୨୦୨୪ ପାଇଁ କୋଣାର୍କରେ ବିଜେପିର ମାନସମନ୍ଥନ

୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ପଞ୍ଚାୟତସ୍ତରୀୟ ନେତାଙ୍କର କ’ଣ ଭୂମିକା ରହିବ? ସେଥିପାଇଁ କୋଣାର୍କରେ ହେଲା ମନସ ମନ୍ଥନ। ଦୁଇ ଦିନିଆ କର୍ମଶାଳାରେ ଗୁରୁମନ୍ତ୍ରୀ ଦେଲେ ୪ କେନ୍ଦ୍ରମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି। କୋଣାର୍କ ଯାତ୍ରୀ ନିବାସଠାରେ ହୋଇଛି ଦୁଇ ଦିନିଆ…

ତାମିଲନାଡୁ ମନ୍ତ୍ରୀଙ୍କ ଭାଇକୁ ବାନ୍ଧିଲା ଇଡି, ପୂର୍ବରୁ ଗିରଫ ହୋଇଥିଲେ ମନ୍ତ୍ରୀ

ଚେନ୍ନାଇ : ତାମିଲନାଡୁ ମନ୍ତ୍ରୀଙ୍କ ଭାଇଙ୍କୁ ବାନ୍ଧିଲା ଇଡି। ଅର୍ଥ ହେରଫେର୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଜି ତାମିଲନାଡୁ ମନ୍ତ୍ରୀ ସେନ୍ଥିଲ ବାଲାଜିଙ୍କ ଭାଇ ଅଶୋକଙ୍କୁ ଗିରଫ କରିଛି। ବହୁ ବାର ସମନ୍ ସତ୍ତ୍ୱେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ନହେବା ପରେ ତାଙ୍କୁ…

ଜନ୍ମମାଟିରେ ଆସନ୍ତାକାଲି ସକାଳେ ପହଞ୍ଚିବ ସହିଦଙ୍କ ମରଶରୀର; ଗାଁ ମଶାଣିରେ ହେବ ଶେଷକୃତ୍ୟ

ବରଗଡ଼: ଜନ୍ମମାଟିରେ ପହଞ୍ଚିବ ବୀର ଯବାନଙ୍କ ମୃତଦେହ । ଗାଁ ମାଟିରେ ହେବ ଶେଷକୃତ୍ୟ । ଯେଉଁ ମାଟି ମା’ର କୋଳରେ ଖେଳିିଥିଲେ, ବଢିଥିଲେ ତାରି କୋଳରେ ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯିବେ । ସୋମବାର ବରଗଡ  ଜିଲ୍ଲା ଭେଡେନ ବ୍ଳକ…

ଭୁବନେଶ୍ୱରକୁ ଆବର୍ଜନାମୁକ୍ତ କରିବ “ଟିମ୍ ସାଇନ୍”, ବିଏମସି ଗଠନ କଲା ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ସ୍କ୍ୱାଡ

ଭୁବନେଶ୍ୱର: ସ୍ମାର୍ଟସିଟି ଭୁବନେଶ୍ୱରରେ ଅଳିଆ ଆବର୍ଜନା ନେଇ ନାନାଦି ସମସ୍ୟା ଦେଖାଯାଉଛି । ଏନେଇ ବାରମ୍ବାର ସଚେତନ କରାଯିବା ପରେ ଲୋକଙ୍କୁ ତାଗିଦ୍‌ କରିବା ପାଇଁ ବିଏମ୍‌ସି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ଏଣିକି ରାଜଧାନୀ ଗଳିକନ୍ଦିରେ ବୁଲିବ ବିଏମସିର ଏନଫୋର୍ସମେଣ୍ଟ…

ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର, ଓଡିଶା ସୀମାରେ ହାଇଆଲର୍ଟ ଜାରି

ଝାରଖଣ୍ଡ ଚାଇବାସା ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର  । ଜଙ୍ଗଲରେ ଭିତରେ ଆତଙ୍କବାଦୀଙ୍କ ଷ୍ଟାଇଲରେ ବଙ୍କର ତିଆରି କରି ସୁରକ୍ଷାକର୍ମୀଙ୍କୁ ଚକମା ଦେଉଥିଲେ ମିଶିର ବିଶ୍ରା । ମିଶିର ବିଶ୍ରାର ବଙ୍କର ଠାବ କରିଛି ମିଳିତ ସେନା ବାହିନୀ  ।…

