ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତାକାଲି ଜୋହାନ୍ସବର୍ଗ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୨-୨୪ ଯାଏ ଚାଲିବାକୁ ଥିବା ପଞ୍ଚଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ମଙ୍ଗଳବାର ଜୋହାନ୍ସବର୍ଗ ଅଭିମୁଖେ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ବୈଦେଶିକ ସଚିବ ବିନୟ…

ଅସନ୍ତୁଷ୍ଟ ଦର୍ଶାଇ ଜାମିନ୍‌କୁ ଚାଲେଞ୍ଜ୍‌ କରିପାରିବ ନାହିଁ ‘ସିବିଆଇ’: ଲାଲୁ ଯାଦବ

ନୂଆଦିଲ୍ଲୀ: ଅସନ୍ତୁଷ୍ଟ ବୋଲି କହି ତାଙ୍କୁ ମିଳିଥିବା ଜାମିନକୁ ‘ସିବିଆଇ’ ଅଦାଲତରେ ଚାଲେଞ୍ଜ୍‌ କରିପାରିବ ନାହିଁ ବୋଲି ଆଜି ‘ଆର୍‌ଜେଡି’ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି। ସୁପ୍ରିମ୍‌ କୋର୍ଟରେ ଦାଖଲ କରିଥିବା ଜବାବରେ ଲାଲୁ ପ୍ରସାଦ ଯାଦବ…

ଏସିଆ କପ୍ ପାଇଁ ସ୍କ୍ୱାଡ ଘୋଷଣା

ଏସିଆ କପ୍ କ୍ରିକେଟ୍ ପାଇଁ ସ୍କ୍ୱାର୍ଡ ଘୋଷଣା କଲା ବିସିସିଆଇ। ଆଜି 17 ଜଣିଆ ଦଳ ଘୋଷଣା କରିଛି ଭାରତୀୟ କ୍ରିକେଟ୍ ବୋର୍ଡ। ରୋହିତ ଶର୍ମାଙ୍କ ନେତୃତ୍ୱରେ କପ୍ ଖେଳିବ ଦଳ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପ-ଅଧିନାୟକ ଭାବେ ରଖାଯାଇଛି। 17 ଜଣିଆ…

ବିଆରଏସର ବିଧାନସଭା ପ୍ରାର୍ଥୀ ଘୋଷଣା, ୨ଟି ଆସନରୁ ଲଢ଼ିବେ କେସିଆର୍

ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଆରଏସ୍। ତେଲେଙ୍ଗାନାର ଶାସକ ଦଳ ଭାରତ ରାଷ୍ଟ୍ର ସମିତି ଆଜି ସମସ୍ତ ୧୧୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥର ଦୁଇଟି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ।…

୨୦୧୪ ପୂର୍ବରୁ ଠକେଇ ଓ ଦୁର୍ନୀତିର ଯୁଗ ଥିଲା: ପ୍ରଧାନମନ୍ତ୍ରୀ ମୋଦି

ପୁଣିଥରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୪ ପୂର୍ବରୁ ବିରୋଧୀ ଗରିବଙ୍କ ଅଧିକାରକୁ ଲୁଟ କରୁଥିଲେ ବୋଲି ସେ କହିଛନ୍ତି। ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ମୋଦି ଭିଡିଓ କନଫରେନ୍ସିଂ ଦ୍ୱାରା ସାମିଲ…

ଏନଏମସିର କଡ଼ା ନିର୍ଦ୍ଦେଶ, ଫାର୍ମା କମ୍ପାନୀ ଟଙ୍କାରେ ସଭା କରିପାରିବେନି ଡାକ୍ତର

ଏଣିକି ଆଉ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ଦ୍ୱାରା ପ୍ରାୟୋଜିତ ବୈଠକରେ ଯୋଗ ଦେଇପାରିବେନି ଡାକ୍ତର। ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡ଼ିକ ଆୟୋଜନ କରୁଥିବା କର୍ମଶାଳା କିମ୍ୱା ସମ୍ମିଳନୀରେ ଡାକ୍ତରମାନଙ୍କ ଯୋଗଦାନକୁ ବାରଣ କରିଛି ନ୍ୟାସନାଲ୍ ମେଡିକାଲ୍ କମିସନ୍(ଏନଏମସି)। କକଟେଲ ରାତ୍ର…

