ହାତଗୋଡ଼ ବନ୍ଧା ଅବସ୍ଥାରେ ମିଳିଲା ଆଶ୍ରମ ମହନ୍ତଙ୍କ ମୃତଦେହ – I Odisha

ଜୟପୁର : ରାଜସ୍ଥାନର ନାଗୌର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ଏକ ଆଶ୍ରମର ମହନ୍ତଙ୍କ ମୃତଦେହ ହାତଗୋଡ଼ ବନ୍ଧା ଅବସ୍ଥାରେ ମିଳିଛି । ତାଙ୍କୁ ଅତ୍ୟନ୍ତ ନିର୍ମମଭାବେ ହତ୍ୟା କରାଯାଇଥିବା କୁହାଯାଉଛି । ମୃତ ମହନ୍ତଙ୍କ ନାଁ ମହାରାଜ୍…

ଓଓ୍ବୈସିଙ୍କ ସରକାରୀ ବାସଭବନ ଉପରକୁ ପଥରମାଡ଼ ! – I Odisha

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀଙ୍କୁ ଦିଲ୍ଲୀସ୍ଥିତ ତାଙ୍କ ବାସଭବନ ଉପରକୁ ପଥରମାଡ଼ ହୋଇଥିବା ଅଭିଯୋଗ ହୋଇଛି । ରବିବାର ସନ୍ଧ୍ୟାରେ ଓୱେସିଙ୍କ ସରକାରୀ ବାସଭବନ ଭିତରେ ଥିବା କାଚ ଭାଙ୍ଗିଯାଇଥିବା ଦେଖାଯିବା ପରେ ଏହି…

ଶରଦ ଓ ଅଜିତଙ୍କ ଭେଟକୁ ନେଇ ରାଜନୈତିକ ଚର୍ଚ୍ଚା ଜୋରଦାର – I Odisha

ବିଜେପି ବିରୋଧରେ ବିରୋଧୀ ଗଠନ କରିଥିବା ଇଣ୍ଡିଆ ମେଣ୍ଟର ପରବର୍ତ୍ତୀ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ବିରୋଧୀ ଏହି ବୈଠକୁ ସଫଳ କରିବା ପାଇଁ ଯୋଜନା ମଧ୍ୟ କରିଛନ୍ତି। ହେଲେ ଏନସିପି ସୁପ୍ରିମୋ ଶରଦ ପାୱାର ହଠାତ୍‌ ବିଜେପି ସହ ହାତ…

ହିମାଚଳରେ ବର୍ଷାର ତାଣ୍ଡବ

ସିମଲା : ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ଓ ଅଚାନକ ବନ୍ୟା ଯୋଗୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି। ଅଚାନକ ବନ୍ୟା ପାଣି ମାଡ଼ି ଯିବାରୁ ଏହାର ସ୍ରୋତରେ ୭ ଜଣ ଲୋକ ଭାସି ଯାଇଛନ୍ତି। ମଣ୍ଡି…

ରାଜଧାନୀ ଦିଲ୍ଲୀରେ ସ୍ବାଧୀନତା ଦିବସ ପୂର୍ବରୁ ସୁରକ୍ଷା କଡ଼ାକଡ଼ି

ସ୍ବାଧୀନତା ଦିବସ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି। ପୋଲିସ ପାଟ୍ରୋଲିଂ ସହ ଗାଡ଼ିମୋଟର ଯାଞ୍ଚକୁ ଜୋରଦାର କରାଯାଇଛି। ଟ୍ରାଫିକ ରୁଟ ପରିବର୍ତ୍ତନ କରାଯାଇଛି। ସଂବେଦନଶୀଳ ସ୍ଥାନ ଗୁଡ଼ିରେ ଅଧିକ ସଂଖ୍ୟାରେ ସୁରକ୍ଷକର୍ମୀ ମୁତୟନ ହୋଇଛନ୍ତି। ଦିନକ ପରେ ଦେଶ ପାଳିବ…

ହିଂସା ପରେ ବି ପୁଣି ନୁହରେ ବ୍ରିଜମଣ୍ଡଳ ଯାତ୍ରା କରିବାକୁ ଘୋଷଣା କଲା ହିନ୍ଦୁ ମହାପଞ୍ଚାୟତ

ନୂଆଦିଲ୍ଲୀ: ପୁଣି ଥରେ ହରିୟାଣାର ନୁହରେ ହେବ ବ୍ରିଜମଣ୍ଡଳ ଯାତ୍ରା। ପଲୱଲରେ ଅନୁଷ୍ଠିତ ହିନ୍ଦୁ ମହାପଞ୍ଚାୟତରେ ଏହି ନିଷ୍ପତ୍ତି ନିଆଯାଇଛି। ମହାପଞ୍ଚାୟତରେ କୁହାଯାଇଛି ଯେ ବ୍ରିଜମଣ୍ଡଳ ଯାତ୍ରା ଚଳିତ ମାସ ଅଗଷ୍ଟ ୨୮ରେ ପୁନର୍ବାର କରାଯିବ। ଗତ ମାସର ଶେଷ ତାରିଖ…

ଉଭୟ ଭାରତ ଓ ପାକିସ୍ତାନ ମୋ ପାଇଁ ସୁନ୍ଦର; ମୁଁ ମୋ ଦେଶକୁ ଖୁବ୍ ଭଲପାଏ: ଅଞ୍ଜୁ – I Odisha

ଇସଲାମାବାଦ: ଭାରତରୁ ନିଜ ପ୍ରେମିକ ନସରୁଲ୍ଲାଙ୍କୁ ଭେଟିବା ପାଇଁ ପାକିସ୍ତାନ ଯାଇଥିବା ଅଞ୍ଜୁ ସେଠାରୁ ନିଜ ଦେଶ ପାଇଁ ଏକ ବାର୍ତ୍ତା ପଠାଇଛନ୍ତି। ଅଞ୍ଜୁ ନିକଟରେ ଏକ ଭିଡିଓ ଜାରି କରି ସେ ଭାରତ ଆସିବା ବିଷୟରେ କହିଛନ୍ତି। ଅଞ୍ଜୁଙ୍କ ସହ…

ଏଣିକି ଟ୍ରାଫିକ ପୁଲିସଙ୍କୁ ମିଳିବ ଏସି ହେଲମେଟ – I Odisha

ଅହମଦାବାଦ: ଆପଣ ଅନେକ ସମୟରେ ଦେଖିଥିବେ ଯେ ପ୍ରବଳ ଖରା ସତ୍ତ୍ୱେ ଟୋପିଟିଏ ପିନ୍ଧି ଟ୍ରାଫିକ ଛକମାନଙ୍କରେ ଟ୍ରାଫିକ ପୁଲିସମାନେ ଡ୍ୟୁଟି କରିଥାନ୍ତି | ପ୍ରବଳ ଗରମ ସତ୍ତ୍ୱେ ଟ୍ରାଫିକ ପୁଲିସମାନେ ବହୁ କଷ୍ଟରେ ଡ୍ୟୁଟି କରିଥାନ୍ତି | ତେବେ ବର୍ତ୍ତମାନ…

ଯାଦବପୁର ୟୁନିଭର୍ସିଟି ଛାତ୍ର ଆତ୍ମହତ୍ୟା ଘଟଣା, ବନ୍ଧା ହେଲେ ଆଉ 2 ଛାତ୍ର

କୋଲକାତା : ଯାଦବପୁର ବିଶ୍ୱବିଦ୍ୟାଳୟ ଛାତ୍ର ଆତ୍ମହତ୍ୟା ଘଟଣାରେ ଆଉ ଦୁଇ ଜଣଙ୍କୁ ବାନ୍ଧିଲା ପୁଲିସ। ମୃତ ଛାତ୍ରଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗରେ ପୁଲିସ ଏ ଦୁହିଁଙ୍କୁ ବାନ୍ଧିଛି। ଏହି ମାମଲାରେ ପୂର୍ବରୁ ଜଣେ ପୁରାତନ ଛାତ୍ରଙ୍କୁ ବାନ୍ଧିଥିଲା ପୁଲିସ। ସୂଚନା…

କାନାଡା ହିନ୍ଦୁ ମନ୍ଦିର ମୁଖ୍ୟ ଫାଟକରେ ନିହତ ଖଲିସ୍ତାନୀ ନେତାଙ୍କ ଫଟୋ ଥିବା ପୋଷ୍ଟର୍‌

ନୂଆଦିଲ୍ଲୀ: ଶନିବାର ମଧ୍ୟରାତ୍ରରେ କାନାଡାର ବ୍ରିଟିସ୍‌ କଲମ୍ବିଆରେ ଥିବା ଏକ ହିନ୍ଦୁ ମନ୍ଦିରର ମୁଖ୍ୟ ଫାଟକରେ ଖଲିସ୍ତାନୀ ପ୍ରଚାର ପୋଷ୍ଟର୍‌ ଲଗାଯାଇ ଉକ୍ତ ମନ୍ଦିରକୁ ବିରୂପ କରାଯାଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।ସେ ପୋଷ୍ଟର୍‌ରେ ଉଲ୍ଲେଖ ଅଛି: ଜୁନ୍‌ ୧୮…