୪ ପାରିତ ବିଲ୍‌ ଉପରେ ମୋହର ମାରିଲେ ରାଷ୍ଟ୍ରପତି, ୨ଟିକୁ ନେଇ ରହିଛି ବିବାଦ

ନୂଆଦିଲ୍ଲୀ : ଚଳିତ ମୌସୁମୀ ଅଧିବେଶନ ବେଳେ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ୪ଟି ବିଲ୍‌ ଉପରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି। ଏହାର ଅର୍ଥ ଏହି ବିଲ୍‌ଗୁଡ଼ିକ ଆଇନରେ ପରିଣତ ହୋଇଛି। ଡିଜିଟାଲ ପର୍ସନାଲ…

ପ୍ରିୟଙ୍କା ଗାନ୍ଧିଙ୍କ ‘୫୦% କମିସିନ’ ଦାବିକୁ ବିଜେପିର ବିରୋଧ, କାର୍ଯ୍ୟାନୁଷ୍ଠାନ ଧମକ

ଭୋପାଳ : ମଧ୍ୟପ୍ରଦେଶର କ୍ଷମତାସୀନ ବିଜେପି ସରକାର ବିରୋଧରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ରାଜ୍ୟ ସରକାର ୫୦% କମିସିନରେ ଲିପ୍ତ ଥିବା ପ୍ରିୟଙ୍କା କହିବା ପରେ ଚିହିଁକି ଉଠିଛି ବିଜେପି। ଏଥିସହ ପ୍ରିୟଙ୍କାଙ୍କ ବିରୋଧରେ…

ଅତିକ ଅହମଦ ହତ୍ୟା ଘଟଣା: କେହି ଜଣେ ସାମିଲ ଥିବା କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଗ୍ୟାଙ୍ଗଷ୍ଟରରୁ ରାଜନେତା ବିନିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ପୁଲିସ୍‌ ହେପାଜତରେ ହତ୍ୟା କରାଯିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ଜବାବ ମାଗିଛନ୍ତି। ଏପ୍ରିଲ ୧୫ରେ ଅତିକ ଓ ଅଶରଫଙ୍କୁ ପ୍ରୟାଗରାଜର ଗୋଟିଏ…

ଅନଓ୍ବର-ଉଲ୍-ହକ୍ କକର୍ ହେଲେ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

ଇସଲାମାବାଦ: ପାକିସ୍ତାନର ନ୍ୟାସନାଲ ଆସେମ୍ବ୍ଲି ଭଙ୍ଗ ହେବା ପରେ ସେଠାକାର ରାଜନୈତିକ ବାତାବରଣ ଗରମ ହୋଇଛି। ଅନ୍ୟପକ୍ଷରେ ନ୍ୟାସନାଲ ଆସେମ୍ବ୍ଲିରେ ବିଦାୟୀ ବିରୋଧୀ ଦଳ ନେତା ରାଜା ରିୟାଜ୍ କହିଛନ୍ତି ଯେ ଅନୱର-ଉଲ-ହକ୍ କକର୍ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ…

ଭାରତରେ ଦର ଆକାଶଛୁଆଁ, କିନ୍ତୁ ନେପାଳରେ ଚାଷୀ ରାସ୍ତାରେ ଫିଙ୍ଗୁଛନ୍ତି ଟମାଟୋ

ନୂଆଦିଲ୍ଲୀ : ଦେଶରେ ଏବେ ଟମାଟୋ ଦର ଆକାଶଛୁଆଁ ହୋଇଛି । ଦେଶର ଅଧିକାଂଶ ସ୍ଥାନରେ ଟମାଟୋ ଦର ୧୦୦ ଟଙ୍କାରୁ ଅଧିକ ଥିବାବେଳେ କେତେକ ସ୍ଥାନରେ ୨୦୦ ଟଙ୍କା ଟପିଯାଇଛି । ଏପରିସ୍ଥିତିରେ ଭାରତର କ୍ଷୁଦ୍ର ପଡ଼ୋଶୀ ଦେଶ ନେପାଳ…