୧୨ରେ ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ୱଶର୍ମା

ଆସାମ: ଆଗାମୀ ମେ ୧୨ରେ ଦ୍ଵିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ୱ ଶର୍ମା। ନୂତନ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ହିମନ୍ତ। ଆସାମ ବିଧାନସଭା ନିର୍ବାଚନରେ ଏନଡିଏ ​​ମେଣ୍ଟର…

ନିର୍ବାଚନ ପୂର୍ବରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଲେ ଯୋଗୀ ସରକାର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ରବିବାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଅନେକ ବିଧାୟକଙ୍କୁ ନୂତନ ମନ୍ତ୍ରୀ ମଣ୍ଡଳରେ ସାମିଲ କରି ଦଳକୁ ମଜବୁତ କରିଛନ୍ତି ଯୋଗୀ। ମନ୍ତ୍ରୀ ଭାବରେ ଶପଥ ନେଇଥିବା…

କଂଗ୍ରେସ ସୁବିଧାବାଦୀ, କେବଳ ବିଶ୍ୱାସଘାତକତା କରିବା ଜାଣିଛି: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବେଙ୍ଗାଲୁରୁରେ ଦି ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ୪୫ତମ ବାର୍ଷିକୀ ସମାରୋହରେ ଯୋଗଦେଇ କଂଗ୍ରେସ ଦଳକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ସୁବିଧାବାଦୀ। କେବଳ ବିଶ୍ୱାସଘାତକତା କରିବା ଜାଣିଛି। ତାମିଲନାଡୁର ବର୍ତ୍ତମାନର…

ନେପାଳରେ ଭୂମିକମ୍ପ, ତୀବ୍ରତା ୪.୧

ନେପାଳ : ଆଜି ନେପାଳର ପାର୍ବତ୍ୟାଞ୍ଚଳ ଜିଲ୍ଲା ଦାର୍ଚୁଲାରେ ଭୂମିକମ୍ପ ଝଟକା । ଯାହାର ତୀବ୍ରତା ୪.୧ ଥିବା ଜଣାପଡିଛି । ଆଜି ସକାଳ ପ୍ରାୟ ୧୧ଟା ୫୫ ମିନିଟ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର କେନ୍ଦ୍ରସ୍ଥଳ ଦାର୍ଚୁଲା ଜିଲ୍ଲାର…

ଥାଲପତି ବିଜୟଙ୍କ ବଡ଼ ଘୋଷଣା, ମିଳିବ ୨୦୦ ୟୁନିଟ ମାଗଣା ବିଜୁଳି

ତାମିଲନାଡୁ : ବିଜୟଙ୍କ ବଡ଼ ଘୋଷଣା ।  ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ ପରେ ବଡ଼ ଘୋଷଣା କଲେ ଥାଲାପତି ବିଜୟ । ଜନତାଙ୍କୁ ମିଳିବ ୨୦୦ ୟୁନିଟ ମାଗଣା ବିଜୁଳି ।  ସେହିପରି ମହିଳାଙ୍କ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଘୋଷଣା…

ଫ୍ଲୋରିଡାରେ ବୋଟ୍ ବିସ୍ଫୋରଣ, ୧୧ ଆହତ

ଆମେରିକା : ଆମେରିକାର ଫ୍ଲୋରିଡାରେ ମିଆମି ବିଚ୍ ନିକଟରେ ଥିବା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ହାଉଲୋଭର ସ୍ୟାଣ୍ଡବାରରେ ବୋଟ୍ ବିସ୍ଫୋରଣ ହୋଇଛି । ଡଙ୍ଗାରୁ ଗ୍ୟାସ୍ ଲିକ୍ ହେବା ପରେ ବିସ୍ଫୋରଣ ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ, ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ହାଉଲୋଭର…

ତାମିଲନାଡୁରେ ବିଜୟଙ୍କ ଯୁଗ, ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

ତାମିଲନାଡୁ : ତାମିଲନାଡୁରେ ବିଜୟଙ୍କ ଯୁଗ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଥାଲପତି ବିଜୟ । ୧୯୭୬ ପରେ ପ୍ରଥମ ଅଣଦ୍ରାବିଡ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ।…

ଆତଙ୍କୀ ଆକ୍ରମଣ ଆଶଙ୍କା: ଦିଲ୍ଲୀରେ ହାଇଆଲର୍ଟ

ନୂଆଦିଲ୍ଲୀ : ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଅନେକ ଅଞ୍ଚଳକୁ, ସରକାରୀ କାର୍ଯ୍ୟାଳୟ ଏବଂ ଜନଗହଳି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୂଚନାନୁଯାୟୀ, ପ୍ରମୁଖ ସରକାରୀ କୋଠା, ରାଜନୈତିକ କାର୍ଯ୍ୟାଳୟ,…

ଜାଲ ଦସ୍ତଖତ କରି ୮କୋଟି ଠକେଇ; ୫ ଗିରଫ

ଧାମରା : ଭଦ୍ରକ ଜିଲ୍ଲା ଚାନ୍ଦବାଲି ସବଟ୍ରେଜେରୀରେ ଅର୍ଥ ତୋଷାରପାତ ଅଭିଯୋଗରେ ଆଜି ବାଲେଶ୍ୱର ଭିଜିଲାନ୍ସ ଟିମ ଚାନ୍ଦବାଲି ସବଟ୍ରେଜେରୀ ଅଫିସର ସହକାରୀ ଅଧିକାରୀଙ୍କ ସମେତ ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ପ୍ରାପ୍ତ ଖବର ଅନୁଯାଇ ଚାନ୍ଦବାଲି ସବଟ୍ରେଜେରୀ ଅଧିକାରୀ…

ଆଇଆଇଟି କ୍ୟାମ୍ପସରେ ହଷ୍ଟେଲ ବାଲକୋନୀରୁ ପଡ଼ି ପିଏଚଡି ଛାତ୍ର ମୃତ

ଭୁବନେଶ୍ୱର : ଆଇଆଇଟି କ୍ୟାମ୍ପସରେ ଅଘଟଣ। ବଏଜ୍ ହଷ୍ଟେଲର ବାଲକୋନୀରୁ ପଡ଼ି ଛାତ୍ର ମୃତ। ଘଟଣା ଘଟିଛି ଗତକାଲି ମଧ୍ୟରାତି ସମୟରେ। ମୃତ ଛାତ୍ର ଜଣକ ହେଉଛନ୍ତି ଆନ୍ଦ୍ରପ୍ରଦେଶର ତନିକୋଣ୍ଡା ନିଶାନ୍ତ କୁମାର। ନିଶାନ୍ତ ସେହି କଲେଜର ପିଏଚଡିର ଛାତ୍ର ଥିଲେ।…