ ଧାରଣାରତ କୁସ୍ତିଯୋଦ୍ଧାଙ୍କ ସହିତ ଯୋଗ ଦେଲେ ନବଜୋତ୍‌ ସିଂ ସିଦ୍ଧୁ

ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ‘ରେସ୍‌ଲିଙ୍ଗ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ’ର (ଡବ୍ଲୁଏଫ୍‌ଆଇ) ମୁଖ୍ୟ ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ପ୍ରତିବାଦ ଚଳାଇଥିବା କୁସ୍ତି ଖେଳାଳିଙ୍କ ସହିତ ଆଜି କଂଗ୍ରେସ ନେତା ନବଜୋତ୍‌ ସିଦ୍ଧୁ ଯୋଗ ଦେଇଛନ୍ତି। ‘ଟୁଇଟର୍‌’ରେ ଫଟୋ ସେୟାର୍‌ କରି ସିଦ୍ଧୁ…

ସଂପର୍କ ସ୍ଥାପନାର ଆଶା ନଥିଲେ ହୋଇପାରିବ ଛାଡପତ୍ର : ସୁପ୍ରିମକୋର୍ଟ

ବିବାହ ସମ୍ପର୍କ ଏବଂ ଛାଡପତ୍ରକୁ ନେଇ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ । କୌଣସି ବୈବାହିକ ସମ୍ପର୍କରେ ଯଦି ସୁଧାର ହେବା ନେଇ ଆଶା ନଥାଏ, ତେବେ ଛାଡପତ୍ରକୁ ଅନୁମତି ମିଳିପାରିବ । ଏକ ମାମଲାର ଶୁଣାଣି କରିବା ସମୟରେ…

୧୪ ମେସେଞ୍ଜର ମୋବାଇଲ ଆପ୍ଲିକେସନ ବ୍ଲକ

କେନ୍ଦ୍ର ସରକାର ବ୍ଲକ କଲେ ୧୪ ମେସେଞ୍ଜର ମୋବାଇଲ ଆପ୍ଲିକେସନ । ଯେଉଁ ଆପ୍ଲିକେସନ ଗୁଡ଼ିକୁ ଜମ୍ମୁ ଓ କାଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରାଯାଉଥିଲା । ଇଣ୍ଟେଲିଜେନ୍ସ ଏଜେନ୍ସି ପାଖରୁ ସୂଚନା ମିଳିବା ପରେ ସରକାର ଏହି ପଦକ୍ଷେପ…

ବନେଟରେ ଲାଖିଥିବା ବ୍ୟକ୍ତିଙ୍କୁ ୩ କିମି ଯାଏ ଘୋଷାଡ଼ି ନେଲେ କାର ଚାଳକ

ରାଜଧାନୀ ଦିଲ୍ଲୀରୁ ଆସିଛି ବିଚଳିତ କରିବା ଭଳି ଘଟଣା। ଜଣେ ବ୍ୟକ୍ତିଙ୍କୁ କାର୍‌ ବନେଟରେ ଲାଖିଥିବା ବେଳେ ତାଙ୍କୁ ଦୀର୍ଘ ୩ କିମି ବାଟ ଘୋଷାଡ଼ି ନେଇଛନ୍ତି ଡ୍ରାଇଭର। ଏହି କାର୍‌ଟି ବିହାର ସାଂସଦ ଚନ୍ଦନ ସିଂହଙ୍କର ବୋଲି କୁହାଯାଉଛି। କିନ୍ତୁ…

ପଞ୍ଜାବ ଲୁଧିଆନା ଗ୍ୟାସ ଲିକ୍‌ ଘଟଣା : ଏଫଆଇଆର ରୁଜୁ, ୧୧ ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ କ୍ଷତିପୂରଣ

ପଞ୍ଜାବ ଲୁଧିଆନାରେ ଗ୍ୟାସ୍‌ ଲିକ୍‌ ହୋଇ ୯ ଜଣ ମୃତ୍ୟୁବରଣ କରିଥିବା ବେଳେ ୧୧ ଜଣ ଗୁରୁତର ରହିଛନ୍ତି । ଏହି ଘଟଣାରେ ମୃତକଙ୍କ ପରିବାରକୁ ୨-୨ ଲକ୍ଷ ଟଙ୍କାର କ୍ଷତିପୂରଣ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା…