ସନ୍ଦେଶଖାଲିକୁ ମୁଖ୍ୟ ପ୍ରସଙ୍ଗ କଲେ, ଟିଏମସିକୁ ଧୋଇଲେ ମୋଦି

ବେଙ୍ଗଲରେ ଜନସଭା କରି କ୍ଷମତାସୀନ ଟିଏମସି ଉପରେ ଜୋରଦାର ଢଙ୍ଗରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶେଷ କରି ସନ୍ଦେଶଖାଲି ଘଟଣାକୁ ମୁଖ୍ୟ ପ୍ରସଙ୍ଗ କରି ମୋଦି କହିଛନ୍ତି ଯେ ଟିଏମସି ମୁଖ୍ୟ ଅଭିଯୁକ୍ତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ…

ବୈଜ୍ଞାନିକଙ୍କ ଦାବି: ବୈଦ୍ୟୁତିକ ଯାନରୁ ନିର୍ଗତ ହେଉଛି ଅଧିକ ପ୍ରଦୂଷଣ କଣିକା

ଜଳବାୟୁ ପରିବର୍ତ୍ତନର ଘୋର ବିପତ୍ତି ସମୟରେ ଇଲେକ୍ଟ୍ରିକ୍ ଭେଇକିଲ୍ ବା ବୈଦ୍ୟୁତିକ ଯାନ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। ଅନେକ ଲୋକ ବିଶ୍ୱାସ କରନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲ ଯାନ ଅପେକ୍ଷା ବୈଦ୍ୟୁତିକ ଯାନ (ଇଭି) ପରିବେଶ ପାଇଁ ଭଲ,…

ଭାରତୀୟ ଯୁବକଙ୍କୁ ଯୁଦ୍ଧରେ ଲଗାଉଛି ରୁଷ; ଉଦ୍ଧାର ପାଇଁ କଲେ ନିବେଦନ

‘ଆମେ ବୁଲାବୁଲି କରିବାକୁ ରୁଷ ଆସିଥିଲୁ। ବୁଲାବୁଲି ସାରି ଭାରତ ଫେରିଥାନ୍ତୁ। ମାତ୍ର ଏଠାରେ ରୁଷ ସୈନିକ ଆମକୁ କାବୁ କରି ୟୁକ୍ରେନ ବିରୋଧି ଯୁଦ୍ଧରେ ନିୟୋଜିତ କରୁଛନ୍ତି। ଆମେ ଠିକ୍‌ ଭାବେ ବନ୍ଧୁକ ଧରିବା ଶିଖି ନ ଥିବା ବେଳେ ଆମକୁ…

ଉଜ୍ଜୟିନୀ ମହାକାଳ ମନ୍ଦିରରେ ରାହୁଲ ଗାନ୍ଧି, ଶୁଭିଲା ‘ମୋଦୀ ମୋଦୀ’ ସ୍ଲୋଗାନ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡୋ ନ୍ୟାୟ ଯାତ୍ରା ଆଜି ମଧ୍ୟପ୍ରଦେଶର ଉଜ୍ଜୟିନୀରେ ପହଞ୍ଚିଛି। ଉଜ୍ଜୟିନୀର ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳ ମନ୍ଦିରରେ ରାହୁଲ ଗାନ୍ଧି ପୂଜାର୍ଚ୍ଚନା କରିଥିଲୋ । ତେବେ ମନ୍ଦିରର ଗର୍ଭଗୃହ ଭିତରକୁ ଯିବାକୁ…

ଚାଇନା ସହ ଡିଲ୍‌ କଲା ମାଳଦ୍ୱୀପ: ଭାରତୀୟ ସୈନ୍ୟ ସମ୍ପର୍କରେ ରାଷ୍ଟ୍ରପତି ଦେଲେ ଏମିତି ବୟାନ

ନୂଆଦିଲ୍ଲୀ : ଭାରତୀୟ ସେନା ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ଆସନ୍ତା ମେ’ ୧୦ ତାରିଖ ପରଠାରୁ ଭାରତୀୟ ପ୍ରତିରକ୍ଷା ବିଭାଗ ସହ ଜଡ଼ିତ କୌଣସି କର୍ମଚାରୀ ବା ଯବାନ ମାଳଦ୍ୱୀପରେ ରହିବେ ନାହିଁ ବୋଲି…

