ବନ୍ଧୁକ ଦେଖାଇ ମ୍ୟୁଜିକ୍‌ କମ୍ପାନିର ‘ସିଇଓ’ଙ୍କୁ ଅପହରଣ କରିନେଲେ ଶିବସେନା ବିଧାୟକଙ୍କ ପୁଅ

ମୁମ୍ବାଇ: ବୁଧବାର ଅପରାହ୍ଣରେ ଜର୍ଜଗାଓଁ ଇଷ୍ଟ୍‌ ଅଞ୍ଚଳରେ ରାଜକୁମାର ସିଂହ ନାମରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି ଅପହରଣ ନେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ବନରାଇ ଥାନାରେ ଶିବସେନା (ସିନ୍ଦେ ଗୋଷ୍ଠୀ) ବିଧାୟକ ପ୍ରକାଶ ସୁର୍ବେଙ୍କ ପୁଅ ରାଜ୍‌…

ଶୀର୍ଷସ୍ତରୀୟ ଜେନେରାଲ୍‌ଙ୍କୁ ବହିଷ୍କାର କଲେ ଉତ୍ତର କୋରିଆର କିମ୍‌; ଯୁଦ୍ଧ ପ୍ରସ୍ତୁତି ପାଇଁ ଦେଲେ ଆହ୍ବାନ

ସିଓଲ୍‌: ସେନାର ଶୀର୍ଷସ୍ତରୀୟ ଜେନେରାଲ୍‌ଙ୍କୁ ବହିଷ୍କାର କରି ଉତ୍ତର କୋରିଆର ନେତା କିମ୍‌ ଜୋଙ୍ଗ୍‌ ଉନ୍‌ ସମ୍ଭାବ୍ୟ ଯୁଦ୍ଧ ନିମନ୍ତେ ଅଧିକ ପ୍ରସ୍ତୁତି, ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି ଏବଂ ସମରାଭ୍ୟାସ ବ୍ୟାପକ କରିବା ଲାଗି ସେନାକୁ ଆହ୍ବାନ ଦେଇଥିବା କଥା ଗୁରୁବାର…

ଚନ୍ଦ୍ରଠାରୁ ୧,୪୩୭କିମି ଦୂରରେ ଚନ୍ଦ୍ରଯାନ-୩: ଅଗଷ୍ଟ ୧୬ରେ ୧୦୦କିମି କକ୍ଷପଥରେ ପ୍ରବେଶ କରିବ

ବେଙ୍ଗାଲୁରୁ: ଗତ ରବିବାର ଚନ୍ଦ୍ର କକ୍ଷରେ ପ୍ରବେଶ (ଏଲ୍‌ଓଆଇ) ତଥା ତୃତୀୟ ଚନ୍ଦ୍ର-ବନ୍ଧିତ ମାନିଉଭର (କକ୍ଷପଥ ପରିବର୍ତ୍ତନ) ପରେ ଚନ୍ଦ୍ରଯାନ-୩ ବର୍ତ୍ତମାନ ଚନ୍ଦ୍ରର ଅଧିକ ନିକଟତର ହୋଇଛି ଏବଂ ଚନ୍ଦ୍ରଠାରୁ ୧,୪୩୭ କିମି ଦୂରରେ ଅଛି ବୋଲି ଇସ୍ରୋ ପକ୍ଷରୁ ବୁଧବାର…

କ୍ୟାନସରରେ ମୃତ୍ୟୁ ପୂର୍ବରୁ ୧୦ ବର୍ଷ ଝିଅର ବାହାଘର

ୱାସିଂଟନ: ଆମେରିକାର ନର୍ଥ କେରୋଲିନାର ଜଣେ ୧୦ ବର୍ଷ ଝିଅର କ୍ୟାନସରରେ ମୃତ୍ୟୁ ହେବାର କିଛିଦିନ ପୂର୍ବରୁ ତା’ର ସ୍ବପ୍ନ ପୂରଣ କରିବା ପାଇଁ ବାପାମାଆ ତାକୁ ବାହା କରାଇ ଦେଇଛନ୍ତି। ଏମା ଏଡୱାର୍ଡସ ଓ ତାଙ୍କ ବୟଫ୍ରେଣ୍ଡ ଡାନିଏଲ ମାର୍ସାଲ…

ଚଳନ୍ତା କାର୍‌ ଉପରେ ଦେଉଥିଲେ ଷ୍ଟଣ୍ଟ ସିନ୍‌; ଘରେ ପହଞ୍ଚିଲା ଲକ୍ଷେ ଟଙ୍କାର ଚାଲାଣ

ଚଳନ୍ତା କାର୍‌ର ବନେଟ ଉପରେ ଛିଡ଼ା ହୋଇ ଦେଉଥିଲେ ଷ୍ଟଣ୍ଟ ସିନ୍‌। ବିନ୍ଦାସ୍‌ ଅନ୍ଦାଜରେ ପୋଜ ବି ଦେଉଥିଲେ। ହେଲେ ଏହାପରେ ଯାହା ହେଲା ମୁଣ୍ଡ ଘୂରାଇ ଦେଲା। ଟ୍ରାଫିକ ନିୟମ ଉଲ୍ଳଘଂନ ଅଭିଯୋଗରେ ପୁଲିସ୍‌ ୨ଟି କାର୍ ଉପରେ କାଟିଲା…

