National & International

CBSEର ବଡ଼ ନିଷ୍ପତ୍ତି, ଏଣିକି ବର୍ଷକୁ ୨ ଥର ହେବ ଦଶମ ବୋର୍ଡ଼ ପରୀକ୍ଷା

ନୂଆଦିଲ୍ଲୀ,୨୫।୬: ଯଦି ଆପଣଙ୍କ ପିଲାମାନେ ଦଶମ ଶ୍ରେଣୀ ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬ରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପଦ୍ଧତିରେ ଏକ ବଡ଼ ପରିବର୍ତ୍ତନ…

ପାକିସ୍ତାନର ମୁଣ୍ଡବିନ୍ଧାର କାରଣ ପାଲଟିଲେଣି ଆତଙ୍କବାଦୀ

ନୂଆଦିଲ୍ଲୀ: ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ୨୦୧୯ରେ ହେପାଜତକୁ ନେଇଥିବା ନେଇ ଦାବି କରିଥିବା ପାକିସ୍ତାନ ସେନାର ମେଜର ମୋଇଜ୍ ଆବାସ ଶାହଙ୍କ ମୃତ୍ୟୁ ହୋଇଛି। ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନ ଅଞ୍ଚଳରେ ତେହରିକ୍-ଏ-ତାଲିବାନ୍ (ଟିଟିପି) ସହିତ ଏନକାଉଣ୍ଟର ସମୟରେ ମେଜର ମୋଇଜ୍…

ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡକୁ ମୋଦୀ ସରକାରଙ୍କ ବଡ ଉପହାର

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରର ମୋଦୀ ସରକାର ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡକୁ ଏକ ବଡ଼ ଉପହାର ଦେଇଛନ୍ତି। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପୁଣେ ମେଟ୍ରୋର…

ପୁଣି କର୍ମଚାରୀ ଛଟେଇ କରିବ ମାଇକ୍ରୋସଫ୍ଟ

ନୂଆଦିଲ୍ଲୀ: ପୁଣି କିଛି କର୍ମଚାରୀଙ୍କ ଛଟେଇ କରିବାକୁ ଯାଉଛି ମାଇକ୍ରୋସଫ୍ଟ। କମ୍ପାନି ଆଉ ଏକ ପର୍ଯ୍ୟାୟ ଚାକିରି କାଟଛାଣ୍ଟ ଯୋଜନା କରୁଛି। ଗତ ୧୮ ମାସ ମଧ୍ୟରେ ଏହା ହେଉଛି ମାଇକ୍ରୋସପ୍ଟର ଚତୁର୍ଥ ପ୍ରମୁଖ ଛଟେଇ ଅଭିଯାନ। ଏହି ଛଟେଇ ଅନେକଙ୍କ…

ଆମେରିକାର ଲକ୍ଷ୍ୟଭେଦ କରୁଥିବା ଘାତକ ପରମାଣୁ କ୍ଷେପଣାସ୍ତ୍ର ବିକଶିତ କରୁଛି ପାକିସ୍ତାନ

ୱାଶିଂଟନ: ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକ ଦାବି କରିଛନ୍ତି ଯେ ପାକିସ୍ତାନ ଗୁପ୍ତ ଭାବରେ ଏକ ଆନ୍ତଃମହାଦେଶୀୟ ନ୍ୟୁକ୍ଲିୟର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ଆଇସିବିଏମ) ନିର୍ମାଣ କରିବା ପାଇଁ ଦ୍ରୁତ ଗତିରେ କାମ କରୁଛି। ରିପୋର୍ଟରେ କୁହାଯାଇଛି ଯେ, ଯଦି ପାକିସ୍ତାନ ଏହି କ୍ଷମତା…

୪ ଦିନ ମହାକାଶରେ ରହିବା ପାଇଁ ଯାତ୍ରା ଆରମ୍ଭ କରିଥିବା ଶୁଭାଂଶୁଙ୍କ ପାରିଶ୍ରମିକକୁ ନେଇ ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ: ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ ପରେ ୨ୟ ଭାରତୀୟ ଭାବେ ଶୁଭାଂଶୁ ଶୁକ୍ଳା ୩ଜଣ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାଉଛନ୍ତି । ଏଭଳି ସମୟରେ ଶୁକ୍ଳାଙ୍କୁ ୧୪ ଦିନ ମହାକାଶରେ ରହିବା ପାଇଁ କେତେ…

ମହାକାଶରେ ଉଡ଼ିବ ତ୍ରିରଙ୍ଗା: ୧୯୮୪ରୁ ୨୦୨୫.. ୪୧ ବର୍ଷ ପରେ ମହାକାଶ ଗଲେ ୨ୟ ଭାରତୀୟ

ନୂଆଦିଲ୍ଲୀ: ୧୯୮୪ ମସିହା, ଏକ ଶୀତୁଆ ସକାଳରେ ମହାକାଶ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲେ ଭାରତୀୟ ବାୟୁସେନା ଅଧିକାରୀ ରାକେଶ ଶର୍ମା । ସୋୟୁଜ୍ ଟି-୧୧ ଇଞ୍ଜିନର ଗର୍ଜନ ସହ ସେ ଉପରକୁ ଉଠିବାକୁ ଲାଗିଲେ ଆଉ କିଛି ସମୟ ପରେ…

ଅସ୍ତ୍ରବିରତି ପାଇଁ ରାଜି ହେଲା ଇରାନ

ନୂଆଦିଲ୍ଲୀ: ୧୨ ଦିନ ଧରି ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଶେଷ । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଯୁଦ୍ଧବିରତି ଆରମ୍ଭ ହୋଇଥିବା ନେଇ ଘୋଷଣା କରିଦେଇଛନ୍ତି । ଏହାକୁ ଉଲଘଂନ ନକରିବାକୁ ବି କହିଛନ୍ତି । ଆଉ…

ଜୁଲାଇ ୧ରୁ ବଢିବ ଟ୍ରେନ ଭଡ଼ା

ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଭାରତୀୟ ରେଳବାଇ ଗତ କିଛି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଯାତ୍ରୀବାହୀ ଟ୍ରେନ ଭଡା ବୃଦ୍ଧି କରିବାକୁ ଯାଉଛି। ଆସନ୍ତା ଜୁଲାଇ ୧ରୁ ସଂଶୋଧିତ ଦର ଲାଗୁ ହେବ। ରିପୋର୍ଟ ଅନୁଯାୟୀ, ଅଣ-ବାତନୁକୂଳିତ ଟ୍ରେନ…

ହନିମୁନ୍ ହତ୍ୟା ମାମଲାରେ ୮ ଗିରଫ, ନାର୍କୋ ଟେଷ୍ଟ ଦାବି କରିବେ ରାଜା ରଘୁବଂଶୀଙ୍କ ପରିବାର

ସ୍ୱାମୀ ରାଜା ରଘୁବଂଶୀ ହତ୍ୟା ମାମଲାରେ ସୋନମ୍ ରଘୁବଂଶୀ ମୁଖ୍ୟ ଅଭିଯୁକ୍ତ ବୋଲି ସ୍ପଷ୍ଟ ହେବାରେ ଲାଗିଛି। ଏହି ଘଟଣାରେ ସୋନମ୍ ରଘୁବଂଶୀ ଇନ୍ଦୋରରେ ରହୁଥିବା ଫ୍ଲାଟର ମାଲିକଙ୍କ ସମେତ ଆଠ ଜଣଙ୍କୁ ପୁଲିସ ଗିରଫ କରିଛି। ସୋନମ୍, ତାଙ୍କ ଅଭିଯୁକ୍ତ…