National & International

ରେପୋ ହାର ହ୍ରାସ, ଶସ୍ତା ହେଲା ଗୃହ ଋଣ

ନୂଆଦିଲ୍ଲୀ: କମିଲା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ରେପୋ ରେଟ୍‌। ଶୁକ୍ରବାର ଦିନ ପ୍ରମୁଖ ଋଣ ହାର ବା ରେପୋ ହାର ୫୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ପୂର୍ବରୁ ୬% ରହିଥିବା ବେଳେ ତାହା ହ୍ରାସ ପାଇ ଏବେ ୫.୫…

ଶିବସେନା ୟୁବିଟି ସହ ଏମଏନଏସ ମେଣ୍ଟ ନେଇ ବଡ ବୟାନ ଦେଲେ ଉଦ୍ଧବ ଠାକରେ

ନୂଆଦିଲ୍ଲୀ: ଉଦ୍ଧବ ଠାକରେ ରାଜ ଠାକରେଙ୍କ ଦଳ ସହିତ ମେଣ୍ଟ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଶିବସେନା ୟୁବିଟି ମୁଖ୍ୟ ଆଜି କହିଛନ୍ତି ଯେ ମହାରାଷ୍ଟ୍ରର ହୃଦୟରେ ଯାହା ଅଛି ତାହା ଘଟିବ। ସେ କହିଛନ୍ତି ଯେ ଆମର ଓ…

ଅପରେସନ ସିନ୍ଦୂରକୁ ମନେ ରଖିବ ପାକିସ୍ତାନ : ଚେନାବ ସେତୁକୁ ଉଦଘାଟନ କରି କହିଲେ ମୋଦୀ

ଶ୍ରୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (ଜୁନ୍ ୬, ୨୦୨୫) ଜମ୍ମୁ ଏବଂ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ସେତୁର ଉଦଘାଟନ କରିଛନ୍ତି। ଏହି ସେତୁ ଚେନାବ ନଦୀ ଉପରେ ନିର୍ମିତ ଏବଂ ଏହାକୁ ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଭାବରେ…

ଭାରତ ଛାଡିବା ପୂର୍ବରୁ ଅରୁଣ ଜେଟଲୀଙ୍କ ପରାମର୍ଶ ନେଇଥିଲେ ବୋଲି କହିଲେ ମାଲ୍ୟା

ନୂଆଦିଲ୍ଲୀ: ଦେଶରୁ ହଜାର ହଜାର କୋଟି ଟଙ୍କା ନେଇ ପଳାଇ ଯାଇଥିବା ବ୍ୟବସାୟୀ ବିଜୟ ମାଲ୍ୟ ଗୋଟିଏ ସପ୍ତାହ ହେବ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏକ ପୋଡକାଷ୍ଟରେ ବିଜୟ ମାଲ୍ୟ ଯେଉଁ ବୟାନ ଦେଇଛନ୍ତି ତାହା ଏବେ ଭାରତୀୟ ରାଜନୀତି…

ପୂର୍ବତନ ସାଂସଦ ପିନାକୀ ମିଶ୍ରଙ୍କୁ ମହୁଆ ମୋଇତ୍ରା ବିବାହ କରିଥିବା ଚର୍ଚ୍ଚା

ବିବାହ ବନ୍ଧନରେ ଆବଦ୍ଧ ହେଲେ ପିନାକୀ ମିଶ୍ର ଏବଂ ମହୁଆ ମୋଇତ୍ରା ! ଜର୍ମାନୀରେ ନିରାଡ଼ମ୍ବର ଭାବେ ବିବାହ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି । ବିବାହ ସମାରୋହ ୩ ମଇରେ ହୋଇଥିବା ସୂଚନା ମିଳିଛି । ବର୍ଲିନର ଗ୍ରାଣ୍ଡନବର୍ଗ ଗେଟ…

ସାମ୍ନାକୁ ଆସିଲା ବେଙ୍ଗାଲୁରୁ ଦଳାଚକଟାର ପ୍ରମୁଖ କାରଣ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟାରେ ୧୧ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ଷ୍ଟାଡିୟମ ବାହାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଯୋଗୁଁ ଏଭଳି ଅଘଟଣ ଘଟିଛି ବୋଲି ଅଧିକାରୀ କହିଛନ୍ତି ।…

ସାରା ଦେଶରେ ୪ ହଜାରରୁ ଅଧିକ ସକ୍ରିୟ କରୋନା ମାମଲା

ନୂଆଦିଲ୍ଲୀ : ସାରା ଦେଶକୁ ପୁଣି ଥରେ କବଳିତ କରିଛି କରୋନା। କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ସାରା ଦେଶରେ ୪ ହଜାରରୁ ଅଧିକ ସକ୍ରିୟ ମାମଲା ରିପୋର୍ଟ ଆସିଛି। କରୋନାର ସକ୍ରିୟ ମାମଲା ୪,୮୬୬…

ଇମରାନ ଖାନଙ୍କ ପତ୍ନୀଙ୍କ ପଛରେ ପଡ଼ିଛନ୍ତି ଆସିମ ମୁନିର ! ପାକିସ୍ତାନ ପୂର୍ବତନ ପିଏମଙ୍କ ସାଂଘାତିକ ଖୁଲାସା

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରୀକ-ଏ-ଇନସାଫ (PTI) ନେତା ଇମରାନ ଖାନ ସେନା ମୁଖ୍ୟ ଜେନେରାଲ ଆସିମ ମୁନିରଙ୍କ ବିରୋଧରେ ଗୁରୁତର ଓ ବ୍ୟକ୍ତିଗତ ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ଜେନେରାଲ ମୁନିର ତାଙ୍କୁ ଇଣ୍ଟର-ସର୍ଭିସେସ…

ଟ୍ରମ୍ପ ପ୍ରଶାସନ ବିରୋଧରେ ଖୋଲାଖୋଲି ସ୍ଵର ଉତ୍ତୋଳନ କଲେ ମସ୍କ

ଓ୍ବାଶିଂଟନ: ଟେସ୍‌ଲା ମୁଖ୍ୟ ଏଲନ ମସ୍କ ଏବେ ଖୋଲାଖୋଲି ଭାବରେ ଟ୍ରମ୍ପ ପ୍ରଶାସନକୁ ବିରୋଧ କରୁଛ୍ତି। ଟ୍ରମ୍ପ ପ୍ରଶାସନ ଦ୍ୱାରା ଆଗତ ଟିକସ ବିଲ୍‌କୁ ମସ୍କ ତୀବ୍ର ସମାଲୋଚନା କରିଛନ୍ତି। ନିକଟରେ ମସ୍କ ସରକାରୀ ଦକ୍ଷତା ବିଭାଗର ମୁଖ୍ୟ ପଦରୁ ଇସ୍ତଫା…

ବନ୍ୟାର ବିକଟାଳ ରୂପ: ଆସାମରେ ବନ୍ୟା ନେଲାଣି ୧୯ ଜୀବନ

ଆସାମ: ବନ୍ୟାରେ ବେହାଲ ଆସାମ । ୫ ଦିନ ବିତିଲାଣି ତଥାପି ସୁଧୁରୁନି ସ୍ଥିତି । ଏବେବି ପାଣି ଘେରରେ ରହିଛନ୍ତି ଲୋକେ । ଛାଡୁନି ପାଣି, ସୁଧୁରୁନି ଅବସ୍ଥା । ଆସାମର ମୋରିଗାଁଓ ଜିଲ୍ଲାରେ ସ୍ଥିତି ପୂରା ସଙ୍ଗୀନ ଅଛି…