National & International

ନାବାଳିକା ସହ ପ୍ରେମ ସମ୍ପର୍କକୁ ନେଇ ବ୍ୟାଡମିଣ୍ଟନ୍ ଖେଳାଳୀଙ୍କୁ ହତ୍ୟା

ନୂଆଦିଲ୍ଲୀ: ହରିଆଣାରେ ଘଟିଛି ଏକ ବଡ଼ ଅଘଟଣ । ଜଣେ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଜଣେ ନାବାଳିକା ଝିଅ ସହିତ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଯାହା ଯୋଗୁଁ ଖେଳାଳୀଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ପରିବାର ସଦସ୍ୟଙ୍କ ଅନୁଯାୟୀ,…

କେମିକାଲ ଲିକ୍ ଯୋଗୁଁ ବିସ୍ଫୋରଣ ଆଶଙ୍କା, ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ

ଆମେରିକା : ଆମେରିକାର ସାଉଥ କାଲିଫର୍ନିଆରେ ଏକ ବିପଜ୍ଜନକ କେମିକାଲ ଜିନିଷ ଲିକ୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ସେଥିପାଇଁ ଶୁକ୍ରବାର ପ୍ରାୟ ୪୦ ହଜାର ଲୋକଙ୍କୁ ସେହି ସ୍ଥାନୀୟ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।…

ପ୍ରଥମ ଥର ଭାରତ ଆସିଲେ ଆମେରିକା ବିଦେଶ ସଚିବ ରୁବିଓ

ନୂଆଦିଲ୍ଲୀ: କୋଲକାତାରେ ଆମେରିକା ବିଦେଶ ସଚିବ ମାର୍କୋ ରୁବିଓ । ପ୍ରଥମ ଥର ଭାରତ ଆସିଲେ ରୁବିଓ! କୋଲକାତାରେ ହେଲା ଭବ୍ୟ ସ୍ୱାଗତ । ଭାରତ ମାଟିରେ ତାଙ୍କର ପ୍ରଥମ ଗସ୍ତ ହୋଇଥିବାରୁ ଏହାକୁ ଦୁଇ ଦେଶର ସମ୍ପର୍କ କ୍ଷେତ୍ରରେ ବେଶ୍…

ଦେଶବ୍ୟାପୀ ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀଙ୍କ ୨ଦିନିଆ ଧର୍ମଘଟ ସ୍ଥଗିତ

ନୂଆଦିଲ୍ଲୀ: ଆସନ୍ତା ୨୫ ଓ ୨୬ ତାରିଖରେ ଦେଶବ୍ୟାପୀ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖାଗୁଡ଼ିକ ଖୋଲା ରହିବ । ସର୍ବଭାରତୀୟ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇଏସ୍ବିଆଇଏସ୍ଏଫ୍) ପକ୍ଷରୁ ଡାକରା ଦିଆଯାଇଥିବା ଦୁଇଦିନିଆ ଧର୍ମଘଟକୁ ସ୍ଥଗିତ ରଖାଯାଇଛି ବୋଲି ଭାରତୀୟ…

ଫର୍ଣ୍ଣିଚର ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୩୦୦ ଦୋକାନ

ନୂଆଦିଲ୍ଲୀ : ଦିଲ୍ଲୀର ଫର୍ଣ୍ଣିଚର ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଗତକାଲି ଶାସ୍ତ୍ରୀ ପାର୍କରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ନିଆଁ ଲିଭାଇବା ପାଇଁ ଦମକଳ ଗାଡି ବିଳମ୍ବରେ ପହଞ୍ଚିବାରୁ ଲୋକେ ଉତ୍ତେଜିତ ହୋଇ ପଥର ମାଡ କରିଥିଲେ…

ପାକିସ୍ତାନୀ ଆତଙ୍କୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ

ନୂଆଦିଲ୍ଲୀ: ଶନିବାର ଜମ୍ମୁ ଡିଭିଜନର ରାଜୌରୀ ଜିଲ୍ଲାର ଗମ୍ଭୀର ମୁଘଲାନ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଅଞ୍ଚଳରେ ପ୍ରବଳ ସଶସ୍ତ୍ର ପାକିସ୍ତାନୀ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୁରକ୍ଷା ଏଜେନ୍ସିଗୁଡ଼ିକୁ ଗୁପ୍ତ ସୂଚନା ମିଳିବା…

୨୬ ବର୍ଷ ପରେ ଉଦ୍ଧାର ହେଲା କାର୍ ସହ କଙ୍କାଳ

ପଞ୍ଜାବ : ଭାକ୍ରା କେନାଲ ସହିତ ଜଡିତ ହୋଇ ରହିଛି ୨୬ ବର୍ଷ ତଳର ଏକ ଲୋମ ଟାଙ୍କୁରା କାହାଣୀ । ଦୀର୍ଘ ୨୬ ବର୍ଷ ପରେ ଖୋଲୁଛି ଏହି ଦୁଃଖଦ ଘଟଣାର ରହସ୍ୟ । ରହସ୍ୟର ଖୁଲାସା ଯେତିକି ଯେତିକି…

ଆଫଗାନିସ୍ତାନକୁ ୨୦ଟନ୍ ଭାକସିନ୍ ପଠାଇଲା ଭାରତ

ନୂଆଦିଲ୍ଲୀ: ଶୁକ୍ରବାର ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଫଗାନିସ୍ତାନ ପ୍ରତି ନିଜର ପ୍ରତିବଦ୍ଧତା ଏବଂ ସମର୍ଥନକୁ ପୁନଃସ୍ଥାପିତ କରିଛି। ଦେଶର ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ୨୦ଟନ୍ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପଠାଇଛି ଭାରତ। ସାମାଜିକ ଗଣାମଧ୍ୟମ ଏକ୍ସରେ ଏକ ପୋଷ୍ଟରେ…

ଶେଷ ହୋଇପାରେ ଆମେରିକା-ଇରାନ ଯୁଦ୍ଧ

ନୂଆଦିଲ୍ଲୀ : ଇରାନ-ଆମେରିକା ମଧ୍ୟରେ ଆଲୋଚନା ଉପରେ ଏବେ ସାରା ବିଶ୍ୱର ନଜର ରହିଛି। ଇରାନରେ ଶାନ୍ତି ଆଲୋଚନା ପାଇଁ ଏକ ଅନ୍ତିମ ପ୍ରୟାସ ଚାଲିଛି। ମାସ ମାସ ଧରି ପଶ୍ଚିମ ଏସିଆକୁ ଧ୍ୱଂସ କରିସାରିଥିବା ଆମେରିକା ଏବଂ ଇରାନ ମଧ୍ୟରେ…

୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ : ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ କମିଶନ ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ୨୦୨୬…