ହିମାଚଳ ଓ ଉତ୍ତରାଖଣ୍ଡରେ ବର୍ଷା ପ୍ରଳୟ, ଗଲାଣି ୬୬ ଜୀବନ

ନୂଆଦିଲ୍ଲୀ: ହିମାଚଳ ଓ ଉତ୍ତରାଖଣ୍ଡକୁ କଲବଲ କଲାଣି ବର୍ଷା। ଗଲାଣି ୬୬ରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନ। ଗତ କିଛି ଦିନ ହେଲାଣି ଲଗାଣ ବର୍ଷା ପାଇଁ ହିମାଚଳ ଓ ଉତ୍ତରାଖଣ୍ଡରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଶହ ଶହ ଘର ଭୁଶୁଡିବା ସହ…

ଶରଦ ପାୱାର-ଅଜିତ ପାୱାରଙ୍କ ବୈଠକକୁ ନେଇ ଉଦ୍ଧବ ଠାକରେ ଏବଂ କଂଗ୍ରେସ ମଧ୍ୟରେ ମନ୍ତ୍ରଣା

ମୁମ୍ବାଇ: ଏନସିପି ସଭାପତି ଶରଦ ପାୱାର ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମଧ୍ୟରେ ଗୁପ୍ତ ବୈଠକ ପରେ ମହାରାଷ୍ଟ୍ର ରାଜନୀତିରେ ତାତି ଦେଖିବାକୁ ମିଳିଛି | କଂଗ୍ରେସ ନେତା ଅଶୋକ ଚୌହାନ କହିଛନ୍ତି ଯେ ଶରଦ ପାୱାର ଏବଂ ଅଜିତ…

ଅଦାଲତରେ ମହିଳାମାନଙ୍କ ପ୍ରତି ବ୍ୟବହାର ହେଉଥିବା ‘ପ୍ରଷ୍ଟିଚ୍ୟୁଟ୍‌’, ‘ହୁକର’, ‘ମିଷ୍ଟ୍ରେସ୍‌’, ‘ସ୍ଲୁଟ୍‌’ … ପରି ପ୍ରାୟ ୪୦ଟି ଶବ୍ଦକୁ ବାଦ୍‌ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଅଦାଲତର ରାୟରେ ମହିଳାମାନଙ୍କ ପ୍ରତି ପ୍ରଚଳିତ ହୋଇଆସିଥିବା କେତେକ ଶବ୍ଦର ବ୍ୟବହାର ଉପରେ ରୋକ୍ ଲାଗିବ। ଅଦାଲତରେ ଅଜାଣତରେ ଲିଙ୍ଗଗତ ଭେଦଭାବକୁ ପ୍ରୋତ୍ସାହିତ ନ କରିବା ପାଇଁ ବିଚାରପତିମାନଙ୍କୁ ସଚେତନ କରିବା ଲାଗି ସୁପ୍ରିମ୍‌କୋର୍ଟ ପକ୍ଷରୁ ପ୍ରକାଶିତ ହୋଇଛି…

ଜନ୍ମ ଦିନରେ ‘ଆଇ ମିସ୍‌ ମନୀଷ’ କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ଆଜି ହେଉଛି ଜନ୍ମ ଦିନ। ସେ ଏହି ଜନ୍ମ ଦିନରେ ତାଙ୍କର ପୂର୍ବତନ ଡେପୁଟି ମନୀଷ ସିସୋଦିଆଙ୍କୁ ବହୁତ ମିସ୍‌ କରୁଥିବା କହିଛନ୍ତି। ସିସୋଦିଆ ମନି ଲଣ୍ଡରିଂ ଓ ଦୁର୍ନୀତି ମାମଲାରେ ଗିରଫ…

୫% ସୁଧରେ ମିଳିବ ୧ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : କୌଳିକ ବୃତ୍ତିଗତ ବ୍ୟବସାୟୀଙ୍କ ଉନ୍ନତି ପାଇଁ ଆସିବାକୁ ଥିବା ‘ବିଶ୍ୱକର୍ମ ଯୋଜନା’କୁ ଆଜି କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଯୋଜନା ଅଧୀନରେ ବୃତ୍ତିଗତ ବ୍ୟବସାୟୀଙ୍କୁ ସର୍ବାଧିକ ୫% ସୁଧରେ ୧ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯିବ। ସ୍ୱାଧୀନତା…

