ହେଟସ୍ପିଚ୍‌କୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ: କମିଟି ଗଠନ ପାଇଁ କେନ୍ଦ୍ରକୁ ପରାମର୍ଶ

ନୂଆଦିଲ୍ଲୀ : ହେଟସ୍ପିଚ ବା ଘୃଣା ସୃଷ୍ଟିକାରୀ ବୟାନ ଓ ହେଟ କ୍ରାଇମକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ହେଟସ୍ପିଚ ଓ ହେଟ କ୍ରାଇମ ଆଦୌ ଗ୍ରହଣୀୟ ନୁହେଁ। ଭବିଷ୍ୟତରେ ଏପରି ଘଟଣା ଯେମିତି ନ ଘଟିବ, ସେଥିପାଇଁ…

ହାତ ଯୋଡ଼ିଲେ, ସାଂସଦଙ୍କ ନିଲମ୍ବନ ନିଷ୍ପତ୍ତିକୁ ରାଜ୍ୟସଭାରେ ବିରୋଧ କଲେ ଖଡଗେ

ନୂଆଦିଲ୍ଲୀ : ଲୋକସଭାରୁ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିଲମ୍ବିତ କରାଯିବା ପ୍ରସଙ୍ଗ ଆଜି ରାଜ୍ୟସଭାରେ ଉଠିଛି। କଂଗ୍ରେସ ସାଂସଦ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଆଜି ହାତ ଯୋଡ଼ି ଗୃହର ଅଧ୍ୟକ୍ଷ…

୨୦୨୪ରେ ବିଜେପି ବିହାରରୁ ସଫା ହୋଇଯିବ : ନୀତିଶ

ନୂଆଦିଲ୍ଲୀ : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିହାରରୁ ସଂପୂର୍ଣ୍ଣ ଭାବେ ମୂଳପୋଛ ହୋଇଯିବ ବୋଲି ଦମ୍ଭୋକ୍ତି କରିଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶ କୁମାରଙ୍କ କହିବା କଥା ଯେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଇଣ୍ଡିଆ ଗଠନ…

ନୱାବ ମଲିକଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ନୱାବ ମଲିକଙ୍କୁ ବଡ଼ ଆଶ୍ୱସ୍ତି। ଆଜି ସୁପ୍ରିମକୋର୍ଟ ତାଙ୍କୁ ମେଡିକାଲ ଚିକିତ୍ସା ପାଇଁ ୨ ମାସର ଜାମିନ ଦେଇଛନ୍ତି। ପଳାତକ ଘୋଷିତ ଆତଙ୍କବାଦୀ ଦାଉଦ ଇବ୍ରାହିମ ସହ ଜଡ଼ିତ ଗୋଟିଏ…

ନୂଆ ବିଲ୍‌କୁ ନେଇ ବିବାଦ: ଆଡଭାନୀଙ୍କ ଚିଠି ଦେଖାଇ ବିଜେପିକୁ କାଉଣ୍ଟର କଲା କଂଗ୍ରେସ

ନୂଆଦିଲ୍ଲୀ : ଦେଶର ନିର୍ବାଚନ କମିଶନର ଓ ଅନ୍ୟ କମିଶନରମାନଙ୍କୁ ନିଯୁକ୍ତି ଦେବା ପାଇଁ ଗଠିତ କମିଟିରୁ ପ୍ରଧାନ ବିଚାରପତିଙ୍କୁ ବାଦ ଦେବାକୁ କେନ୍ଦ୍ର ସରକାର ବିଲ୍‌ ଆଣିଛନ୍ତି। ଏହି ବିଲ୍‌କୁ କଂଗ୍ରେସ ବିରୋଧ କରୁଥିବା ବେଳେ ବିଜେପି କିନ୍ତୁ ଏହାର…

ଅପରାଧିକ ଆଇନରେ ହେବ ବଡ଼ ପରିବର୍ତ୍ତନ: ହଟିବ ଦେଶଦ୍ରୋହ ଶବ୍ଦ, ଭିଡ଼ ହିଂସା ପାଇଁ ମିଳିବ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ : ବ୍ରିଟିଶ ଶାସନ ବେଳକୁ ପ୍ରଚଳିତ ଭାରତୀୟ ଅପରାଧିକ ଆଇନକୁ ବଦଳାଇବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ଭାରତ ସରକାର ସଂସଦରେ ବ୍ରିଟିଶ ଅମଳର ଆଇନକୁ ବଦଳାଇବା ପାଇଁ ୩ଟି ବିଲ୍‌ ଆଗତ କରିଛନ୍ତି। ସରକାରଙ୍କ ଯୋଜନା…

ମୋଦିଙ୍କ ଭାଷଣକୁ ବିରୋଧ, କକ୍ଷତ୍ୟାଗ କଲେ ‘ଇଣ୍ଡିଆ’ ସାଂସଦ

ନୂଆଦିଲ୍ଲୀ : ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଆଜି ଲୋକସଭାରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନାସ୍ଥା ପ୍ରସ୍ତାବ ଉପରେ ନିଜର ପକ୍ଷ ରଖୁଥିବା ବେଳେ ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଛନ୍ତି ବିରୋଧୀ…

ଖୁବଶୀଘ୍ର ମଣିପୁରରେ ଶାନ୍ତିର ସୂର୍ଯ୍ୟୋଦୟ ହେବ : ମୋଦୀ

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀଙ୍କ ଅନାସ୍ଥା ପ୍ରାସ୍ତାବର ଜବାବ ରଖିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ହିଂସା ପ୍ରସଙ୍ଗରେ ନିଜର ବୟାନ ରଖିଛନ୍ତି । ଏକ କୋର୍ଟ ରାୟ କାରଣରୁ ଏହି ହିଂସା ଆରମ୍ଭ ହୋଇଥିଲା । କେନ୍ଦ୍ର ସରକାର ହିଂସାର…

ଚିନ୍ତା ବଢାଇଲା ନୂଆ କରୋନା ଭୂତାଣୁ EG.5

ନୂଆଦିଲ୍ଲୀ : ନୂଆ କରୋନା ଭୂତାଣୁକୁ ନେଇ ବିପଦ । ଚିନ୍ତା ବଢାଇଲା EG.5 । ସଂକ୍ରମଣକୁ ଦେଖି ‘ଭାରିଆଣ୍ଟ ଅଫ୍ ଇଣ୍ଟ୍ରେଷ୍ଟ’ ଘୋଷଣା କରିଛି WHO । କରୋନା ଭୂତାଣୁ ଇଜି.୫କୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ…

‘ପୀଡ଼ିତାଙ୍କ ପାଇଁ ବଳାତ୍କାର ଯେତିକି ଭୟଙ୍କର, ମିଥ୍ୟା ଅଭିଯୋଗ ଅଭିଯୁକ୍ତଙ୍କ ପାଇଁ ସେତିକି ବଡ଼ ଅପମାନ’

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କହିଛନ୍ତି ଯେ ଦୁଷ୍କର୍ମ ପୀଡିତାଙ୍କୁ ସବୁଠାରୁ ବଡ ଦୁଃଖ, ଅପମାନ । ଏହା ସହିତ ଯେଉଁ ବ୍ୟକ୍ତି ବିରୋଧରେ ଏଭଳି ମିଥ୍ୟା ଅଭିଯୋଗ ଆସୁଥିବ ତାହା ବି ସମ ପରିମାଣର ଚିନ୍ତାଜନକ ଏବଂ ଅପମାନ। ଏଭଳି ପରିସ୍ଥିତିରେ ଦୁଷ୍କର୍ମ…