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ରଜନୀକାନ୍ତ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ। ୟୁପିର ଲକ୍ଷ୍ନୌରେ ପତ୍ନୀ ଲତା ରଜନୀକାନ୍ତଙ୍କ ସହ ପହଞ୍ଚିଥିଲେ ‘ଥଲାଇଭି’। ବର୍ତ୍ତମାନ ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର୍‌’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ଯେବେଠାରୁ ଏହା ରିଲିଜ୍‌ ହୋଇଛି,…

ଶରଦ ଖୋଲିଲେ ଅଜିତଙ୍କ ଗୁମର

ଏନସିପି ବିରୋଧରେ ବିଦ୍ରୋହ ଘୋଷଣା କରି ରାଜ୍ୟର କ୍ଷମତାସୀନ ବିଜେପି ସରକାରକୁ ଅଜିତ ପାୱାର ସମର୍ଥନ କରିଥିବା ଘଟଣାକୁ ଦୀର୍ଘ ଦିନ ବିତି ଗଲାଣି। ମାତ୍ର ଏବେ ଶରଦ ପାୱାର ଖୋଲିଛନ୍ତି ଗୁମର। କାହିଁକି ଅଜିତ ପାୱାର ଏନସିପି ଶିବିର ଛାଡ଼ିଛନ୍ତି ତାହାର ଖୁଲାସା କରିଛନ୍ତି…

ସର୍ବସମ୍ମୁଖରେ ବିଧାୟିକାଙ୍କୁ ଛୁରା ମାଡ଼

ବିଧାୟିକାଙ୍କୁ ଆକ୍ରମଣ କରି ଲହୁଲୁହାଣ କଲେ ନିଶାସକ୍ତ ଯୁବକ। ସର୍ବସମ୍ମୁଖରେ ଅତର୍କିତ ଭାବେ ଯୁବକଜଣକ ଏକ ଛୁରୀ ସାହାଯ୍ୟରେ ବିଧାୟିକାଙ୍କୁ ଆକ୍ରମଣ କରିଥିଲେ। ଅଭିଯୁକ୍ତଙ୍କୁ ପୁଲିସ୍‌ କାବୁ କରି ଘଟଣାର ଛାନଭିନ ଆରମ୍ଭ କରିଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଛତିଶଗଡ଼ର…

ଦେଶରେ ଆସୁଛି ନୂଆ ସିଆରପିସି ଆଇନ, କ୍ରିମନାଲ ଜଷ୍ଟିସ ଡେଲିଭରି ସିଷ୍ଟମରେ ଆସିବ ବ୍ୟାପକ ପରିବର୍ତ୍ତନ

କଟକ ଦେଶରେ ଆସୁଛି ନୂଆ ସିଆରପିସି ଆଇନ। କ୍ରିମିନାଲ ପ୍ରୋସିଡ଼ିଅର କୋଡ଼ ବଦଳରେ ଆସୁଛି ଭାରତୀୟ ନାଗରିକ ସୁରକ୍ଷା ସଂହିତା।ଏହାଦ୍ବାରା କ୍ରିମନାଲ ଜଷ୍ଟିସ ଡେଲିଭରି ସିଷ୍ଟମରେ ଆସିବ ବ୍ୟାପକ ପରିବର୍ତ୍ତନ। ନୂଆ ଆଇନ ବଳରେ ଫେରିବ ହ୍ୟାଣ୍ଡକଫ। ଅପରାଧୀଙ୍କୁ ପୋଲିସ ହାଣ୍ଡକଫ୍…