ଭଡ଼ା ଘରୁ ମିଳିଲା ଦମ୍ପତି ଓ ୩ ପିଲାଙ୍କ ମୃତଦେହ, ସମସ୍ତେ ସ୍ତବ୍ଧ

ତ୍ରିଭେନ୍ଦ୍ରମ : ଭଡ଼ା ଘର ଭିତରୁ ମିଳିଛି ଜଣେ ଦମ୍ପତି ଓ ସେମାନଙ୍କର ୩ ପିଲାଙ୍କ ମୃତଦେହ। ଅତ୍ୟନ୍ତ ରହସ୍ୟଜନକ ଭାବେ ସେମାନଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଏଯାଏ ଜଣାପଡ଼ିନାହିଁ। ହେଲେ କେରଳର କୋଟାୟମ ଜିଲ୍ଲା ଅନ୍ତର୍ଗତ ପାଲା ନିକଟରେ…

ନା ଇଣ୍ଡିଆ ନା ଏନଡିଏ, ଏହି ଦଳ ସହ ମେଣ୍ଟ କଲେ ମାୟାବତୀ

ଲଖନଉ: ନା ଇଣ୍ଡିଆ ନା ଏନଡିଏ ଦକ୍ଷିଣ ଭାରତର ଏହି ଦଳ ସହ ଶେଷରେ ମେଣ୍ଟ କରିଛନ୍ତି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ | ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସପି ସୁପ୍ରିମୋ ମାୟାବତୀଙ୍କ ଦଳ ଦକ୍ଷିଣ ଭାରତର ତେଲେଙ୍ଗାନାରେ…

ଆସନ୍ତାକାଲି ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦେଶର ପ୍ରଥମ ‘ଅଣ୍ଡର ୱାଟର ମେଟ୍ରୋ ଟ୍ରେନ’ର ଉଦଘାଟନ କରିବେ। ହୁଗଳି ନଦୀ ତଳେ କୋଲକାତାର ‘ଅଣ୍ଡର ୱାଟର ମେଟ୍ରୋ’ ନିର୍ମାଣ କରାଯାଇଛି। କିଛି ଦିନ ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋଲକାତା ମେଟ୍ରୋ…

ସୀମା ଓ ସଚିନଙ୍କ ବିରୋଧରେ ଅଭିଯୋଗ ଆଣିଲେ ଗୁଲାମ: ପଠାଇଲେ ୬କୋଟି ଟଙ୍କାର ନୋଟିସ

ନୂଆଦିଲ୍ଲୀ: ପବଜି ଗେମ ଖେଳୁ‌ଖେଳୁ ଭାରତରେ ରହୁଥିବା ସଚିନ ମିଣାଙ୍କ ପ୍ରେମରେ ପଡ଼ିଯାଇଥିଲେ ପାକିସ୍ତାନୀ ମହିଳା ସୀମା ହାଇଦର। ଏହାପରେ ସେ ନିଜର ଚାରିପିଲାଙ୍କୁ ଧରି ପାକିସ୍ତାନ ସୀମା ଡେଇଁ ଭାରତକୁ ଚାଲି ଆସିଥିଲେ। ସଚିନ ମିଣାଙ୍କ ପରିବାର ବି ସୀମାଙ୍କୁ…

ନିର୍ବାଚନୀ ବଣ୍ଡ: ସମୟ ମାଗିଲା ଏସ୍‌ବିଆଇ, ତଥ୍ୟ ଲୁଚାଇବା କଥା ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ : ନିର୍ବାଚନୀ ବଣ୍ଡ ଜରିଆରେ ରାଜନୀତିକ ଦଳଗୁଡ଼ିକ ପାଇଥିବା ଚାନ୍ଦା ସମ୍ପର୍କରେ ତଥ୍ୟ ଦେବାକୁ ଏସ୍‌ବିଆଇ ଅଧିକ ସମୟ ମାଗିଛି। ଜୁନ ୩୦ ଯାଏ ସମୟ ଦେବାକୁ ଦିନକ ତଳେ ଏସ୍‌ବିଆଇ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛି। ଏସବିଆଇର ଏପରି ଆବେଦନ…