ବଦଳିଲା ନେହରୁ ମ୍ୟୁଜିୟମର ନାଁ, ବିଜେପି-କଂଗ୍ରେସ ବାକଯୁଦ୍ଧ

ନୂଆଦିଲ୍ଲୀ : ନେହରୁ ମେମୋରିଆଲ୍‌ ମ୍ୟୁଜିୟମ ଓ ଲାଇବ୍ରେରୀ(ଏନଏମଏମଏଲ)ର ନାଁ ବଦଳିଛି। ଏଣିକି କେନ୍ଦ୍ରୀୟ ଦିଲ୍ଲୀର ତିନ ମୁର୍ତ୍ତୀ ମାର୍ଗରେ ଥିବା ଏନଏମଏମଏଲ ପ୍ରଧାନମନ୍ତ୍ରୀଙ୍କ ମ୍ୟୁଜିୟମ ଓ ଲାଇବ୍ରେରୀ ସୋସାଇଟ ଭାବେ ପରିଚୟ ହାସଲ କରିଛି। ଜୁନ ମାସରୁ ନାଁ ବଦଳାଇବା…

ଆପଣଙ୍କ ଆଖିର ଚିକିତ୍ସା କରାନ୍ତୁ, କଂଗ୍ରେସ ଅଧ୍ୟକ୍ଷଙ୍କୁ ଟାର୍ଗେଟ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଲାଲକିଲ୍ଲା ଯାଇନଥିଲେ | ଲାଲକିଲ୍ଲା ନ ଯିବାର ସମସ୍ୟା ବାବଦରେ ଖଡ଼ଗେ କହିଥିଲେ ଯେ ଆଖିରେ କିଛି ସମସ୍ୟା ଥିବାରୁ ସେ ଏଥିରେ ଯୋଗ ଦେଇ ପାରିନଥିଲେ । ଏହି…

ସ୍ୱାଧୀନତା ଦିବସ ପାଳନ ବେଳେ ଚେତା ହରାଇଲେ ମଧ୍ୟପ୍ରଦେଶ ବାଚସ୍ପତି ଓ ସ୍ୱାସ୍ଥ୍ୟମନ୍ତ୍ରୀ

୭୭ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଭିନ୍ନ ଭିନ୍ନ ସ୍ଥାନରେ ଅତିଥି ଭାବେ ଉପସ୍ଥିତ ରହି ଅଭିବାଦନ ଗ୍ରହଣ କରୁଥିବା ବେଳେ ଚେତାଶୂନ୍ୟ ହେଲେ ମଧ୍ୟପ୍ରଦେଶର ବାଚସ୍ପତି ଗିରିଶ ଗୌତମ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଭୁରାମ ଚୌଧୁରୀ। ବାଚସ୍ପତି ଗିରିଶ ଗୌତମ…

ଘର ସାମ୍ନାରେ ତ୍ରିରଙ୍ଗା ଉଡ଼ାଇଲେ ଆତଙ୍କବାଦୀଙ୍କ ଭାଇ

ନୂଆଦିଲ୍ଲୀ:ଆତଙ୍କବାଦୀଙ୍କ ଭାଇ ଉଡାଇଲେ ତ୍ରିରଙ୍ଗା । ନିଜଘର ସାମ୍ନାରେ ଉଡୁଥିଲା ବିଶାଳ ତ୍ରିରଙ୍ଗା ପତାକା ।  ସ୍ୱାଧୀନତା ଦିବସର ଅବ୍ୟବହିତ  ପୂର୍ବରୁ କୁଖ୍ୟାତ ଆତଙ୍କବାଦୀ ଜାଭେଦ ମାଟ୍ଟୋର ଭାଇ ତା’ ନିଜ ଘରେ ବିଶାଳ ତ୍ରିରଙ୍ଗା ଉଡ଼ାଇଛନ୍ତି । ଆତଙ୍କୀ ଜାଭେଦ ମାଟ୍ଟୁ…

ଗ୍ୟାସ ଷ୍ଟେସନରେ ଭୟଙ୍କର ବିସ୍ଫୋରଣ: ୩୦ ମୃତ, ୧୦୦ ଆହତ

ମସ୍କୋ :ରୁଷରେ ଭୟଙ୍କର ବିସ୍ଫୋରଣ  । ଅତିକମରେ ୩୦  ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ଆହତ । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଶିଶୁ । ମଙ୍ଗଳବାର ଏମିତି ସୂଚନା ଦେଇଛନ୍ତି ରୁଷ ଦାଗେସ୍ତାନର  ରାଜ୍ୟପାଳ ସେର୍ଗେଇ ମେଲିକୋଭି । ସୋମବାର…