ପଶ୍ଚିମବଙ୍ଗରେ ୯୧.୪୬ , ତାମିଲନାଡୁରେ ୮୪.୪୧ % ଭୋଟ

ନୂଆଦିଲ୍ଲୀ:ଆଜି ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟରେ ୧୫୨ଟି ନିର୍ବାଚନମଣ୍ଡଳୀରେ ମତଦାନ ହୋଇଥିଲା।ଏବଂ ତାମିଲନାଡୁରେ ସମସ୍ତ ୨୩୪ଟି ନିର୍ବାଚନମଣ୍ଡଳୀରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା। ସନ୍ଧ୍ୟା ୬ଟାରେ ଆନୁଷ୍ଠାନିକ ଭାବରେ ମତଦାନ ଶେଷ ହୋଇଥିଲା। ସମସ୍ତ ମତଦାନ…

ଆଇଆରଏସ ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ହତ୍ୟାକାରୀ ଘରୋଇ ସହାୟକକୁ ଗିରଫ କଲା ପୋଲିସ

ନୂଆଦିଲ୍ଲୀ : ଦିଲ୍ଲୀର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିବା ଅମର କଲୋନୀରେ ଆଇଆରଏସ ଅଧିକାରୀଙ୍କ ଝିଅକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ନୂଆ ମୋଡ଼ । ପୋଲିସର ସନ୍ଦେହ ସତ ହୋଇଛି । ଘରୋଇ ସହାୟକ ହିଁ ସାଜିଲା ହତ୍ୟାକାରୀ । ଏହି ମାମଲାରେ…

ଖୋଲିଲା ବାବା ବଦ୍ରିନାଥଙ୍କ କପାଟ, ମୁଖ୍ୟମନ୍ତ୍ରୀ କଲେ ପ୍ରଥମ ପୂଜା

ଉତ୍ତରାଖଣ୍ଡ : ବାବା କେଦାରନାଥଙ୍କ କପାଟ ଖୋଲିବା ପରେ ବାବା ବଦ୍ରିନାଥଙ୍କ କପାଟ ଖୋଲିଛି । ପାରମ୍ପରିକ ରୀତିନୀତି ଏବଂ ବୈଦିକ ମନ୍ତ୍ରୋଚାରଣ ମଧ୍ୟରେ ଗୁରୁବାର ସକାଳ ୬ଟା ୧୫ ମିନିଟରେ ଭଗବାନ ବଦ୍ରି ବିଶାଳଙ୍କ ମନ୍ଦିରର କବାଟ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ…

କାର୍ ଓ ବୋଲେରୋକୁ ଧକ୍କା ଦେଲା ଟ୍ରକ, ୧୧ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମିର୍ଜାପୁରର ଡ୍ରମଣ୍ଡଗଞ୍ଜ ଘାଟିରେ ଭୟଙ୍କର ଦୁର୍ଘଟଣା । ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ…

ବ୍ୟାଙ୍କରେ ଗ୍ରାହକଙ୍କୁ ମରଣାନ୍ତକ ଆକ୍ରମଣ କଲେ କ୍ୟାସିୟର

ଆରଡି : ଭଦ୍ରକ ଜିଲା ଆରଡି ପୀଠରେ ଥିବା ଏସବିଆଇ(ଭାରତୀୟ ଷ୍ଟେଟ ବ୍ୟାଙ୍କ) ଶାଖାରେ ଜଣେ ଗ୍ରାହକଙ୍କୁ ମରଣାତ୍ମକ ଆକ୍ରମଣ କରିଛନ୍ତି କ୍ୟାସିୟର। ଘଟଣା ଅନୁଯାୟୀ ଜଣେ ଛାତ୍ରୀ ତାଙ୍କର ବୃତ୍ତି ଟଙ୍କାରୁ ୮ହଜାର ଟଙ୍କା ଉଠାଇବା ପାଇଁ ଫର୍ମ ପୁରଣ…

ଗର୍ଭଗୃହରୁ ବାଲି କାଢ଼ିଲେ ସୂର୍ଯ୍ୟ ମନ୍ଦିର ପ୍ରତି କୌଣସି ବିପଦ ନାହିଁ !

ଗୋପ: ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କଢ଼ାଯିବା ପ୍ରକ୍ରିୟା ପାଇଁ ଆଉ ପାଦେ ଆଗେଇଲା ପ୍ରତ୍ନତତ୍ତ୍ୱ ବିଭାଗ। ମାଡ୍ରାସ ଆଇଆଇଟି ଦ୍ୱାରା ମନ୍ଦିର ଗର୍ଭଗୃହରେ ଥିବା ବାଲିର ସ୍ଥିତି ଯାଞ୍ଚ ପରେ ରିପୋର୍ଟ ଦିଆଯାଇଛି। ବାଲି କାଢ଼ିଲେ ସୂର୍ଯ୍ୟ…

୧୯ OAS ଅଧିକାରୀଙ୍କୁ ବଦଳି କଲେ ସରକାର

ଭୁବନେଶ୍ୱର : OAS ସ୍ତରରେ ଅଦଳବଦଳ। ୧୯ ଜଣ OAS ଅଧିକାରୀଙ୍କୁ ବଦଳି କଲେ ସରକାର। ରତ୍ନାକର ସାହୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ। ଜାତୀୟ ସ୍ବାସ୍ଥ୍ୟ ମିଶନର ନୋଡାଲ ଅଧିକାରୀ ଭାବେ ମଧ୍ୟ ଦାୟିତ୍ବ। ସୁଧାକର…

ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ SOP: ବାଧା ଦେଲେ ଜୋରିମାନା ସହ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ

ଭୁବନେଶ୍ୱର : ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ପାଇଁ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏକ ନୂଆ ମାର୍ଗଦର୍ଶିକା (SOP) ଜାରି କରିଛନ୍ତି ।  ନିକଟରେ ଘର ଘର ବୁଲି ତଥ୍ୟ ସଂଗ୍ରହ କରୁଥିବା କର୍ମଚାରୀଙ୍କ ସହ କିଛି…

ଖୋର୍ଦ୍ଧା ଜିଲ୍ଲାରେ ବଦଳିଲା ସ୍କୁଲ ସମୟ, ସକାଳ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ହେବ ପାଠପଢ଼ା

ଭୁବନେଶ୍ୱର : ଡହଳ ବିକଳ କଲାଣି ଖରା । ଅଧିକାଂଶ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଟପିଲାଣି । ଏହି ସମୟରେ ପିଲେ ସ୍କୁଲ ଆସିବା କଷ୍ଟକର ହୋଇପଡିଛି । ଆଜି ଭୁବନେଶ୍ୱରରେ ତାପମାତ୍ରା 42 ଡିଗ୍ରୀ ଛୁଇଁଛି । ଏହାକୁ ଦୃଷ୍ଟିରେ…

ଆଗୁଆ ହେବ ଖରା ଛୁଟି, ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର : ଆଗୁଆ ହେବ ସ୍କୁଲ ଖରା ଛୁଟି ।  ଦିନେ ଦୁଇ ଦିନରେ ଚୂଡ଼ାନ୍ତ ନିଷ୍ପତ୍ତି ।  ରାଜସ୍ବ ବିଭାଗ ଓ ଗଣଶିକ୍ଷା ବିଭାଗ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ । ଗଣଶିକ୍ଷା ବିଭାଗ, ରାଜସ୍ବ ବିଭାଗ ଏବଂ ଏସଆରସିଙ୍କ…