୭୦ ହଜାରରେ କିଣି ଯାହାକୁ ବିବାହ କରିଥିଲେ, ଶେଷରେ ତା’ ଜୀବନ ନେଇଗଲେ

୭୦ ହଜାର ଟଙ୍କା ଦେଇ ଯାହାକୁ କିଣି ଆଣି ବିବାହ କରିଥିଲେ, ଶେଷରେ ତା’ ଜୀବନ ନେଇଗଲେ। ଏହାପରେ ନିଜ ପତ୍ନୀର ମୃତଦେହକୁ ନିଛାଟିଆ ସ୍ଥାନରେ ଫୋପାଡ଼ି ଦେଇଥିବା ବେଳେ ପୁଲିସ୍ ତାହାକୁ ଜବତ କରି ଘଟଣାର ଖୋଳତାଡ଼ କରିଛି। ମୃତା ମହିଳାଙ୍କ…

ବ୍ରିଟେନ ଶିକ୍ଷକଙ୍କୁ ୧୨ ବର୍ଷ ଜେଲ୍‌; ଭାରତୀୟ ଶିଶୁଙ୍କୁ ଫସାଇ କରୁଥିଲେ ପର୍ଣ୍ଣ ଭିଡିଓ

ଟଙ୍କାର ଲୋଭ ଦେଖାଇ ଅନଲାଇନ୍‌ରେ ଭାରତୀୟ ଶିଶୁଙ୍କ ଆପତ୍ତିଜନକ ଫଟୋ ଓ ଭିଡିଓ ସଂଗ୍ରହ କରୁଥିଲେ। ଏହାପରେ ତାହାକୁ ନିଜ ପର୍ଣ୍ଣ ୱେବସାଇଟ୍‌ରେ ଅପଲୋଡ଼ କରି ମାଲେମାଲ ହେଉଥିଲେ। ଦୀର୍ଘ ବର୍ଷ ହେଲା ଏପରି ଘୃଣ୍ୟ କାମ କରୁଥିବା ଲଣ୍ଡନର ଜଣେ…

ରାତି ଅଧରେ ହାଇଡ୍ରାମା; ଭାଙ୍ଗିଲା ପାକିସ୍ତାନ ସଂସଦ

ରାତି ଅଧରେ ପାକିସ୍ତାନରେ ଦେଖିବାକୁ ମିଳିଛି ହାଇଡ୍ରାମା। ପାକିସ୍ତାନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଜେଲ୍‌ ଚାରିକାନ୍ଥରେ ଥିବା ବେଳେ ଗତକାଲି ପାକିସ୍ତାନ ସଂସଦକୁ ଭାଙ୍ଗି ଦିଆଯାଇଛି। ସଂସଦ ଭଙ୍ଗ ହେବାର ୩ ମାସ ମଧ୍ୟରେ ପୁଣି ଥରେ ନିର୍ବାଚନ ହେବ…

ଇକ୍ୱାଡୋରରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା

ଇକ୍ୱାଡୋରରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର ଚାଲିଥିବା ବେଳେ ଘଟିଛି ଅଘଟଣ । ପ୍ରଚାର ଅଭିଯାନ ବେଳେ ରାଷ୍ଟ୍ରପତି ପଦ ପାଇଁ ରେସ୍‌ରେ ଥିବା ପ୍ରତିଦ୍ୱନ୍ଦ୍ୱୀ ଫର୍ଣ୍ଣାଡୋ ଭିଲାଭିକେନସିଓଙ୍କୁ  ଗୁଳି ମାରି ହତ୍ୟା କରାଯାଇଛି। ସ୍ଥାନୀୟ ମିଡିଆ ସୂତ୍ରରୁ ମିଳିଥିବା…

ଶିଶୁ ଯତ୍ନ ପାଇଁ ମାଆ ଓ ଏକୁଟିଆ ବାପାଙ୍କୁ ମିଳିବ ୭୩୦ ଦିନ ଛୁଟି: କେନ୍ଦ୍ର

ନୂଆଦିଲ୍ଲୀ: ସରକାରୀ ଚାକିରି କରିଥିବା ମହିଳା ଓ ବିପତ୍ନୀକ ପୁରୁଷଙ୍କୁ ଶିଶୁର ଯତ୍ନ ନେବା ପାଇଁ ସର୍ବାଧିକ ୭୩୦ ଦିନର ଛୁଟି ମିଳିବ ବୋଲି ଆଜି ଲୋକସଭାରେ କେନ୍ଦ୍ର କାର୍ମିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି। ଲୋକସଭାରେ ଏକ ଲିଖିତ ପ୍ରଶ୍ନର…